ନିଯୁକ୍ତି ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲା ୟୁଥ୍ ଫର ଆକ୍ସନ
ଭୁବନେଶ୍ୱର, : ରାଜ୍ୟରେ ବେକାରୀ ସମସ୍ୟାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଗଢ଼ିଉଠିଥିବା ୟୁଥ୍ ଫର୍ ଆକ୍ସନ ସଂଗଠନର ପ୍ରତିନିଧିମାନେ ଆଜି ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ୟୁଥ୍ ଫର ଆକ୍ସନ ସଂଗଠନର ୩୦ ଜଣିଆ ପ୍ରତିନିଧି…
Read More...
Read More...