banner
Breaking
Monthly Archives

October 2021

ଆଇପିଏଲରେ ସାମିଲ ହେଲେ ଦୁଇଟି ନୂଆ ଦଳ।

ନୂଆଦିଲ୍ଲୀ,୨୫।୧୦: ଆଗାମୀ ସିଜନରୁ ଆଇପିଏଲ ପରିବାରରେ ସାମିଲ ହୋଇଛନ୍ତି ଲକ୍ଷ୍ନୌ ଓ ଅହମ୍ମଦାବାଦ ଦୁଇଟି ନୂଆ ଫ୍ରାଞ୍ଚାଇଜ। ଆରପିଏସ୍‌ଜି ଗ୍ରୁପ୍‌ ଓ ଅନ୍ତର୍ଜାତୀୟ ଇନଭେଷ୍ଟମେଣ୍ଟ ଫାର୍ମ ସିଭିସି କ୍ୟାପିଟାଲ ଆଇପିଏଲର ନୂଆ ଫ୍ରାଞ୍ଚାଇଜର ମାଲିକାନା ହାସଲ କରିଛନ୍ତି। ଆରପିଏସ୍‌ଜି ଗ୍ରୁପ୍‌…
Read More...

କରୋନା ମୃତକ କିଟ୍‍ କର୍ମଚାରୀଙ୍କ ପରିବାରକୁ କିଟ୍‍ର ସହାୟତା

ଭୁବନେଶ୍ୱର,୨୫ ।୧୦(ଓଡ଼ିଆ ନ୍ୟୁଜ) : କିଟ୍‍ ଓ କିସ୍‍ ପକ୍ଷରୁ ଏହାର କର୍ମଚାରୀଙ୍କ କଲ୍ୟାଣ ସକାଶେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ସମୟକୁ ସମୟ ବିଭିନ୍ନ ଯୋଜନା ହାତକୁ ନିଆଯାଇଥାଏ। ଇତି ମଧ୍ୟରେ ସମଗ୍ର ବିଶ୍ୱରେ କରୋନାର କରାଳ ଛାୟା ଘୋଟି ଯାଇଥିବା ବେଳେ ଏଥିରେ ବାଦ୍‍…
Read More...

ରାଜଧାନୀରୁ ସେକ୍ସ ରାକେଟ ଠାବ।

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ବାହାରେ ଲାଗିଥିଲା କନସଲଟାନ୍ସି ସେଣ୍ଟରର ବୋର୍ଡ। ହେଲେ ଭିତରେ ଚାଲିଥିଲା ସେକ୍ସ ରାକେଟ । ଏଭଳି ଏକ ଘଟଣା ଘଟିଛି ରାଜଧାନୀର ଜନଗହଳିପୂର୍ଣ୍ଣ ମଞ୍ଚେଶ୍ୱର ସତ୍ୟ ବିହାର ଅଞ୍ଚଳରେ । ଜଣେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଉକ୍ତ ସେଣ୍ଟରର ମାଲିକ ଲକ୍ଷ୍ମୀନାରାୟଣ…
Read More...

ପୌର ନିର୍ବାଚନ ପାଇଁ ସଜବାଜ।

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଆଗାମୀ ୯ ତାରିଖରୁ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ସଂରକ୍ଷଣ ଓ ସୀମା ନର୍ଦ୍ଧାରଣ ନେଇ ନଭେମ୍ବର ୯ ତାରିଖରୁ ମତାମତ ଗ୍ରହଣ କରାଯିବ। ମତାମତ ଦଖଲର ଶେଷ ଦିନ ନଭେମ୍ବର ୧୮। ନଭେମ୍ବର ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ବିଜ୍ଞପ୍ତି…
Read More...

ଦୀପାବଳିରେ ଫୁଟିବନି ବାଣ।

କଟକ,୨୫।୧୦: ଦୀପାବଳିରେ ଗ୍ରୀନ କ୍ରାକର ବିକ୍ରି ଅନୁମତି ଦେବାକୁ ଆବେଦନ ହୋଇଥିଲା ଯାହାକୁ ସୋମବାର ହାଇକୋର୍ଟ ଖାରଜ କରିଛନ୍ତି। ଅଲ ଓଡିଶା ଫାୟାର ୱାର୍କର୍ସ ଡିଲର୍ସ ଆସୋସିଏଶନର ପକ୍ଷରୁ ଏହି ଆବେଦନ ହୋଇଥିଲା। ସେପ୍ଟେମ୍ବର ୩୦ରେ ରାଜ୍ୟ ସରକାର ଦୀପାବଳିରେ ବାଣଫୁଟା ଓ ବିକ୍ରି ମାମଲା…
Read More...

ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ପୁରସ୍କାର।

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ସୋମବାର ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ରଜନୀକାନ୍ତଙ୍କୁ ପୁରସ୍କାର…
Read More...

ଭାରତର ବୃହତ ପରାଜୟ। ୧୦ ୱିକେଟରେ ଜିତିଲା ପାକିସ୍ତାନ।

ଦୁବାଇ୨୫/୧୦(ବ୍ୟୁରୋ) : ‌ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ କ୍ରମାଗତ ୧୨ଟି ମ୍ୟାଚ୍‌ ଜିତିବା ପରେ ଭାରତୀୟ ଦଳ ୧୩ଶ ମ୍ୟାଚ୍‌ରେ ପ୍ରଥମ ପରାଜୟ ଭୋଗିଛି । ଚଳିତ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ସବୁ ଆକଳନ ଓ ପୂର୍ବ ରେକର୍ଡକୁ ଭୁଲ୍‌ ପ୍ରମାଣିତ କରି ଭାରତକୁ ୧୦ ୱିକେଟରେ ପାକିସ୍ତାନ ପରାସ୍ତ…
Read More...

ଋତୁପୂର୍ଣ୍ଣା ପାଇବେ ଏକଲବ୍ୟ ପୁରସ୍କାର।

ଭୁବନେଶ୍ୱର,୨୪।୧୦: ବ୍ୟାଡମିଣ୍ଟନ ଷ୍ଟାର ଖେଳାଳି ଋତୁୁପର୍ଣ୍ଣା ପଣ୍ଡା ଚଳିତବର୍ଷ ଏକଲବ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ପୁରସ୍କାର ବାବଦରେ ତାଙ୍କୁ ୫ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଏ ନେଇ ରବିବାର ଏକଲବ୍ୟ ପୁରସ୍କାର ଜୁରୀ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ…
Read More...

ଜଗନ୍ନାଥ ସ°ସ୍କୃତିକୁ ଲୋକାଦୃତ କରିବାରେ ସାହିତ୍ୟର ପ୍ରମୁଖ ଭୂମିକା ରହିଛି। – ‘ପ୍ରତିଶ୍ରୁତି’ର…

ଭୁବନେଶ୍ୱର,୨୪/୧୦ ଜଗତର ନାଥ ଜଗନ୍ନାଥ ଓଡ଼ିଶାର ଗର୍ବ ଓ ଗୌରବ। ଜଗନ୍ନାଥଙ୍କ ପାଇଁ ଓଡିଶା ଆଜି ସାରା ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ପାଇପାରିଛି। ଲିଳାମୟଙ୍କ ଗୁପ୍ତ ଲିଳା ବିଶ୍ବବାସୀଙ୍କୁ ଆକର୍ଷିତ କରିଛି। ମହାପ୍ରଭୁଙ୍କ ଅଲୌକିକ ମାହାତ୍ମ୍ୟକୁ ପ୍ରଚାର ପ୍ରସାର କରିବାରେ ସାହିତ୍ୟର…
Read More...

ପ୍ରସନ୍ନ ବେହେରା ନିଲମ୍ବିତ।

ଭୁବନେଶ୍ୱ,୨୪।୧୦(ବ୍ୟୁରୋ): ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ରବିବାର କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ପ୍ରସନ୍ନଙ୍କ ନାମରେ ୫ଟି ଫୌଜଦାରୀ ମାମଲା ରହିଛି। ଏପରି କି କୋଭିଡ୍‌ ନିମୟ ଉଲ୍ଲଂଘନ କରି ପାତ୍ରପଡ଼ାସ୍ଥିତ ସାଉଥ ସିଟି ବାରକୁ ବିଳମ୍ବିତ ରାତି…
Read More...