ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ । ତଥାପି ଆମକୁ ସତର୍କ ରହିବାକୁ ପଡିବ:ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪।୫(ବ୍ୟୁରୋ): ବାତ୍ୟା ୟାସ୍ ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସମ୍ବୋଧନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ପଡ଼ିବ। ଗତ ବର୍ଷ ଆମେ କୋଭିଡ୍ ସହ ଅମ୍ଫନ ବାତ୍ୟାକୁ ସାମ୍ନା କରିଥିଲେ।…
Read More...
Read More...