banner
Breaking

ଫେବୃଆରୀ ୨ରୁ ଖୋଲିବ ପ୍ଲାନେଟୋରିୟମ।

0

ଭୁବନେଶ୍ୱର,୨୯ ।୧ : ଆସନ୍ତା ଫେବ୍ରୁଆରୀ ୨ରୁ ଖୋଲିବାକୁ ଯାଉଛି ପଠାଣି ସାମନ୍ତ ପ୍ଲାନେଟୋରିୟମ୍ । କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ପ୍ଲାନେଟୋରିୟମ କୋଭିଡ୍ କଟକଣା ନିୟମ ମାନି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଡ. ଏପିଜେ ଅବଦୁଲ କାଲାମ ପ୍ଲାନେଟୋରିୟମ୍ ଏବଂ ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ । କେବଳ ସୋମବାର ଦିନ ବନ୍ଦ ରହିବା ବ୍ୟତୀତ ଅନ୍ୟ ସବୁଦିନେ ଖୋଲା ରହିବ। ପ୍ରତ୍ୟେକ ଶୋ’ରେ ମାତ୍ର ୫୦ ଜଣ ଦର୍ଶକ ଦେଖିବାକୁ ଅନୁମତି ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.