banner
Breaking
Monthly Archives

January 2021

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଦିନଟି ଖୁସିବାସିରେ କଟିଯିବ। ଜଣାଶୁଣା ବ୍ୟକ୍ତିଙ୍କ ନିକଟରୁ ସମ୍ମାନ ଓ ସଦିଛା ପାଇ ସବୁ ଦୁଃଖ ଭୁଲିଯିବେ। ଅର୍ଥ ପାଇବେ, କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ଅକୁହା କଥାକୁ ସହକର୍ମୀଙ୍କ ଆଗରେ ବଖାଣି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ଆନୁଷ୍ଠାନିକ କାମରେ ସହଯୋଗ, ସମ୍ମାନ…
Read More...

ବିଶ୍ୱଶାନ୍ତି ନିମନ୍ତେ ଦୟାନଦୀ ମହାଆରତୀ

ଭୁବନେଶ୍ୱର : ଭାରତୀୟ ସଂସ୍କୃତି ବିଶ୍ୱପାଇଁ ଆଲୋକର ବର୍ତ୍ତିକା । ଏହା ଭିତରେ ଉତ୍କଳୀୟ ସଂସ୍କୃତିର ପରମ୍ପରା ଓ ଇତିହାସ ବିଶ୍ୱବିଦିତ । ଆବାହମାନ କାଳରୁ ଭାରତୀୟ ସଂସ୍କୃତିରେ ନଦୀକୁ ‘ମା’ ସହିତ ତୁଳନା କରାଯାଇଛି । ପ୍ରତ୍ୟେକ ନଦୀର ଯେପରି ପୌରାଣିକ, ଐତିହାସିକ ତଥ୍ୟ ରହିଛି ସେହିପରି…
Read More...

ଖୋର୍ଦ୍ଧା ବିଏସଏନଏଲ କାର୍ଯ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ।

ଭୂବନେଶ୍ବର : ପବିତ୍ର ୭୨ ତମ ଗଣତନ୍ତ୍ର ଦିବସ ସ୍ଥାନୀୟ ଖୋର୍ଦ୍ଧା ସ୍ଥିତ ଭାରତ ସଞ୍ଚାର ନିଗମ ଲିଃ. ପରିସରରେ ପାଳିତ ହେଇ ଯାଇଛି । ଏହି ସମାରୋହରେ ସହାୟକ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଭାଗୀରଥି ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥି ଯୋଗଦେଇ କବି ତଥା ସାହିତ୍ଯିକ…
Read More...

କୃଷିଭିତ୍ତିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ମକର ବିଶେଷଣଙ୍କ ଲୋକାର୍ପିତ ।

କଟକ : କୃଷିକୁ ଓଡ଼ିଶାର ଜନସଂସ୍କୃତିର ଆଧାର ବୋଲି ବିବେଚନା କରାଯାଏ । ଚାଷ ନଥିଲେ ଜୀବ ନଥାନ୍ତା । ଓଡ଼ିଶା ସର୍ବଭାରତୀୟ ସ୍ତରରେ କୃଷିରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ କୃଷିକର୍ମଣ ପୁରସ୍କାରରେ ପୁରସ୍କୃତ । କୃଷିର ବିକାଶ,କୃଷକର ବିକାଶ ଏହି ସ୍ଲୋଗାନକୁ ନେଇ ୨୦୧୮ ଏପ୍ରିଲ ପ୍ରଥମ…
Read More...

ଦୁଇଟି ଚରିତ୍ରରେ ନଜର ଆସିବେ କ୍ରିତି ସାନନ୍।

କ୍ରିତି ସାନନ ଏବେ ଦୋଛକିରେ ପଡ଼ିଯାଇଛନ୍ତି। କାରଣ ତାଙ୍କୁ ମିଳିଥିବା ଏକ ନୂଆ ଅଫରରେ ସେ ଦୁଇଟି ଭୂମିକାରେ ଅଭିନୟ କରିବେ। ସେଥିରେ ପୁଣି ଗୋଟିଏ ଭୂମିକା ଦିବ୍ୟାଙ୍ଗ। ତେଣୁ ଏଭଳି ଭୂମିକା ଦ୍ୱୟକୁ କିପରି ତୁଲାଇବେ ସେ ନେଇ ଅଡୁଆରେ ପଡ଼ିଯାଇଛନ୍ତି। ”ମୋତେ ଯେତେବେଳେ ଏହି ଅଫର ମିଳିଳା ଏବଂ…
Read More...

ବିଜୁଛାତ୍ର ଜନତା ଦଳର କର୍ମକର୍ତ୍ତାଙ୍କୁ ପୁରସ୍କୃତ କଲେ ନବୀନ।

ଭୁବନେଶ୍ୱର,୨୮/୧(ବ୍ୟୁରୋ): ବିଜୁ ଛାତ୍ର ଜନତା ଦଳର ଚଳିତ ମାସ ୨୩ରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ବାତାବରଣ ସୃଷ୍ଟି କରିବା ପାଇଁ ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟ, ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିଜୁବାବୁଙ୍କ ମହାନତାକୁ ପାଥେୟ…
Read More...

ସୁରକ୍ଷା ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ।

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସୁରକ୍ଷା’ ପକ୍ଷରୁ ସ୍ଥାନୀୟ ଲୁମ୍ବିନିବିହାରସ୍ଥିତ ପ୍ରୋଜେକ୍ଟ ୱାଟର ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତୀ ବନ୍ଦନା ପଣ୍ଡା…
Read More...

ଏଲପିଟିମ୍ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ।

ଭୁବନେଶ୍ୱର : ଭୁବନେଶ୍ୱରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏଲପିଟିମ୍ ପକ୍ଷରୁ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଚନ୍ଦରଶେଖରପୁର ହାଉସି° ବୋର୍ଡ କଲୋନୀ ସ୍ଥିତ ଦୁର୍ଗା ପଡିଆ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ଆଇନଜୀବୀ ତଥା ଟିମର ଉପଦେଷ୍ଟା…
Read More...

ଡିଷ୍ଟ୍ରିଟସେଣ୍ଟର ଓ୍ବନର୍ସ ଆସୋସିଏସନରରେ ସାଧାରଣତନ୍ତ୍ର ଦିବସ ପାଳିତ।

ଭୁବନେଶ୍ୱର : ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ ପକ୍ଷରୁ ଚନ୍ଦ୍ରଶେଖରପୁର ସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟର କମ୍ୟୁନିଟି ହଲ ପ୍ରାଙ୍ଗଣରେ ୭୨ ତମ ସାଧାରଣତନ୍ତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ପ୍ରକାଶ ଚନ୍ଦ୍ର ବିଜୁଳି ଆନୁଷ୍ଠାନିକ ଭାବରେ…
Read More...

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରଗତିର ୩୫ ତମ ବୈଠକ। ନଅଟି ପ୍ରକଳ୍ପ ଓ ୧ଟି ଯୋଜନାର ସମୀକ୍ଷା।

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସହିତ ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ଲାଗି ଆଇସିଟି ଆଧାରିତ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର ୩୫ତମ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନଅଟି ପ୍ରକଳ୍ପ ଏବଂ…
Read More...