banner
Breaking
Monthly Archives

March 2021

ଅପ୍ରେଲ ୧ ରୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ଆରମ୍ଭ।

ନୂଆଦିଲ୍ଲୀ,୨୭/୩(ବ୍ୟୁରୋ):  ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ସକାଶେ ନାମ ଲେଖା ଏପ୍ରିଲ୍‍ ପହିଲାରୁ ଆରମ୍ଭ ହେବ। ଦ୍ୱିତୀୟ ଶ୍ରେଣୀରୁ ଅଧିକ ଶ୍ରେଣୀରେ ନାମ ପଞ୍ଜିକରଣ ପ୍ରକ୍ରିୟା ଏପ୍ରିଲ୍‍ ୮ ତାରିଖରେ ଆରମ୍ଭ ହେବ। ପ୍ରଥମ ଶ୍ରେଣୀ ପାଇଁ ପଞ୍ଜିକରଣ…
Read More...

ଆଜି ରାଜ୍ୟରେ ପୁଣି ୨୧୦ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୨୭/୩(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଆଜି ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୪ ଜଣ, ସ୍ଥାନୀୟ ୮୬ଜଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ ସ°ଖ୍ୟା ୩,୩୯,୯୦୪ରେ ପହଞ୍ଚିଛି। ୩,୩୬,୪୮୨ ସୁସ୍ଥ…
Read More...

ପଶ୍ଚିମବଙ୍ଗ ନିର୍ବାଚନରେ ଓଡିଶା ଭୋଟର।

ଭୋଗରାଇ,୨୭।୩(ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶଙ୍ଖାମେଦୀ ଗ୍ରାମର ୩୦୦ରୁ ଊର୍ଦ୍ଧ୍ୱ ଲୋକ ପଶ୍ଚିମବଙ୍ଗରେ ଭୋଟ ଦେଇଛନ୍ତି। ଏଥିସହ ଜଳେଶ୍ୱର ଓ ଭୋଗରାଇ ବ୍ଲକ ସୀମାନ୍ତ ଗାଁଗୁଡ଼ିକ ଦୈତ୍ୟ…
Read More...

ଟିଟିପିଏସ୍ ତୃତୀୟ ପର୍ଯ୍ୟାୟ ସ°ପ୍ରସାରଣକୁ ତ୍ବରାନ୍ବିତ କରାଯିବ।

ଭୁବନେଶ୍ୱର,୨୬।୩(ବ୍ୟୁରୋ): ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ର(ଟିଟିପିଏସ୍‌)ର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ତ୍ୱରାନ୍ବିତ କରାଯିବ। ଏହାସହ ଭବିଷ୍ୟତରେ ଏହି ପ୍ରକଳ୍ପ ବନ୍ଦ ହେବନାହିଁ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂହ ପ୍ରତିଶ୍ରୁତି ଦେଇଥିବା ଟୁଇଟ୍‌ କରି…
Read More...

ଅଲିମ୍ପିକ୍‍ କ୍ୱାଲିଫାଏର୍‍ କିଟ୍‍ ଛାତ୍ରୀ ଭବାନୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା । କିଟ୍‍ ମୋ ପାଇଁ ଶୁଭଙ୍କର:…

ଭୁବନେଶ୍ୱର,୨୫ ।୩(ଓଡ଼ିଆ ନ୍ୟୁଜ): ଟୋକିଓ ଅଲିମ୍ପିକ୍‍ ପାଇଁ ଅସିଚାଳନାରେ କ୍ୱାଲିଫାଏ କରିଥିବା କିଟ୍‍ ଛାତ୍ରୀ ସି ଏ ଭବାନୀ ଦେବୀଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଛି । ଅସି ଚାଳନାରେ ଅଲିମ୍ପିକ୍‍ କ୍ୱାଲିଫାଏ କରିବାରେ ଭବାନୀ ହେଉଛନ୍ତି ପ୍ରଥମ ଭାରତୀୟ ।…
Read More...

ସରିଲା ପ୍ରଚାର କାଲି ଅସଲି ଲଢେ଼ଇ।

କୋଲକାତା,୨୬ା୩:ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ହାଇଭୋଲ୍ଟେଜ ପ୍ରଚାର ଥମିଛି। ଏହି ପର୍ଯ୍ୟାୟରେ ଶନିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆସାମର ୪୭ ଓ ପଶ୍ଚିମବଙ୍ଗର ୩୦ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ…
Read More...

ରୁଦ୍ରପ୍ରତାପଙ୍କୁ ମିଳିଲା ବିଜେଡି ଟିକେଟ।

ପିପିଲି : ପିପିଲି ଉପନିର୍ବାଚନ ପାଇଁ  ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ବିଜେଡି ଦଳର ପ୍ରାର୍ଥୀ ଘୋଷଣା ହେବା ପରେ ସେ ପ୍ରତିକ୍ରୀୟାରେ କହିଛନ୍ତି ଯେ, ଅଞ୍ଚଳବାସୀଙ୍କ ଆର୍ଶୀବାଦ, ସ୍ନେହ, ଶ୍ରଦ୍ଧା ଓ ଭଲପାଇବାକୁ ପାଥେୟ କରି ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ଘରେ…
Read More...

କଳିଙ୍ଗ ଷ୍ଟୁଡିଓର ଭିତ୍ତିପ୍ରସ୍ତର ସ୍ଥାପନ କଲେ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସିନେମା ତଥା ମନୋରଞ୍ଜନ ଶିଳ୍ପକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଦେଶର ପୂର୍ବାଞ୍ଚଳରେ ସବୁଠୁ ଉତ୍କୃଷ୍ଟ ଓ ଅତ୍ୟାଧୁନିକ ଷ୍ଟୁଡିଓ ପାଲଟିବ କଳିଙ୍ଗ ଷ୍ଟୁଡିଓ। ଏହାର ପୁନଃବିକାଶ ପାଇଁ ସରକାର ପୂର୍ବରୁ ୨୦୦ କୋଟିର ପ୍ରକଳ୍ପ ଘୋଷଣା କରିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ…
Read More...

୬ ରାଜ୍ୟର ୬୭ ଖଣି ନିଲାମ ହେବ।

ଭୁବନେଶ୍ୱର,୨୬ା୩(ବ୍ୟୁରୋ):କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ୬ ରାଜ୍ୟର ୬୭ଟି କୋଇଲା ଖଣିକୁ ବ୍ୟବସାୟିକ ଉତ୍ପାଦନ ଲାଗି ନିଲାମ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶର ଉକ୍ତ କୋଇଲା…
Read More...

ବସ୍ତିରେ ରହୁଥିବା ଲୋକଙ୍କୁ ମିଳିବ ୩୦ ବର୍ଗ ମିଟର ଜାଗା।

ଭୁବନେଶ୍ୱର : ବସ୍ତିରେ ରହୁଥିବା ଲୋକମାନଙ୍କୁ ଅତିକମ୍‌ରେ ୩୦ ବର୍ଗମିଟର ଜମି ଉପରେ ଅଧିକାର ପ୍ରଦାନ କରାଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ବସ୍ତିବାସିନ୍ଦା ଭୂମି ଅଧିକାର ଅଧିନିୟମ-୨୦୧୭ର ଧାରା(୩), ଉପଧାରା(୨), ବିଭାଗ(କ) ଅନ୍ତର୍ଗତ ପ୍ରୋଭିଜନ ୨ରେ ସଂଶୋଧନ କରିଛନ୍ତି।…
Read More...