banner
Breaking
Monthly Archives

March 2021

ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ୫ଟି ବୁଝାମଣା ପତ୍ର ।

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତ ଅବସରରେ ଶନିବାର ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ୫ଟି ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ଏହା ପୂର୍ବରୁ ମୋଦି ଓ ତାଙ୍କ ବାଂଲାଦେଶ ପ୍ରତିପକ୍ଷ ଶେଖ୍‌ ହାସିନାଙ୍କ ମଧ୍ୟରେ…
Read More...

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରତିଭା ମହାରଥୀ।

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ପୁଅକୁ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଥିବାରୁ ମୁଁ ବହୁତ ଖୁସି। ଗଣମାଧ୍ୟମକୁ ଶନିବାର ଏଭଳି ବିବୃତ୍ତି ଦେଇଛନ୍ତି ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା। ସେ କହିଛନ୍ତି, ଆମ ପରିବାରକୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ…
Read More...

କାମ୍‌ସ ଚାରିଟିର ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ରଙ୍ଗ ବରଷେ । ଓଡ଼ିଶାର ଲୋକକଳାକୁ ବିଶ୍ବବିଦିତ କରିବାର ଅଭିନବ ପ୍ରୟାସ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ଆମେରିକାରେ ଥିବା ସ୍ୱେଚ୍ଛାସେବୀ ଓଡିଆ ଅନୁଷ୍ଠାନ କାମ୍‌ସ ଚାରିଟି ପକ୍ଷରୁ ବିଶ୍ୱସ୍ତରୀୟ ସଂଗୀତ କାର୍ଯ୍ୟକ୍ରମ ରଙ୍ଗ ବରଷେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । କାମ୍‌ସ ଚାରିଟିର ପ୍ରତିଷ୍ଠାତ୍ରୀ ଅପରାଜିତା ପରିଡା ସ୍ୱାଇଁ (ଜୁଲି) ଏହି ଐତିହାସିକ…
Read More...

ଏମଓୟୁ ଅନୁଯାଇ ଫୀ ଛାଡ଼ ଦlବୀରେ ଭେଙ୍କଟେଶ୍ୱର ସ୍କୁଲ ଆଗରେ ଅଭିଭାବକମାନଙ୍କ ଧାରଣା

ଭୁବନେଶ୍ୱର,୨୮/୩(ଓଡ଼ିଆ ନ୍ୟୁଜ): ମହାମାରୀ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦେଶରେ ଏମ ଓ ୟୁ ଅନୁଯାଇ ସମସ୍ତ ଘରୋଇ ସ୍କୁଲରେ ଫୀ ଛାଡ଼ କରି ଆଦାୟ କରିବା କଥା l ହେଲେ କେତେକ ସ୍କୁଲ ଏହି ନିର୍ଦେଶ କୁ ନ ମାନି ପିଲାମାନଙ୍କୁ ପାଠ ପଢ଼ା ଓ ପରୀକ୍ଷା ରୁ ବଞ୍ଚିତ କରିବା ଆଦି ଘଟଣା ସାମ୍ନାକୁ…
Read More...

ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ପ୍ରତିବାଦରେ କନ୍ଦରପୁର ଥାନାରେ ଉତ୍କଳ ବିକାଶ ପରିଷଦର ଦାବିପତ୍ର ।

କଟକ - କଟକ ସଦର କନ୍ଦରପୁର ଥାନା ଉପକଣ୍ଠ ନିମେଇଶାପୁର ଗ୍ରାମର ଦିବ୍ୟାଙ୍ଗ ନାବାଳିକାକୁ ସେହିଗ୍ରାମର ଅସାମାଜିକ ବ୍ୟକ୍ତି ବିଶେଷ ଦୁଷ୍କର୍ମ କରିବା ପ୍ରତିବାଦ ତଥା ଏହି ନିନ୍ଦନୀୟ କାର୍ଯ୍ୟକୁ ଦୃଢ ବିରୋଧ କରି ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) କନ୍ଦରପୁର ଥାନାରେ ଥାନା…
Read More...

ଭୁବନେଶ୍ୱର-କଟକରେ ଝଡ଼ ତୋଫାନ।

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଓ କଟକରେ ଶନିବାର ଅପରାହ୍ନରେ ହଠାତ୍‌ ଧୂଳି ଝଡ଼ ସାଙ୍ଗକୁ ବର୍ଷା ହୋଇଛି। ମଧ୍ୟାହ୍ନରେ ପ୍ରବଳ ଗୁଳଗୁଳି ଅନୁଭୂତ ହେଉଥିବା ବେଳେ ଅପରାହ୍ନରେ ଝଡ଼ତୋଫାନ ସାଙ୍ଗକୁ ବର୍ଷା ହୋଇଛି। ଏହି ଝଡ଼ତୋଫାନ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେବା ସହ…
Read More...

ଭୁବନେଶ୍ୱରରୁ ଆଜି ୫୦ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଭୁବନେଶ୍ୱରରେ କରୋନା ବଢ଼ିବାରେ ଲାଗିଛି। ଶନିବାର ରାଜଧାନୀ ଭୁବନେଶ୍ୱରରୁ ୫୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି।…
Read More...

ବିଦ୍ୟୁତ ବୃଦ୍ଧିକୁ ବିଜେପିର ବିରୋଧ।

ଭୁବନେଶ୍ୱର,୨୭/୩(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ସମୟରେ ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଦର ବଢିବା ଘଟଣାରେ ଦୃଢ ପ୍ରତିବାଦ କରିଛି ବିଜେପି। ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ପୂର୍ବରୁ ଅକ୍ଟୋବର ମାସରେ ୟୁନିଟ୍ ପିଛା ୨୦ ପଇସା ବୃଦ୍ଧି କରିଥିବା ବେଳେ ପୁଣି ଥରେ ଭୀଷଣ…
Read More...

ଯାତ୍ରୀମାନଙ୍କୁ ରଙ୍ଗ ନ ମାରିବାକୁ ରେଳ ବିଭାଗର ଅନୁରୋଧ।

ନୂଆଦିଲ୍ଲୀ,୨୭।୩: ଦେଶରେ କରୋନା ପ୍ରଭାବ ବଢ଼ିବାରେ ଲାଗିଛି। ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏକ ଅନୁରୋଧ କରାଯାଇଛି। ଦୟାକରି ଯାତ୍ରୀମାନଙ୍କ ଉପରକୁ କେହି ରଙ୍ଗ କିମ୍ବା ବେଲୁନ ପକାନ୍ତୁ ନାହିଁ। ଏହାଦ୍ୱାରା ସେମାନଙ୍କୁ ଆଘାତ ଲାଗିବ ବୋଲି ପଶ୍ଚିମ ରେଳ ବିଭାଗ…
Read More...

ବୃଦ୍ଧି ହେଲା ଵିଦ୍ୟୂତ ଦର । ଅପ୍ରେଲ ୪ ରୁ ଲାଗୁ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ବୃଦ୍ଧି ପାଇଛି ବିଦ୍ୟୁତ ଦର। ୨୦୨୧-୨୨ ପାଇଁ ଓଇଆର୍‌ସିଙ୍କ ପକ୍ଷରୁ ଦରଧାର୍ଯ୍ୟ କରାଯାଇଛି। ନୂଆଦର ଅନୁଯାୟୀ କିଲୋଓ୍ବାଟ୍‌ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯିବାକୁ ଓଇଆର୍‌ସି ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହିଭଳି ପ୍ରଥମ ୫୦ ୟୁନିଟ୍‌ ପାଇଁ…
Read More...