banner
Breaking

ହଟିଲା ପାର୍ବଣ କଟକଣା।

0

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ଗୁରୁବାରଠାରୁ ଟ୍ବିନ୍‌ ସିଟିରୁ ହଟିଲା ପାର୍ବଣ କଟକଣା। ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଗତ ୧୧ ତାରିଖରୁ ୨୦ ପର୍ଯ୍ୟନ୍ତ କଟକଣା ଲଗାଯାଇଥିଲା। ଏହାର ବୁଧବାର ଥିଲା ଶେଷ ଦିନ। ଏଣୁ ଆଜିଠାରୁ ଭୁବନେଶ୍ୱର ଏବଂ କଟକରେ ରାତି ୮ଟା ପରେ ବି ଦୋକାନ ବଜାର ଖୋଲା ରହିପାରିବ।

ପ୍ରକାଶ ଯେ, ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇଥିଲେ ହେଁ ମହାମାରୀ ଭୟ ସମ୍ପୂର୍ଣ୍ଣ ଭାବେ ଯାଇନାହିଁ। ପାର୍ବଣକୁ ନେଇ ବିଭିନ୍ନ ସ୍ଥାନରେ ଜନଗହଳୀ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣାମାନ ଲଗାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.