banner
Breaking
Monthly Archives

October 2021

ଫେରିଗଲା ମୌସୁମୀ।

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ସାରା ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶନିବାର ବିଦାୟ ନେଇଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ଠିକ୍‌ ସମୟରେ ଅର୍ଥାତ୍‌ ଜୁନ୍‌ ୧ରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ୭ଦିନ ବିଳମ୍ବରେ ମୌସୁମୀ…
Read More...

ଅଫଲାଇନରେ ହେବ ଦଶମ ଦ୍ବାଦଶ ପରୀକ୍ଷା।

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): କାଉନସିଲ୍‌ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍‌ସ(ସିଆଇଏସ୍‌ସିଇ) ପରିଚାଳିତ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ଟର୍ମ-୧ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ। ଏ ନେଇ ଶନିବାର ସିଆଇଏସ୍‌ସିଇ ପକ୍ଷରୁ ଘୋଷଣା କରାଯାଇଛି। ଏଥି ସହିତ ପରୀକ୍ଷା…
Read More...

ଭ୍ୟାକ୍ସିନ୍ ନିର୍ମାତାଙ୍କ ସହିତ କଥାହେଲେ ମୋଦି।

ନୂଆଦିଲ୍ଲୀ,୨୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୭ ଭ୍ୟାକ୍ସିନ ନିର୍ମାତାଙ୍କ ସହ କଥା ହୋଇଛନ୍ତି । ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ଏସ୍‌ଆଇଆଇ)ର ସିଇଓ ଅଦର ପୁନାୱାଲା ବି ଉପସ୍ଥିତ ରହିଛନ୍ତି । ଏହାସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓ ମିନିଷ୍ଟ୍ରି…
Read More...

ଅଭ୍ୟାସ ର ସଫଳ ପରୀକ୍ଷଣ।

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ର ସଫଳ ପରୀକ୍ଷଣ ହୋଇଛି। ଏ ନେଇ ଡିଆରଡିଓକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ବିଭାଗକୁ ଅଧିକ ସୁଦୃଢ଼ କରିବ ବୋଲି…
Read More...

ତାମିଲନାଡୁରେ ଓଡିଶୀ ନୃତ୍ୟ ଦେଖିଲେ ୭୨ ଦେଶର ଲୋକ -ଭାରତ ନିବାସର ୫୦ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର ,୨୨ ।୧୦(ସମିସ) ତାମିଲନାଡୁ ଅରଭିଲେ ଇଣ୍ଟରନ୍ୟାସନାଲ ଟାଉନସିପ୍ ପରିସରରେ ଭାରତ ନିବାସର ୫୦ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଅରବିନ୍ଦ ସଭାଗୃହରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିଥିଲା ଓଡିଶୀ ନୃତ୍ୟ । ଜଗତର ନାଥ ଜଗନ୍ନାଥଙ୍କ ବନ୍ଦନା ପୂର୍ବକ…
Read More...

ମୟୂରଭଞ୍ଜରେ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ।

ଜିଲ୍ଲାର ୨୧ ଲକ୍ଷ ୪୦ ହଜାର ପାଇବେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ହେଉଛି ବିପଦ ସମୟରେ ଶ୍ରେଷ୍ଠ ବନ୍ଧୁ ମୟୁରଭଞ୍ଜରେ ୨୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ମୟୁରଭଞ୍ଜର ସବୁ ପରିବାରକୁ ପାଇପ ପାଣି ଯୋଗାଇ…
Read More...

ବାରବାଟୀରେ ହେବ ସବୁବର୍ଷ ଆଇପିଏଲ ମ୍ୟାଚ।

କଟକ,୨୨/୧୦ : ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସିର ଖବର। କଟକର ବାରବାଟୀ ଷ୍ଟାଡିୟମ୍‌ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)ର ଏକ ସ୍ଥାୟୀ ଆୟୋଜକ ହେବାର ସମ୍ଭାବନା ଉଜ୍ଜ୍ବଳ ହୋଇଛି। ୨୦୨୨ରୁ ଆଇପିଏଲ୍‌ରେ ଆଉ ୨ଟି ନୂଆ ଦଳ ସାମିଲ ହେବେ। ଫଳରେ ବର୍ତ୍ତମାନ ଖେଳୁଥିବା ୮ଟି ଦଳ ବଦଳରେ…
Read More...

ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ ଟିକା।

ଭୁବନେଶ୍ବର,୨୨/୧୦(ବ୍ୟୁରୋ) : ରାଜ୍ୟରେ ବିନା ଛୁଞ୍ଚିରେ ଶିଶୁଙ୍କୁ ଟିକା ଦିଆଯିବ। ଯେହେତୁ ପିଲାମାନେ ଇଞ୍ଜେକସନକୁ ଟିକେ ଡରନ୍ତି, ତେଣୁ ସେମାନଙ୍କୁ ଫର୍ମା ଡେପଥ୍ ଟେକ୍ନୋଲୋଜି  (Pharma Depth Technology) ମାଧ୍ୟମରେ ଟିକା ଦିଆଯିବ। ଶୁକ୍ରବାର ଠାରୁ ୨ ରୁ ୧୮ ବର୍ଷ ପିଲାଙ୍କୁ କରୋନା…
Read More...

ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି।

ଭୁବନେଶ୍ୱର,୨୨/୧୦(ବ୍ୟୁରୋ) ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ଧାର୍ଯ୍ୟ ସମୟମୀମା ମଧ୍ୟରେ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢ଼ୀ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି। ଗୁରୁବାର…
Read More...

ହଟିଲା ପାର୍ବଣ କଟକଣା।

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ଗୁରୁବାରଠାରୁ ଟ୍ବିନ୍‌ ସିଟିରୁ ହଟିଲା ପାର୍ବଣ କଟକଣା। ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଗତ ୧୧ ତାରିଖରୁ ୨୦ ପର୍ଯ୍ୟନ୍ତ କଟକଣା ଲଗାଯାଇଥିଲା। ଏହାର ବୁଧବାର ଥିଲା ଶେଷ ଦିନ। ଏଣୁ ଆଜିଠାରୁ ଭୁବନେଶ୍ୱର ଏବଂ କଟକରେ ରାତି ୮ଟା ପରେ ବି ଦୋକାନ ବଜାର ଖୋଲା…
Read More...