banner
Breaking
Yearly Archives

2021

ରାଜ୍ୟରେ ଆଜି ପୁଣି ୮୭୯ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୮।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୮୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୧୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିଲା ବେଳେ ୩୬୧ ଲୋକାଲ କେସ୍‌ ରହିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା…
Read More...

ନୂଆ ଜାଗୁଆର ଏଫ୍‌-ପେସ୍ ପାଇଁ ବୁକିଂ ଆରମ୍ଭ

ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଭାରତ ବଜାରରେ ଏହାର ନୂଆ ବିଳାସପୂର୍ଣ୍ଣ ଯାନ ଏଫ୍‌-ପେସ୍‌ର ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଯାନରେ ନୂତନ ବାହ୍ୟ ଡିଜାଇନିଂ, ଅଲ୍ ନିୟୁ ଇଂଟରିୟର, ଲାଟେଷ୍ଟ୍ ଜେନେରେଶନ୍ ପିଭି ପ୍ରୋ ଇନଫୋଟେନ୍‌ମେଂଟ୍ ଆଦି ବୈଶିଷ୍ଟ୍ୟ ରହିଛି ।…
Read More...

ଛୋଟପିଲା, ଯୁବବର୍ଗଙ୍କ ଉପରେ କରୋନା ପ୍ରଭାବ। ସତର୍କ ରୁହନ୍ତୁ।

ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏପରିସ୍ଥଳେ ବିଶେଷଜ୍ଞଙ୍କ ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି। ଛୋଟପିଲା, ଯୁବବର୍ଗ ଏବଂ ଗର୍ଭବତୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। କରୋନା ମାର୍ଗଦର୍ଶିକା ପାଳନ ସହିତ ମାସ୍କ୍‌ ପିନ୍ଧିବା ଏବଂ…
Read More...

କଡାକଡି ହେବ ନାଇଟ୍ କର୍ଫ୍ୟୁ।

ଭୁବନେଶ୍ୱର,୭।୪(ବ୍ୟୁରୋ): ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଆହୁରି କଡ଼ାକଡ଼ି ହେବ। ବର୍ତ୍ତମାନ ୧୦ଟି ଜିଲାରେ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ କରାଯାଉଛି। ଏନେଇ ଜିଲାପାଳ ଏବଂ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ…
Read More...

ବନ୍ଦ ହେଲା ନବମ ଓ ଏକାଦଶ ଶ୍ରେଣୀ ସ୍କୁଲ ପାଠପଢ଼ା।

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି କ୍ରମରେ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ କରିବାକୁ ସ୍ଥିର କରିଛନ୍ତି। କରୋନା ସଂକ୍ରମଣ ସ୍ଥିତିକୁ ଦେଖି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା କାଲିଠାରୁ ଏହି ନିଷ୍ପତ୍ତି ଲାଗୁ ହେବ। ସମସ୍ତ ସରକାରୀ,…
Read More...

ବିଦ୍ୟୁତ ଶୁଳ୍କ ବୃଦ୍ଧି ବିରୁଦ୍ଧରେ କ°ଗ୍ରେସର ଧାରଣା।

ଭୁବନେଶ୍ୱର, ୭ା୪(ବ୍ୟୁରୋ): ଓଡିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ କଂଗ୍ରେସ କର୍ମୀମାନେ ଓଇଆର୍‌ସି କାର୍ଯ୍ୟାଳୟର ଗେଟ୍‌…
Read More...

ବଦଳିବେ ପୋଲିସ ଡିଜିପି।

ଭୁବନେଶ୍ୱର,୭।୪(ବ୍ୟୁରୋ): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଦାୟିତ୍ୱରୁ ୧୯୮୬ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଅଭୟ ଖୁବ୍‌ଶୀଘ୍ର ହଟିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଆସନ୍ତା ଡିସେମ୍ବରରେ ଅଭୟଙ୍କ ଚାକିରି କାର୍ଯ୍ୟକାଳ ସମାପ୍ତ ହେଉଛି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ…
Read More...

ବଜାରରେ ଏବେ ପୁଣି ପ୍ଲାଷ୍ଟିକ ଅଣ୍ଡା।

ନବରଙ୍ଗପୁର : କିଛି ଦିନର ବ୍ୟବଧାନ ପରେ ବଜାରରେ ପୁଣି ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଖାଉଟି ଏବେ ଚିନ୍ତାରେ ଖାଉଟି। ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହରରେ । ପ୍ରାୟତଃ ସମସ୍ତଙ୍କ ଘରର ଛୁଆଙ୍କ ପ୍ରଥମ  ପସନ୍ଦ ଅଣ୍ଡା ଏବଂ…
Read More...

ଶବ ବ୍ୟବଚ୍ଛେଦ ବେଳେ ମସ୍ତିଷ୍କରୁ କିପରି ମିଳେ ତଥ୍ୟ ଜାଣନ୍ତୁ।

ଓ୍ବାଶିଂଟନ, : ମୃତ୍ୟୁ ଘଟିବାର ବହୁଘଣ୍ଟା ପରେ ବି ମସ୍ତିଷ୍କରେ କେତେକ ଜିନ୍‌ ସକ୍ରିୟ ରହିଥାନ୍ତି। ହୃଦ୍‌ସ୍ପନ୍ଦନ ବନ୍ଦ ହେବା ସହିତ ମସ୍ତିଷ୍କ ମଧ୍ୟ କାମ କରିବା ବନ୍ଦ କରିଦେଇଥାଏ। ତେବେ ମସ୍ତିଷ୍କର କ୍ରିୟାଶୀଳତା ଲୋପ ପାଇବା ପରେ କେତେକ ଜିନ୍‌ ହଠାତ୍‌ ଅଧିକ ସକ୍ରିୟ ହୋଇ ଉଠିଥାନ୍ତି।…
Read More...

କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ।

ଭୁବନେଶ୍ୱର,୬।୪(ବ୍ୟୁରୋ): ଛତିଶଗଡ ସୀମାକୁ ଲାଗିଥିବା ଜିଲାଗୁଡିକରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ବଢିବାରେ ଲାଗିଛି। କୋଭିଡ୍‌ ପଜିଟିଭ୍‌ ମାମଲା ବଢୁଥିବା ପଶ୍ଚିମ ଓଡିଶା ଜିଲାଗୁଡିକୁ ନିୟମିତ ପରିଦର୍ଶନ କରି ତୃଣମୂଳ ସ୍ତରରେ ସ୍ଥିତିକୁ ଦେଖି ଜରୁରୀ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ…
Read More...