କୋଓ୍ବିନ୍ ପୋର୍ଟାଲରେ ଉପଲବ୍ଧ ହେବ ୧୪ଟି ଭାଷା।
ନୂଆଦିଲ୍ଲୀ, ୧୭।୫: ଆସନ୍ତା ସପ୍ତାହରେ କୋଓ୍ବିନ ପୋର୍ଟାଲ ହିନ୍ଦୀ ଏବଂ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ଫଳରେ କୋଭିଡ୍ ଟିକା ନେବା ଏବଂ ନାମ ପଞ୍ଜୀକରଣ, ସ୍ଲଟ ବୁକିଂ ସହଜ ହୋଇପାରିବ। ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ କୋଭିଡ୍-୧୯ର ଉଚ୍ଚସ୍ତରୀୟ ବୈଠକରେ ଏହି…
Read More...
Read More...