banner
Breaking
Yearly Archives

2021

ଉହାନ ଲାବ୍ରୋଟାରୀରୁ ବ୍ୟାପି ନାହିଁ କରୋନା- ହୁ

ବେଜିଂ: ଚୀନର ଉହାନସ୍ଥିତ ଲାବରେଟୋରିରୁ କରୋନା ଭୂତାଣୁ ବ୍ୟାପିନାହିଁ। ଏକଥା କହିଛନ୍ତି କରୋନା ଭୂତାଣୁ ଉତ୍ପତ୍ତିସ୍ଥଳର ତଦନ୍ତ କରୁଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଟିମ୍‌। ଟିମ୍‌ କହିଛି ଯେ, ଉହାନରୁ କିମ୍ବା ଅନ୍ୟ କୌଣସି ସ୍ଥାନରୁ ଡିସେମ୍ବର ୨୦୧୯ ପୂର୍ବରୁ କରୋନା ଭୂମାଣୁ…
Read More...

କିମସରେ ଆରମ୍ଭ ହେଲା ପିଡା ଉପସମ ସେବା କ୍ଲିନିକ।

ଭୁବନେଶ୍ୱର,୧୦/୨(ଓଡ଼ିଆ ନ୍ୟୁଜ): କିମ୍‍ସରେ ପୀଡ଼ା ଉପଶମ ସେବା କ୍ଲିନିକ୍‍ (ପାଲିଏଟିଭ୍‍ କେୟାର କ୍ଲିନିକ୍‍) ଆରମ୍ଭ ହୋଇଛି। ଏହି କ୍ଲିନିକ୍‍ରେ କର୍କଟ ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯିବ। ଏହି କ୍ଲିନିକ୍‍ କର୍କଟ ରୋଗୀଙ୍କ ଚିକିତ୍ସା ସହ ସେମାନଙ୍କର ଶାରୀରିକ ଓ…
Read More...

ଏଥର ହେବନାହିଁ ଖଣ୍ଡଗିରି ମେଳା।

ଭୁବନେଶ୍ବର: ଖଣ୍ଡଗିରି ମେଳା ଓ ଯାତ୍ରାକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଆଜି ଅନ୍ତ ହୋଇଛି। ଆଜି ଅଂଶୀଦାର, ପୂଜକ, ସାଧୁସନ୍ଥ ଓ ବରିଷ୍ଠ ପ୍ରଶାସକମାନଙ୍କ ସହିତ ଆଲୋଚନା ପରେ ବିଏମ୍‌ସି ପକ୍ଷରୁ ଚଳିତ ବର୍ଷ ଖଣ୍ଡଗିରି ମେଳା ହେବ ନାହିଁ ଏବଂ କେବଳ ପରମ୍ପରା ପାଳନ କରାଯିବ ବୋଲି…
Read More...

ରାଜ୍ୟ କ୍ୟାବିନେଟରେ ୨୭ଟି ପ୍ରକଳ୍ପରେ ମୋହର।

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମହିଳା ଓ ଶିଶୁ କଲ୍ୟାଣ, କୃଷି, ମିଶନ ଶକ୍ତି, ସାମାଜିକ ସୁରକ୍ଷା ପ୍ରକଳ୍ପ ସମେତ ସ୍ବାସ୍ଥ୍ୟ ଓ ପରିବାର…
Read More...

ସମସ୍ତ ନବମ ପିଲା ଦେଇପାରିବେ ମାଟ୍ରିକ ପରୀକ୍ଷା। ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରୀଛାତ୍ର ମେ’ ମାସରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ସାର୍ଟିଫିକେଟ୍‌ ପରୀକ୍ଷା ଦେଇପାରିବେ। ଏହା ସବୁ ଓଡ଼ିଆ ମାଧ୍ୟମ ପିଲାଙ୍କ ପାଇଁ ପ୍ରଯୁଜ୍ୟ ହେବ। ଏ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ ଅଟକିବ ନାହିଁ। କିନ୍ତୁ ସଭାସମିତିରେ ନିଜର ସୀମା ଭିତରେ ରହିବା ଭଲ ନତୁବା ସାଧାରଣ କଥାରେ ମଧ୍ୟ ସମସ୍ୟା ଆସିବ। ମଧ୍ୟାହ୍ନ ପରେ ପରେ ଦେଇଥିବା ଜିନିଷ ଫେରି ପାଇବେ କିମ୍ବା ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ପାରିବାରିକ କ୍ଷେତ୍ରରେ…
Read More...

ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶିତ। ସକାଳ ୮ ରୁ ପରୀକ୍ଷା ଆରମ୍ଭ।

କଟକ ,୮।୨: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ ସୋମବାର ପ୍ରକାଶ ପାଇଛି। ମେ ୩ରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ହେବ। ୫ ତାରିଖରେ ସେକେଣ୍ଡ ଲାଙ୍ଗୁଏଜ୍‌ ଇଂଲିଶ, ୭ରେ ଥାର୍ଡ ଲାଙ୍ଗୁଏଜ୍‌ ହିନ୍ଦୀ, ୮ରେ ଥାର୍ଡ ଲାଙ୍ଗୁଏଜ୍‌ ସଂସ୍କୃତ, ୧୦ରେ…
Read More...

ରାଜ୍ୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ। ପାର୍ଶ୍ଵ ପ୍ରତିକ୍ରିୟା ନାହିଁ।

ଭୁବନେଶ୍ୱର,୬/୨(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ଟିକାକଣରର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ସ୍ୱତନ୍ତ୍ର ଭାବେ ପୁଲିସ୍‍ ଓ ରାଜସ୍ୱ ଅଧିକାରୀ ସମେତ କରୋନା ପ୍ରମୁଖ ଯୋଦ୍ଧା କର୍ମଚାରୀମାନଙ୍କୁ ଟିକାକରଣ ଆରମ୍ଭ ହୋଇଛି। କଟକ:- କଟକ ସହରର ୩ଟି ସ୍ଥାନରେ ପୁଲିସ୍‍ ଓ…
Read More...

ରାଜ୍ୟରେ ଆଜି ୮୨ ପଜିଟିଭ ଚିହ୍ନଟ।

ଭୁବନେଶ୍ବର,୬/୨(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୮୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୪୯ ଜଣ ସଂଗରୋଧରୁ ଏବଂ ୩୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୫୪୮ କୁ ବୃଦ୍ଧି ପାଇଛି। ଏନେଇ…
Read More...

କରୋନା ମହାମାରୀ ସତ୍ତ୍ୱେ କିଟରେ ରେକର୍ଡ ପ୍ଲେସମେଣ୍ଟ

ଭୁବନେଶ୍ୱର : କରୋନା ମହାମାରୀ ଗତିଶୀଳ ଭାରତ ତଥା ସମଗ୍ର ବିଶ୍ୱକୁ ହଠାତ୍‍ ସ୍ଥିର ଅବସ୍ଥାକୁ ନେଇ ଆସିଥିଲା। ଏଥିରୁ କେହି ବି ବର୍ତ୍ତି ନାହାନ୍ତି। ମହାମାରୀ ଯୋଗୁଁ ସମସ୍ତେ ଅଳ୍ପ ବହୁତେ ପ୍ରଭାବିତ ହୋଇଛନ୍ତି । ଯେଉଁମାନେ ଅତ୍ୟଧିକ ପ୍ରଭାବିତ ହୋଇଥିଲେ ସେମାନଙ୍କ ମଧ୍ୟରେ ଛାତ୍ର ସମାଜ…
Read More...