banner
Breaking
Yearly Archives

2021

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଂକଟ ଲାଗି ରହିଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ଏହି ଚିନ୍ତାରେ ପାଖ ମାଡିବେ ନାହିଁ। ମହିଳାମାନେ ମନକୁ ବୁଝାଇ ରହିବାକୁ ବାଧ୍ୟ ହେବେ।…
Read More...

କିମ୍‍ସରେ କୋଭିଡ୍‍-୧୯ ଟିକାଦାନ ଆରମ୍ଭ

ଭୁବନେଶ୍ୱର, ୧୬।୧(ଓଡ଼ିଆ ନ୍ୟୁଜ): ଶନିବାର ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କୋଭିଡ୍‍-୧୯ ଟିକା ଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ବେଳେ କିମ୍‍ସରେ ଆଜି ଟିକା ଦାନ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ଦିନରେ କିମ୍‍ସର ଆଗ ଧାଡ଼ିର କରୋନା ଯୋଦ୍ଧା ତଥା କିମ୍‍ସ…
Read More...

କରୋନା ଟିକା କରି ବିଶ୍ବକୁ ଶକ୍ତି, ସାମର୍ଥ୍ୟ ଓ ଆତ୍ମନିର୍ଭରର ପରିଚୟ ଦେଇଛି ଭାରତ। ଧର୍ମେନ୍ଦ୍ର

ଭୁବନେଶ୍ୱର :  କରୋନା ମହାମାରୀର ସଙ୍କଟକୁ ସୁଯୋଗରେ ପରିଣତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଙ୍କ ନେତୃତ୍ୱରେ ଭାରତ ସ୍ୱଦେଶୀ ଟିକା ପ୍ରସ୍ତୁତ କରି ସମଗ୍ର ବିଶ୍ୱ ସାମ୍ନାରେ ନିଜର ସାମର୍ଥ୍ୟ ଏବଂ ଅପାର ଶକ୍ତିର ପରିଚୟ ଦେଇଛି ତଥା ଆତ୍ମନିର୍ଭର ଭାରତର ସବୁଠୁ ବଡ଼ ଅଧ୍ୟାୟ ଲେଖିଛି…
Read More...

ନିଷ୍ପତ୍ତି ବଦଳାଇଲା ହ୍ବାଟ୍ସଆପ୍ ।

ନୂଆଦିଲ୍ଲୀ,୧୬।୧(ବ୍ୟୁରୋ): ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ପଲିସି ଅପ୍‌ଡେଟ୍‌ କରିବାର ଘୋଷଣା କରିଥିଲା। ଏହାକୁ ନେଇ ବ୍ୟବହାରକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଲୋକମାନେ ଅନ୍ୟ ଆପ୍‌ଆଡକୁ ମୁହାଁଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ହ୍ବାଟ୍ସଆପ୍‌ ଏବେ ନିଜର…
Read More...

କରୋନା ଟିକା ସଞ୍ଜିବନୀ ଭଳି କାମ କରିବ।

ନୂଆଦିଲ୍ଲୀ,୧୬।୧(ବ୍ୟୁରୋ): ସାରା ଦେଶରେ ଶନିବାର କରୋନା ମାହାମାରୀ ବିରୋଧରେ ଭ୍ୟାକ୍ସିନେଶନ ବା ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ । ଏହାପରେ କରୋନା ଭ୍ୟାକ୍ସିନକୁ ନେଇ ଯେଉଁସବୁ ଭୁଲ୍…
Read More...

ଆଜି ଭୁବନେଶ୍ୱରରୁ ମାତ୍ର ୪ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୬ା୧(ଓଡ଼ିଆ ନ୍ୟୁଜ): ଆଜି ଭୁବନେଶ୍ୱରରୁ ମାତ୍ର ୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।…
Read More...

ଟିକା ନେଇ ଗୁରୁତର ହେଲେ କ୍ଷତି ପୂରଣ ଦେବ କମ୍ପାନୀ।

ହାଇଦ୍ରାବାଦ : କରୋନା ଭୂତାଣୁ ବିରୁଦ୍ଧରେ ସ୍ୱଦେଶୀ ଟିକା କୋଭାକ୍ସିନ ବିକଶିତ କରିଥିବା ଭାରତ ବାୟୋଟେକ୍ କହିଛି ଯେ, ଯଦି କେହି ଟିକା ନେବା ପରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହୁଅନ୍ତି, ତେବେ କମ୍ପାନୀ ଏହାର କ୍ଷତିପୂରଣ ଦେବ । ଭାରତ ବାୟୋଟେକ୍ (ବିବିଏଲ୍), ଭାରତ…
Read More...

କରୋନା ହାରିବ ଭାରତ ଜିତିବ। ସର୍ବବୃହତ ଟୀକାକରଣର ଶୁଭାରମ୍ଭ କଲେ ମୋଦି।

ନୂଆଦିଲ୍ଲୀ,୧୬।୧: କରୋନା ହାରିବ ଭାରତ ଜିତିବ। ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ଏବେ ଦେଶବାସୀଙ୍କୁ କରୋନା ଟିକା ଦିଆଯିବାର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସାର୍ବଜନୀକ ଟିକାକରଣ ଅଭିଯାନର ଶୁଭାରମ୍ଭ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରି ଏପରି କହିଛନ୍ତି।…
Read More...

ଦେଶର ନମ୍ବର ଓ୍ବାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ):ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ୱାନ । ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୀର୍ଷସ୍ଥାନରେ ରହିଛନ୍ତି । କୋଭିଡ୍‌ ପରିଚାଳନା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ଓ ଜୀବନ…
Read More...

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ।

ଇଣ୍ଡୋନେସିଆ : ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୨ ରେକର୍ଡ଼ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ମାଜେନା ସହର…
Read More...