banner
Breaking
Monthly Archives

May 2021

ଅତ୍ୟଧିକ ଷ୍ଟେରଏଡ ଦେବା ଫଳରେ ବଢୁଛି ବ୍ଲାକ ଫଙ୍ଗସ।

ନୂଆଦିଲ୍ଲୀ, ୧୫।୫: ବ୍ଲାକ୍‌ ଫଙ୍ଗସ୍‌ ରୋଗ ହଠାତ୍‌ ବଢ଼ିବା ସହ ଏହା ମୃତ୍ୟୁହାରକୁ ମଧ୍ୟ ବଢ଼ାଇ ଦେଇଛି। ଏହାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ କରୋନା ରୋଗୀଙ୍କୁ ଅତ୍ୟଧିକ ଷ୍ଟିରଏଡ୍‌ ଦେବା ବ୍ଲାକ୍‌ ଫଙ୍ଗସ୍‌ର ଅନ୍ୟତମ ମୁଖ୍ୟ କାରଣ ବୋଲି ଏମ୍ସ ମୁଖ୍ୟ ଡ. ରଣଦୀପ୍‌ ଗୁଲେରିଆ ଶନିବାର…
Read More...

ଗାଁ ଗାଁ ଘର ଘର ବୁଲି ପରୀକ୍ଷା କରିବାକୁ ପରାମର୍ଶ ଦେଲେ ମୋଦି।

ନୂଆଦିଲ୍ଲୀ, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ସମ୍ବଳ ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେବା ସହ ଘରକୁ ଘର ଯାଇ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି। ସ୍ଥାନୀୟ ସ୍ତରରେ ବିଶେଷ କରି ଅତ୍ୟଧିକ…
Read More...

ଟୁଇନ୍ ସିଟିରେ ଆରମ୍ଭ ହେଲା ଇ-ପରମିଶନ ବ୍ୟବସ୍ଥା।

ଭୁବନେଶ୍ୱର,୧୫।୫(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଟୁଇନ୍‌ ସିଟି ପାଇଁ କମିଶନରେଟ ପୋଲିସ ଇ-ପରମିଶନ ବ୍ୟବସ୍ଥା ଆରମ୍ଭ କରିଛି। ଏନେଇ ଇ-ଆପ୍ଲିକେଶନ ଆରମ୍ଭ କରିଛି କମିଶନରେଟ ପୋଲିସ। ଟୁଇନ୍‌ ସିଟିରେ କାର୍ଯ୍ୟରତ ଘରୋଇ କମ୍ପାନୀ କର୍ମଚାରୀଙ୍କ ପାସ ବ୍ୟବସ୍ଥା ପାଇଁ କମିଶନରେଟ ପୋଲିସ ପକ୍ଷରୁ…
Read More...

କରୋନା ମୁକାବିଲା ପାଇଁ ଗଠିତ ହେଲା ଉପଦେଷ୍ଟା କମିଟି।

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ୧୦ ଜିଲାରେ ସଂକ୍ରମଣ ହାର କମିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାମାତ୍ର ଶନିବାର ଅପରାହ୍ନରେ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି। ବିଶେଷକରି ଆରମ୍ଭରୁ ଅଧିକ ପ୍ରଭାବିତ ଥିବା ପଶ୍ଚିମ ଓଡ଼ିଶାର ୧୦…
Read More...

ରୋଗୀଙ୍କ ଅକ୍ସିଜେନ୍ ମାତ୍ରା ବଢାଇବା ପାଇଁ ଆସିଲା ନୂଆ ଉପାୟ।

ନୂଆଦିଲ୍ଲୀ,୧୫।୫:ସମ୍ପ୍ରତି ପୃଥିବୀରେ କରୋନା ଆକ୍ରାନ୍ତଙ୍କ ଗୁରୁତର ସ୍ଥିତି ନେଇ ସଙ୍କଟ ସୃଷ୍ଟି ହୋଇଛି। କରୋନା ଭୂତାଣୁ ଫୁସ୍‌ଫୁସ୍‌କୁ ସଂକ୍ରମିତ କରୁଥିବାରୁ ଆକ୍ରାନ୍ତଙ୍କ ସ୍ବାଭାବିକ ନିଶ୍ୱାସ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି। କେତେକଙ୍କୁ ଭେଣ୍ଟିଲେଟରରେ ରଖାଯାଉଛି। କିଛି ଦେଶରେ…
Read More...

୨୧୦ ପୋଲିସ କର୍ମଚାରୀ କରୋନା ସ°କ୍ରମିତ।

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି। ସବୁଠୁ ବଡ଼ କଥା ହେଲା ଟୁଇନ୍‌ ସିଟି ଅର୍ଥାତ୍‌ କଟକ ଓ ଭୁବନେଶର ପୋଲିସ ଶିବିରରେ ମଧ୍ୟ କରୋନା ପ୍ରବେଶ କରିଛି। କମିଶନରେଟ୍‌ ପୋଲିସର ୨୧୦ରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି।…
Read More...

ରାଜଧାନୀରେ ଖୋଲିଲା ଅକ୍ସିଜେନ୍ ବ୍ୟାଙ୍କ। ଦୁଇ ଘଣ୍ଟା ଭିତରେ ପହଞ୍ଚିବ ଲୋକଙ୍କ ଘରେ।

ନୂଆଦିଲ୍ଲୀ,୧୫।୫: କରୋନା ଆକ୍ରାନ୍ତଙ୍କ ଅକ୍ସିଜେନ୍‌ ଅଭାବ ପୂରଣ କରିବା ଲାଗି ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍‌ ବ୍ୟାଙ୍କ ଶନିବାରଠାରୁ ଆରମ୍ଭ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସରକାର ପକ୍ଷରୁ ସୂଚନା ଦିଆଯାଇଛି। ଘରେ କ୍ୱାରାଣ୍ଟାଇନ୍‌ରେ ଥିବା ଆକ୍ରାନ୍ତଙ୍କୁ…
Read More...

କରୋନାରେ ଚାଲିଗଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ।

କୋଲକାତା,୧୫।୫: କରୋନାରେ ଆକ୍ରାନ୍ତ ହୋଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସିମ ବନ୍ଦୋପାଧ୍ୟାୟଙ୍କ ମୃତ୍ୟୁ ଘଟିଛି। ଗତ ଏକମାସ ଧରି ସେ କରୋନାରେ ଆକ୍ରାନ୍ତ ହୋଇ ମେଡ଼ିକୋ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର ସକାଳେ ତାଙ୍କର ମୃତ୍ୟୁ…
Read More...

ଅଗ୍ନିଶମ ଡିଜି ବୁଲି ଦେଖିଲେ କୋଭିଡ୍ ହସ୍ପିଟାଲ।

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଅଗ୍ନିଶମ ଡିଜି ଏମ୍‌ ଅକ୍ଷୟ ଶୁକ୍ରବାର କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀରେ ଥିବା ସମସ୍ତ କୋଭିଡ଼ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ବିଭାଗର ଅନ୍ୟ ଅଧିକାରୀଙ୍କ ସହ ବିଭିନ୍ନ ହସ୍ପିଟାଲକୁ ଯାଇ ନିୟୋଜିତ ଅଗ୍ନିଶମ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ହସ୍ପିଟାଲରେ…
Read More...

୧୨ ସପ୍ତାହ ପରେ ନେବେ କୋଭାସିଲଡର ଦ୍ବିତୀୟ ଡୋଜ।

ଭୁବନେଶ୍ୱର, ୧୫ା୫(ବ୍ୟୁରୋ): କରୋନା ଟିକା କୋଭିଶିଲ୍ଡର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ବ୍ୟବଧାନ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଏ ନେଇ ସାନି ଗାଇଡ୍‌ଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର…
Read More...