banner
Breaking
Monthly Archives

December 2021

ଚଢା ଦରରେ ବିକ୍ରି ହେଉଛି ମଦ, ଏସଓପି ମାନୁ ନାହାନ୍ତି ଦୋକାନୀ

ଖୋର୍ଦ୍ଧା,୨୪ା୧୨: ଖୋର୍ଦ୍ଧା ଜିଲାରେ ମଦ ବିକ୍ରେତା ମାନୁନାହାନ୍ତି ଅବକାରୀ ବିଭାଗର ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରେସିଡିଓର (ଏସ୍‌ଓପି)। ଧାର୍ଯ୍ୟ ଦରଠାରୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଦୋକାନ ଆଗରେ କୌଣସି ଦର ତାଲିକା ଝୁଲା ଯାଉନାହିଁ। ଗ୍ରାହକ ବିଲ୍‌ ମାଗିଲେ ଦିଆଯାଉନାହିଁ। ଜଟଣୀ…
Read More...

ଆଳି ଥାନା ଅଧିକାରୀ ଓ ଏସଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ

ଆଳି,୨୪ା୧୨(ବ୍ୟୁରୋ): ଆଳି ଥାନା ଅଞ୍ଚଳର ୨ ସାମ୍ବାଦିକଙ୍କୁ ପୋଲିସ ଗିରଫ ଘଟଣାରେ ଆଇଆଇସି, ଏସ୍‌ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ହାଇକୋର୍ଟ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୮ରେ ଆଳି ଅଞ୍ଚଳର ଶୁଭାଶିଷ ଷଡଙ୍ଗୀ ଓ ସାମ୍ବାଦିକ ଦୁଷ୍ମନ୍ତ…
Read More...

ରାଜ୍ୟରେ ୧୧,୪୦୩ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ରାଜ୍ୟର ସରକାରୀ ହାଇସ୍କୁଲଗୁଡ଼ିକରେ ଖୁବ୍‌ଶୀଘ୍ର ୧୧ ହଜାର ୪୦୩ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏଥିଲାଗି ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି। ନିକଟରେ ୬,୧୩୧ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ଏକକାଳୀନ…
Read More...

ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ସ°ଖ୍ୟା ବଢି ଚାଲିଛି।

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ):ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ବେପରୁଆ ଗାଡ଼ିଚାଳନା ବହୁ ମୂଲ୍ୟବାନ୍‌ ଜୀବନକୁ ଉଜାଡ଼ି ଦେଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟରେ ଦୁର୍ଘଟଣା ହାର ହ୍ରାସରେ ବ୍ରେକ୍‌ ଲାଗି ପାରୁ ନାହିଁ। ଯାହାକି ଚିନ୍ତାର କାରଣ…
Read More...

ନୂଆ ବର୍ଷରୁ ଏହି ଚାରିଟି ରାଶିର ଲୋକଙ୍କ ଭାଗ୍ୟ ବଦଳିଯିବ

ଆସୁଛି ନୂଆବର୍ଷ। ଏହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା। ଆଜି ଆମେ ଆପଣଙ୍କୁ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନୂତନ ବର୍ଷ କିଭଳି ରହିବ, କାହାକୁ କାହାକୁ ଶୁଭଫଳ ପ୍ରଦାନ କରିବ ସେ ନେଇ କହିବାକୁ ଯାଉଛୁ। ଜାଣନ୍ତୁ… ମେଷ ରାଶି: ଆର୍ଥିକ ଦୃଷ୍ଟିକୋଣରୁ ଏହା ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ…
Read More...

୫୫ ଟି ବସ ଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୧୨(ବ୍ୟୁରୋ): ସ୍ମାର୍ଟ ହେବ ରାଜ୍ୟର ସବୁ ବସଷ୍ଟାଣ୍ଡ। ରାଜ୍ୟର ପ୍ରତି ଗାଁକୁ ଗଡ଼ିବ ବସ । ଗ୍ରାମଞ୍ଚଳକୁ ସହଜ ହେବ ବସସେବା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୨୨ଟି ଜିଲାର ୫୫ଟି ବସ୍ ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏସବୁ…
Read More...

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ଶିକ୍ଷକ ନିଯୁକ୍ତି ପାଇଁ ଏହି ବଡ଼ ପଦକ୍ଷେପ ନିଆଯାଇଛି । ରାଜ୍ୟରେ  ଆଉ ୧୧ ହଜାର ୪୦୩ ଶିକ୍ଷକ ପଦବୀ ପୂରଣ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏପ୍ରିଲ…
Read More...

ଖୁସି ଖବର ଆସିଲା ଓମିକ୍ରନ୍ ଔଷଧ

ଓ୍ବାଶିଂଟନ,୨୩ା୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବିଶ୍ୱବ୍ୟାପୀ ଚିନ୍ତାର ବିଷୟ। ବ୍ରିଟେନ, ଆମେରିକା, ଇସ୍ରାଏଲ ସମେତ ଅନେକ ଦେଶରେ ଓମିକ୍ରନ ମାମଲା ବୃଦ୍ଧି ପାଉଛି। ଭାରତରେ ମଧ୍ୟ କରୋନା ଭାରିଆଣ୍ଟ ଧୀରେ ଧୀରେ ମାଡ଼ିଲାଣି। ଏହି ସମୟ ମଧ୍ୟରେ ଆମେରିକାରୁ ଏକ ଖୁସି ଖବର ଆସିଛି।…
Read More...

ବଡଦିନ ଓ ନୂଆ ବର୍ଷରେ ଲାଗିଲା ରୋକ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚଛି। ଏହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ପର୍ବପର୍ବାଣୀ ପାଳନ ଓ ଲୋକ ଗହଳି ଉପରେ ବିଏମ୍‌ସିି କମିଶନର ସଞ୍ଜୟ ସିଂ କଟକଣା ଲଗାଇଛନ୍ତି। ସେ କହିଛନ୍ତି, କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ଖ୍ରୀଷ୍ଟମାସ ପାଳନ…
Read More...

ଶେଷରେ ହକରଙ୍କୁ ମିଳିଲା ହକ୍

ଭୁବନେଶ୍ବର,୨୩।୧୨(ବ୍ୟୁରୋ): ହକରଙ୍କୁ ମିଳିଲା ହକ୍‌ । ରାଜ୍ୟରେ ପଞ୍ଜୀକୃତ ହକରଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ସହାୟତାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ତଦନୁଯାୟୀ ପ୍ରତ୍ୟେକ ପଞ୍ଜିକୃତ ଖବରକାଗଜ ହକରଙ୍କୁ ୬ ହଜାର ଟଙ୍କା ଲେଖାଏ କୋଭିଡ ସହାୟତା ପ୍ରଦାନ କରାଯିବ।…
Read More...