banner
Breaking
Yearly Archives

2021

୬ ମାସ ଶରୀରରେ ରହେ କରୋନା ଭୂତାଣୁ।

ଓ୍ବାଶିଂଟନ,୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଏପରିସ୍ଥଳେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନାର ଲକ୍ଷଣ ପ୍ରକାଶ ପାଇଥିବା ଲୋକଙ୍କଠାରେ ସଂକ୍ରମଣ ୬ ମାସ ପର୍ଯ୍ୟନ୍ତ ରହିଥାଏ ବୋଲି ଓ୍ବାଶିଂଟନ…
Read More...

ସୋସିଆଲ ମିଡିଆରେ କଟକଣା ଲାଗି ପାରିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧।୫: ଯଦି ନାଗରିକମାନେ ସେମାନଙ୍କ ଆପତ୍ତି ଅଭିଯୋଗକୁ ସୋସିଆଲ ମିଡିଆ ଜରିଆରେ ପରସ୍ପର ମଧ୍ୟରେ ଶେୟାର କରନ୍ତି, ତେବେ ଉକ୍ତ ସୂଚନା ଉପରେ କୌଣସି ରାଷ୍ଟ୍ର କଟକଣା ଲଗାଇବା ଉଚିତ ନୁହେଁ। ସୋସିଆଲ ମିଡିଆରେ ସୂଚନାର ଅବାଧ ପ୍ରବାହ ଉପରେ କଟକଣା ଲଗାଇବାର ଯେକୌଣସି ଉଦ୍ୟମକୁ ଅଦାଲତ…
Read More...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ୧୦ଟି ପ୍ରଶ୍ନ?

କୋଭିଡ୍‌ ଟିକା ଉତ୍ପାଦନକାରୀ କମ୍ପାନୀରେ ସରକାର ଅର୍ଥ ବିନିଯୋଗ କରିଥିବାରୁ ଟିକା ସର୍ବସାଧାରଣ ସାମଗ୍ରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କେନ୍ଦ୍ର ସରକାର ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ନୀତି କାହିଁକି ଆପଣାଉ ନାହାନ୍ତି ଏବଂ ୧୦୦ ପ୍ରତିଶତ ଟିକା କ’ଣ ପାଇଁ କିଣୁନାହାନ୍ତି ବୋଲି ସର୍ବୋଚ୍ଚ…
Read More...

କୋଭିଡ ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ। କେମିତି ଜାଣନ୍ତୁ।

ବର୍ତ୍ତମାନ ସମଗ୍ର ଦେଶରେ କରୋନା ତାଣ୍ଡବ ଜାରି ରହିଛି । ମୃତ୍ୟୁସଂଖ୍ୟା ଓ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କେତେବେଳେ କାହାର ମୃତ୍ୟୁ ଘଟିବ, ତାହା କହିହେବ ନାହିଁ । ତେଣୁ ଏହି ସମୟରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY) ଆପଣମାନଙ୍କୁ ସହାୟତା ଯୋଗାଇଦେବ…
Read More...

କୋଭିଡ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ୧୪ ମୃତ।

ଗୁଜୁରାଟ,୧/୫ : କରୋନା ମହାମାରୀ ବଢିବଢି ଚାଲିଥିବା ବେଳେ ଗୁଜରାଟର ଭାରୁଚରେ ଥିବା ଏକ କୋଭିଡ କେୟାର ସେଣ୍ଟରରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି । ଭାରୁଚର ପଟେଲ ୱେଲଫେୟାର ହସ୍ପିଟାଲରେ ରାତି ପ୍ରାୟ ୧୨.୩୦ ସମୟରେ…
Read More...

ରାଜ୍ୟରେ ଆଜି ୧୦,୪୧୩ ପଜିଟିଭ ଚିହ୍ନଟ, ପୁଣି ୧୧ ମୃତ।

ଭୁବନେଶ୍ୱର,୧/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସ°କ୍ରମଣ ହୁ ହୁ ହୋଇ ବଢିଚାଲିଛି । ୨୪ଟି ଜିଲ୍ଲାରେ ଆଜି ୧୦୦ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସ°ଖ୍ୟା। ଆଜି ରାଜ୍ୟରେ ପୁଣି ୧୦ ହଜାର ୪୧୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୮୮୭ ଓ ସ୍ଥାନୀୟ ଅଞ୍ଚଳରୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଯେତେ ସୁବିଧା ଥିଲେ ମଧ୍ୟ ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିତି ଭଲ ରହିବ ନାହଁ। ସ୍ବାସ୍ଥ୍ୟ, ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା ବ୍ୟବସାୟିକ ବିଫଳତାରୁ ଚିନ୍ତିତ ରହିବେ। ପଡୋଶୀଙ୍କ ସହାୟତାରେ ବନ୍ଧୁ ସହ ମନୋମାଳିନ୍ୟ ଦୂର ହେବ। କୌଣସି ବିବାଦୀୟ ବିଷୟକୁ ନେଇ…
Read More...

ପଛୁଆ ବର୍ଗ(ଓବିସି) ଗଣନା ସ୍ଥଗିତ।

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ପଛୁଆବର୍ଗ(ଓବିସି)ଙ୍କ ଲାଗି ହେବାକୁ ଥିବା ସାମାଜିକ ଓ ଶିକ୍ଷାଗତ ସର୍ଭେ କାର୍ଯ୍ୟକୁ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ଓଏସ୍‌ସିବିସି) ସ୍ଥଗିତ ଘୋଷଣା କରିଛନ୍ତି। ଏହି ସର୍ଭେ କାର୍ଯ୍ୟ ମେ’ ପହିଲାରୁ ହେବାକୁ…
Read More...

ମେ ୩ ରୁ ୧୫ ରାଜ୍ୟସାରା ୨ଟା ପରେ ଦୋକାନ ବନ୍ଦ।

ଭୁବନେଶ୍ୱର,୩୦।୪: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ଦୋକାନ ବଜାର ବନ୍ଦ ରଖିବାକୁ ରାଜ୍ୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ଏନେଇ ମହାସଂଘ ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ସମ୍ପାଦକ ସୁଧାକର ପଣ୍ଡା ଏହି ସୂଚନା…
Read More...

ଦୁଇମାସ ମାଗଣାରେ ମିଳିବ ଚାଉଳ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦/୪(ବ୍ୟୁରୋ): ରାଜ୍ୟରେ ବେକାବୁ କରୋନା ସ୍ଥିତି। ଏହାକୁ ନଜରରେ ରଖି ରାଜ୍ୟ ସରକାର ସାରା ରାଜ୍ୟରେ ଲାଗୁ କରିଛନ୍ତି କଟକଣା। ଉଭୟ ଜୀବନ ଜିବୀକାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ବଡ଼ ପଦକ୍ଷେପ। ରାଜ୍ୟରେ କୋଭିଡର ଦ୍ବିତୀୟ ଲହର ଜନିତ ପରିସ୍ଥିତିକୁ…
Read More...