banner
Breaking

ବିଶ୍ବ କପରେ ନୂଆ ଜର୍ସିରେ ଖେଳିବ ଭାରତ।

0

ମୁମ୍ବାଇ,୮।୧୦: ଆସନ୍ତା ୧୭ ତାରିଖରୁ ୟୁଏଇ ଏବଂ ଓମାନଠାରେ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏହି ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆକୁ ନୂଆ ଜର୍ସିରେ ଦେଖିବାକୁ ମିଳିବ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। ତେବେ ଦଳର ନୂଆ ଜର୍ସି ଆସନ୍ତା ୧୩ ତାରିଖରେ ଉନ୍ମୋଚିତ ହେବ ବୋଲି ବିସିସିଆଇ ଟୁଇଟ୍‌ କରି ସୂଚନା ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.