banner
Breaking
Yearly Archives

2021

୨୦ ଯାଏ ସ୍କୁଲ ଛୁଟି।

ଭୁବନେଶ୍ୱର,୮।୧୦: ରାଜ୍ୟରେ ୧୦ରୁ ୨୦ ଯାଏ ସ୍କୁଲ ଛୁଟି ରହିବ। ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ଏହି ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ବିଭାଗ। ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଏନେଇ ସୂଚନା ଦିଆଯାଇଛି। ତେବେ ଛୁଟି ପରେ ୨୧ରୁ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପୁନର୍ବାର ଖୋଲିବ।
Read More...

ବିଶ୍ବ କପରେ ନୂଆ ଜର୍ସିରେ ଖେଳିବ ଭାରତ।

ମୁମ୍ବାଇ,୮।୧୦: ଆସନ୍ତା ୧୭ ତାରିଖରୁ ୟୁଏଇ ଏବଂ ଓମାନଠାରେ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହି ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆକୁ ନୂଆ ଜର୍ସିରେ ଦେଖିବାକୁ ମିଳିବ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଶୁକ୍ରବାର ଘୋଷଣା…
Read More...

ସ୍ପର୍ଶ ହସ୍ପିଟାଲ୍ ଏବଂ ଲାୟନସ୍ ମିନତୀ ବେହେରା କ୍ୟାନସ୍‌ର ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ବିଶ୍ୱ ସ୍ତନ କର୍କଟ…

ବିଶ୍ୱ ସ୍ତନ କର୍କଟ ଦିବସ ଉପଲକ୍ଷେ ସ୍ପର୍ଶ ହସ୍ପିଟାଲ ସହିତ ଲାୟନସ୍ ମିନତୀ ବେହେରା କ୍ୟାନସ୍‌ର ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ସ୍ତନ କର୍କଟ ସଚେତନତା ଦିବସ “ୱିନରସ୍ ଅଫ୍ ଲାଇଫ୍‌” ସ୍ପର୍ଶ ହସ୍‌ିଟାଲ୍‌ଠାରେ ପାଳିତ ହୋଇଯାଇଛି । ସାଧାରଣତଃ ସବୁ କର୍କଟ ରୋଗଠାରୁ ସ୍ତନ କର୍କଟ ଅତି ସାଧାରଣ…
Read More...

ଓଏଏସ ସ୍ତରରେ ଅଦଳବଦଳ।

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ରାଜ୍ୟ ସରକାର ଓ ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ୯ ଜଣ (ଓଏଏସ୍‌) ଅଫିସରଙ୍କ ବଦଳି କରାଯାଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କୁ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) କମିଶନର ଭାବେ…
Read More...

ମୁଣ୍ଡଳୀ ହାତୀ ମୃତ୍ୟୁର ଆସିଲା ରିପୋର୍ଟ।

କଟକ ,୭ା୧୦: ମୁଣ୍ଡଳି ଦନ୍ତାହାତୀ ମୃତ୍ୟୁ ଘଟଣାର ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ମାନସିକ ଆଘାତ ଯୋଗୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ମୃତ୍ୟୁର ୩ ଦିନ ଅର୍ଥାତ ୭୨ ଘଣ୍ଟା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏନେଇ ସାଲେପୁର ବ୍ଲକ ପ୍ରାଣୀସମ୍ପଦ…
Read More...

ମେଲେରିଆ ପାଇଁ ବାହାରିଲା ଟିକା।

ଜେନେଭା, ୭।୧୦: ମ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତ ପ୍ରଥମ ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ମ୍ୟାଲେରିଆ ବିରୋଧୀ ଲଢ଼େଇରେ ଏହା ଏକ ଐତିହାସିକ ସଫଳତା ବୋଲି ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌…
Read More...

ପୁଣି ଦାନା ବାନ୍ଧୁଚି ଆଉଏକ ଲଘୁଚାପ।

ଭୁବନେଶ୍ୱର,୬।୧୦(ବ୍ୟୁରୋ): ପୁଣି ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ। ଆସନ୍ତା ୧୦ ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମେ ଘନୀଭୂତ ହୋଇ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଦିଗକୁ ଆସିପାରେ ବୋଲି ଟୁଇଟ୍‌ କରି…
Read More...

ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ।

ଭୁବନେଶ୍ୱର,୬ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି କଣ୍ଟେନମେଣ୍ଟ। ଫରେଷ୍ଟ ପାର୍କ ଅଞ୍ଚଳର ୫୨ ନମ୍ବର ଓ୍ବାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରିଛି ବିଏମ୍‌ସି। ଏହି ଆପାର୍ଟମେଣ୍ଟର ୧୦ଟି ଫ୍ଲାଟ୍‌କୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା…
Read More...

ତୃତୀୟ ବିଶ୍ବଯୁଦ୍ଧର ଧମକ୍ ଦେଲା ଚାଇନା।

ବେଜିଂ,୬।୧୦: ତାଇଓ୍ବାନ ଆକାଶ ମାର୍ଗରେ ଆଣବିକ ବୋମାବର୍ଷୀ ଯୁଦ୍ଧ ବିମାନ ଉଡ଼ାଇ ଉତ୍ତେଜନା ସୃଷ୍ଟି କରୁଥିବା ଚାଇନା ଏବେ ତୃତୀୟ ବିଶ୍ୱଯୁଦ୍ଧର ଧମକ ଦେଇଛି। ଦକ୍ଷିଣ ଚାଇନା ସାଗରରେ ଆମେରିକା, ବ୍ରିଟେନ, କାନାଡ଼ ଏବଂ ଅଷ୍ଟ୍ରେଲିଆର ଯୁଦ୍ଧପୋତ ଲଗାତାର ପଇଁତରା ମାରୁ ଥିବାରୁ ଚାଇନାର ସରକାରୀ…
Read More...

ରାଜ୍ୟରେ ବଢୁଛି ଶିଶୁ ଆକ୍ରାନ୍ତଙ୍କ ସ°ଖ୍ୟା।

ଭୁବନେଶ୍ୱର,୫।୧୦(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୪୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ ୨୬୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୮୮ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା…
Read More...