banner
Breaking
Yearly Archives

2021

ପୁଣି ହାତୀ ମୃତ୍ୟୁ

କେନ୍ଦୁଝର,୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ନେକଡ଼ାଘର ଗ୍ରାମ ଜଙ୍ଗଲରେ ଏକ ମାଈ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଖବରପାଇ ବନ ବିଭାଗ ବୁଧବାର ସକାଳେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ହାତୀଟି ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ପ୍ରାଥମିକ ଭାବେ…
Read More...

ବାହାର ରାଜ୍ୟରୁ ଆସିଥିବା ୯୮୨ ଜଣଙ୍କ ମଧ୍ୟରୁ ,,୪ ପଜିଟିଭ

ଭୁବନେଶ୍ବର,୮।୧୨(ବ୍ୟୁରୋ):କୋଭିଡ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢାଉଛି। ମଙ୍ଗଳବାର ସୁଦ୍ଧା ରାଜ୍ୟକୁ ଆଫ୍ରିକୀୟ ଦେଶରୁ ୯୮୨ ଜଣ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ନମୁନା ଜିନମ ସିକ୍ବେନ୍‌ସିଂ ପାଇଁ ପଠାଯାଇଛି । ତେବେ ଏ ନେଇ…
Read More...

ବିନା ଯନ୍ତ୍ରଣାରେ ଇଛା ମୃତ୍ୟୁ ପାଇଁ ଆସିଲା ନୂଆ ଯନ୍ତ୍ର। ମିଳିଲା ସରକାରୀ ଅନୁମୋଦନ

ସୁଇଜରଲାଣ୍ଡ,୮।୧୨: ‘ସୁଇସାଇଡ୍‌ ମେସିନ’ ବ୍ୟବହାରକୁ ୟୁରୋପୀୟ ଦେଶ ସୁଇଜରଲାଣ୍ଡ ସରକାର ଆଇନଗତ ଅନୁମୋଦନ ଦେଇଛନ୍ତି। ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ଦାବି କରିଛି ଯେ, ଏହି ମେସିନ ଛୁଇଁରେ ଯେକୌଣସି ବ୍ୟକ୍ତି ୧ ମିନିଟ ମଧ୍ୟରେ ବିନା କୌଣସି ଯନ୍ତ୍ରଣାରେ ମୃତ୍ୟୁବରଣ କରିବେ। ଏହି…
Read More...

ପୋଲିସ ସାମ୍ନାରେ ବେକ କାଟିଦେଲା ଯୁବତୀ

ସୋନପୁର, ୭।୧୨(ନି.ପ୍ର.): ସୋନପୁର ସହର କୁମ୍ଭାରପଡାରେ ସୋମବାର ରାତିରେ ଏକ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଲକ୍ଷ୍ମୀ ବେହେରା(୪୨) ନାମ୍ନୀ ଜଣେ ମହିଳା ସହରସ୍ଥିତ ନୂଆପଡା ଅଞ୍ଚଳର ରାଜେଶ ମେହେରଙ୍କ ଘର ସମ୍ମୁଖକୁ ଯାଇ ପାଟିତୁଣ୍ଡ କରୁଥିଲେ। ଏନେଇ ରାଜେଶଙ୍କ ପରିବାର ଲୋକେ ପୋଲିସକୁ ଖବର…
Read More...

ରେପୋ ରେଟ ବଢାଇଲା ନାହିଁ ଆରବିଆଇ

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ତାହାର ଆର୍ଥିକ ନୀତିର ସମୀକ୍ଷା ଅବସରରେ ରେପୋ ରେଟ୍‍ ୪%ରେ ଅପରିବର୍ତ୍ତିତ ରଖିଛି । ସେହିଭଳି ରିଭର୍ସ ରେପୋ ରେଟ୍‍ ମଧ୍ୟ ପୂର୍ବଭଳି ୩.୩୫% ରହିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ରେପୋ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ

ମେଷ:-ଆଜି ପାରିବାରିକ ପରିସ୍ଥିତି ସ୍ବାଭାବିକ ରହିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚିବଢ଼ିବ। ମାତ୍ର ଆତ୍ମୀୟମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଦୂରଯାତ୍ରା ପାଇଁ ପ୍ରସ୍ତୁତିରେ ସମସ୍ୟା ଦେଖାଦେଇପାରେ। ବୃଷ:-ବିବାଦୀୟ…
Read More...

ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କର ମଙ୍ଗଳବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଟୁଇଟ୍‌ କରି କହିଛନ୍ତି, ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ନନ୍ଦ…
Read More...

ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି।

ଗୋରଖପୁର,୭ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ପ୍ରଦେଶର ଗୋରଖପୁର ଗସ୍ତ କରିଛନ୍ତି । ଏହି ଅବସରରେ ସେଠାରେ ସେ ପାଖାପାଖି ୯୬୦୦କୋଟି ଟଙ୍କା ପରିଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରେ ମୋଦି କହିଛନ୍ତି ଖାଦ କାରଖାନା ଓ ଏମ୍ସକୁ ଉତ୍ତର ପ୍ରଦେଶବାସୀ ଉତ୍ସୁକତାର ସହ…
Read More...

ଖୁସି ଖବର ବାହାରିଲା ଓମିକ୍ରନ୍ ଔଷଧ

ଲଣ୍ଡନ,୭।୧୨: ସାରା ବିଶ୍ୱରେ ଏବେ କରୋନାର ଭାରିଆଣ୍ଟ ଓମିକ୍ରନ ଆତଙ୍କ ସୃଷ୍ଟି କରିଛି। ଏବେ ଏହି ଭାରିଆଣ୍ଟ ପାଇଁ ବ୍ରିଟିଶ ବୈଜ୍ଞାନିକମାନେ ‘ସୋଟ୍ରୋଭିମାବ୍‌’ ନାମକ ଏକ ଔଷଧ ପ୍ରସ୍ତୁତ କରିଛନ୍ତି। ଏହି ଔଷଧ ଓମିକ୍ରନ ବିରୋଧରେ ସଫଳ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।…
Read More...

ଓଲିଉଡ ଫିଲ୍ମ ଲାଗେ ପ୍ରେମ ନଜର ରିଲିଜ ରିଲିଜ

ଭୁବନେଶ୍ୱର : ଖୁବ୍ ଶୀଘ୍ର ରିଲିଜ ହେବ ଓଲିଉଡ ଫିଲ୍ମ  ‘ଲାଗେ ପ୍ରେମ ନଜର’। ଡିସେମ୍ବର ଶେଷ ବେଳକୁ ପରଦାକୁ ଆସିବ ନୂଆ ସିନେମା ‘ଲାଗେ ପ୍ରେମ ନଜର’। ନୂଆ ବର୍ଷ ଉପଲକ୍ଷେ ଏହି ଫିଲ୍ମ ରିଲିଜ ହେବ । ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ଅମ୍ଲାନ ରିୟା, ପ୍ରିୟା, ରାଗିଣୀ, ରାକେଶ ଓ ବବିମିଶ୍ର। ।…
Read More...