କରୋନାର ନୂଆ ଲକ୍ଷଣ। ସତର୍କ ରୁହନ୍ତୁ ଓ ଡାକ୍ତରଙ୍କ ପରାମର୍ଶ କରନ୍ତୁ।
ସାରା ଦେଶରେ କରୋନାର ୨ୟ ତରଙ୍ଗ କାୟା ବିସ୍ତାର କରିବାରେ ଲାଗିଛି। ବହୁ ଲୋକେ ପ୍ରତିଦିନ ଏଥିରେ ସଂକ୍ରମିତ ହେଉଛନ୍ତି। ପ୍ରତିଦିନ ହଜାର ହଜାର ଲୋକେ ମୃତ୍ୟୁବରଣ କରୁଛନ୍ତି। ଏଭଳି କଠିନ ସମୟରେ ସାମାନ୍ୟ ଲକ୍ଷଣ ଦେଖାଗଲେ ମଧ୍ୟ ତୁରନ୍ତ ପରୀକ୍ଷା କରାଇ ଚିକିତ୍ସିତ ହେବା ନିତ୍ୟାନ୍ତ ଆବଶ୍ୟକ।…
Read More...
Read More...