banner
Breaking
Monthly Archives

October 2021

ନୂତନ ଢାଞ୍ଚାରେ ହେବ ନବମ ଶ୍ରେଣୀ ପରୀକ୍ଷା।

କଟକ ,୨୧।୧୦: ଚଳିତ ବର୍ଷ ନୂତନ ଢାଞ୍ଚାରେ ପରୀକ୍ଷା ଦେବେ ନବମ ଶ୍ରେଣୀ ଛାତ୍ରୀଛାତ୍ର। ନଭେମ୍ବର ୨୨ରୁ ନବମ ଶ୍ରେଣୀର ସମେଟିଭ୍‌-୧ ପରୀକ୍ଷା ଆରମ୍ଭ ହେବ। ଏ ନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୨୨ରୁ ପରୀକ୍ଷା ଆରମ୍ଭ ହୋଇ ୨୪ର ଶେଷ…
Read More...

କାଲିଠାରୁ ଶିଶୁ ମାନଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ରାଜ୍ୟରେ ଶିଶୁମାନଙ୍କୁ କୋଭିଡ୍‌ ଟିକା ଦେବା ପାଇଁ ଶୁକ୍ରବାରଠାରୁ ପ୍ରସ୍ତୁତି ଆରମ୍ଭ ହେବ। ଗୁରୁବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଗୁରୁବାର ଦେଶରେ ଶହେ କୋଟି ଟିକାକରଣ…
Read More...

ମମିତା ହତ୍ୟାକାଣ୍ଡ ମାମଲାରେ ଥାନା ଆଇଆଇସି ନିଲମ୍ବିତ

କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ ପୁଲିସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ  କଳାହାଣ୍ଡି କେଗାଁ ଥାନା ଆଇଆଇସି ଡମୁ ପରଜାଙ୍କୁ ନିଲମ୍ବିତ କରାଯାଇଛି ।ସୂଚନା ଯୋଗ୍ୟ ଆଇଆଇସି ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ରଖି ନ ଥିଲେ।
Read More...

ହାଇକୋର୍ଟରେ ମହାଲିଙ୍ଗ ମମିତା ହତ୍ୟାକାଣ୍ଡ ମାମଲା

କଟକ : ମହାଲିଙ୍ଗ ସନ୍‍ସାଇନ୍‍ ଇଂଲିଶ ମିଡ଼ିୟମ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଓ ହତ୍ୟା ବିରୋଧରେ ଏକ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ରୁଜୁ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଜି ଉଚ୍ଚ ନ୍ୟାୟାଳୟଠାରେ ଦାଖଲ ହୋଇଥିବା ମାମଲାରେ ଦର୍ଶାଯାଇଛି ଯେ ମମିତା ନିଖୋଜ ହେବାର ୩ ଦିନ…
Read More...

ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ଜିମିନ।

କଟକ ,୨୧।୧୦: ଖୋର୍ଦ୍ଧା ବାଲୁଗାଁ ଭାଜପା ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଜେଲ ଯାଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଶେଷରେ ମିଳିଛି ଜାମିନ। ହାଇକୋର୍ଟଙ୍କ ପକ୍ଷରୁ ଗୁରୁବାର ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ଏଥିସହ ସାକ୍ଷୀଙ୍କୁ ପ୍ରଭାବିତ ନ…
Read More...

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିପାବଳୀ ଭେଟି। ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୧।୧୦: ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଦୀପାବଳି ଉପହାର ସ୍ବରୂପ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ହେଉଛି କେନ୍ଦ୍ରୀୟ କର୍ମଚାରୀମାନେ ବର୍ତ୍ତମାନ ୩୧ ପ୍ରତିଶତ…
Read More...

ତାମିଲନାଡୁ ଭାରତ ନିବାସ ପ୍ରତିଷ୍ଠା ଦିବସରେ ଆକର୍ଷଣ ସାଜିବ ଓଡିଶୀ ନୃତ୍ୟ – ଗୋଟିଏ ସ୍ଥାନରେ ଦେଖିବେ ୭୨…

ଭୁବନେଶ୍ୱର,୨୦ ।୧୦(ବ୍ୟୁରୋ) ତାମିଲନାଡୁ ଅରଭିଲେ ଇଣ୍ଟରନ୍ୟାସନାଲ ଟାଉନସିପ୍ ପରିସରରେ ଆସନ୍ତା ୨୨ ତାରିଖରେ ଭାରତ ନିବାସର ୫୦ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ୭୨ ଦେଶର ଶ୍ରଦ୍ଧାଳୁ ରହୁଥିବା ଏହି ଟାଉନସିପରେ ପାଳିତ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ…
Read More...

ଆଇଏଏସ ସ୍ତରରେ ଛୋଟ ଅଦଳବଦଳ।

ଭୁବନେଶ୍ବର,୧୬/୧୦(ବ୍ୟୁରୋ) : ରାଜ୍ୟ ସରକାର ଶନିବାର ବରିଷ୍ଠ ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓଏଫଡିସି ଅଧ୍ୟକ୍ଷ ନିଯୁକ୍ତି କଦିଅଯାଇଛି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ସେପ୍ଟେମ୍ବର ୧୪ରୁ…
Read More...

ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଉପରୁ ହଟିଛି ପରଦା।

ଭୁବନେଶ୍ଵର, ୧୬/୧୦ : ବହୁ ଚର୍ଚ୍ଚିତ ମନିଷ ଅନୁରାଗ ମୃତ୍ୟୁ ରହସ୍ୟ ଉପରୁ ହଟିଛି ପରଦା। ମନିଷ ଅନୁରାଗଙ୍କ ମୃତ୍ୟୁ ସମ୍ପର୍କରେ ପ୍ରେସ୍‌ମିଟ୍ କରି ବିସ୍ତୃତ ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ। ସେ କହିଛନ୍ତି ଯେ, ହୋଟେଲରେ ବିଲ୍ ପେମେଣ୍ଟକୁ ନେଇ ମନିଷ ଓ…
Read More...

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ।

ଭୁବନେଶ୍ୱର,୧୬/୧୦(ଓଡ଼ିଆ ନ୍ୟୁଜ): ଓଡ଼ିଶାର ମହାନ ଜନନେତା, ଓଡିଶା ଶାସନର ଅପରାଜିତ ବାଦସାହ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ଜନ୍ମ ଦିନ । ୭୫ ବର୍ଷ ପୁରଣ କରି ଆଜି ୭୬ ବର୍ଷରେ ପଦାର୍ପଣ କରିଛନ୍ତି ନବୀନ। ତେବେ କୋଭିଡ-୧୯ ମହାମାରୀ କାରଣରୁ ମୁଖ୍ୟମନ୍ତ୍ରୀ…
Read More...