banner
Breaking

ମମିତା ହତ୍ୟାକାଣ୍ଡ ମାମଲାରେ ଥାନା ଆଇଆଇସି ନିଲମ୍ବିତ

0

କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ ପୁଲିସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ  କଳାହାଣ୍ଡି କେଗାଁ ଥାନା ଆଇଆଇସି ଡମୁ ପରଜାଙ୍କୁ ନିଲମ୍ବିତ କରାଯାଇଛି ।ସୂଚନା ଯୋଗ୍ୟ ଆଇଆଇସି ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ରଖି ନ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.