banner
Breaking
Yearly Archives

2020

କିନ୍ନର ମାନଙ୍କ ପାଇଁ ଲାଗୁହେବ ପେନସନ ଯୋଜନା।

ଭୁବନେଶ୍ୱର,୪।୭(ବ୍ୟୁରୋ): କିନ୍ନରମାନଙ୍କୁ ମଧୁବାବୁ ପେନ୍‌ସନ ଯୋଜନାରେ ମିଳିବ ଭତ୍ତା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ବୟସାନୁସାରେ କିନ୍ନରମାନେ ୫୦୦ରୁ ୯୦୦ ପର୍ଯ୍ୟନ୍ତ ଭତ୍ତା ପାଇବେ। ଏନେଇ କିନ୍ନରମାନଙ୍କୁ ଆବେଦନ କରିବାକୁ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ…
Read More...

ମଧୁବାବୁ ପେନସନ ଯୋଜନାରେ ମିଳିବ ଆଉ ୧ ହଜାର ଟଙ୍କା।

ଭୁବନେଶ୍ୱର, ୪।୭(ବ୍ୟୁରୋ): ମଧୁବାବୁ ପେନ୍‌ସନ ଯୋଜନାରେ ହିତାଧିକାରୀଙ୍କୁ ଆଉ ୧ ହଜାର ଟଙ୍କା ମିଳିବ। ଏହା ଦ୍ୱାରା ରାଜ୍ୟର ୪୮ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ। ଏ ନେଇ ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ଆଶୋକ ପଣ୍ଡା ଶୁକ୍ରବାର ସୂଚନା ଦେଇଛନ୍ତି। ଏହି ଟଙ୍କା ଆସିସାରିଛି।…
Read More...

ରାଜ୍ୟରେ ଆରମ୍ଭ ହେବ ବଳରାମ ଯୋଜନା।

ଭୁବନେଶ୍ୱର,(ବ୍ୟୁରୋ): ଭୂମିହୀନ ଚାଷୀମାନଙ୍କୁ କୃଷିଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀମାନଙ୍କୁ ୧୦୪୦ କୋଟି ଟଙ୍କା ଋଣ ଯୋଗାଇ ଦିଆଯିବ। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଆମେରିକା ନୌସେନାର ସମରାଭ୍ୟାସ ଚୀନ ଛାନିଆ।

ମନିଲା,୪/୭: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ଆମେରିକୀୟ ନୌସେନା ଦକ୍ଷିଣ ଚାଇନା ସାଗରରେ ସମରାଭ୍ୟାସ କରିଛି। ଦକ୍ଷିଣ ଚାଇନା ସାଗରର ସ୍ବତନ୍ତ୍ର ଏବଂ ମୁକ୍ତ ଇଣ୍ଡୋ-ପାସିଫିକ ଅଞ୍ଚଳକୁ ଆମେରିକା ସମର୍ଥନ କରିଆସୁଥିବାବେଳେ ଏବେ ଏଠାରେ ଡୁଆଲ କ୍ୟାରିୟର ଅପରେଶନ…
Read More...

ବୁଦ୍ଧଙ୍କ ନୀତିରେ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଲେ ମୋଦି।

ନୂଆଦିଲ୍ଲୀ,୪/୭(ବ୍ୟୁରୋ): ସାରା ବିଶ୍ଵ ଆଜି ଅନେକ ସମସ୍ୟା ସହିତ ଲଢ଼େଇ କରୁଛି। ବିଭିନ୍ନ ରାଷ୍ଟ୍ରଙ୍କର ଭିନ୍ନ ଭିନ୍ନ ସମସ୍ୟା ରହିଛି। କିନ୍ତୁ ଏସବୁ ସମସ୍ୟାର ମୁକାବିଲା ପାଇଁ ଯେଉଁ ସମାଧାନର ବାଟ ଦରକାର ତାହା ଭଗବାନ ବୁଦ୍ଧଙ୍କ ଆଦର୍ଶରୁ ମିଳିପାରିବ। ଶନିବାର ଗୁରୁ ପୂର୍ଣ୍ଣିମା ଅବସରରେ…
Read More...

ଓଡିଶାରେ ଖୋଲିବ ଦର୍ଶନୀୟ ସ୍ଥାନ।

ଭୁବନେଶ୍ୱର, ୪।୭(ବ୍ୟୁରୋ): ଓଡିଶାରେ ଖୋଲିବ କିଛି ଦର୍ଶନୀୟ ସ୍ଥାନ।ସାମାଜିକ ଦୂରତା ରକ୍ଷା କରିବା ସହିତ ପାଳନ ହେବ କରୋନା ନିୟମ।କରୋନା ପାଇଁ ବନ୍ଦ ଥିବା କିଛି ଦର୍ଶନୀୟ ସ୍ଥାନ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୬ ତାରିଖରୁ କିଛି ଦର୍ଶନୀୟ ସ୍ଥାନ ଖୋଲିବ ବୋଲି ଏଏସ୍‌ଆଇ…
Read More...

କୁଆଡେ ଗଲେ ବାଲେଶ୍ବର ଥାନା ଅଧିକାରିଣୀ।

ବାଲେଶର ,୪।୭: ବାଲେଶ୍ୱର ଟାଉନ ଥାନା ଅଧିକାରିଣୀ ସରୋଜିନୀ ନାୟକ ଗତ ୧ରୁ ଫେରାର ଥିବା ଅଭିଯୋଗ ହୋଇଛି। ତାଙ୍କୁ ଫୋନ କଲେ ଫୋନ ଉଠାଉନାହାନ୍ତି। ଏପରିକି ଅନେକ ସମୟରେ ତାଙ୍କ ମୋବାଇଲ ବନ୍ଦ ଥିବା ନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି। କିନ୍ତୁ ଶୁକ୍ରବାର ମଧ୍ୟାହ୍ନ ୧ଟାରୁ…
Read More...

ଆଜି ପୁଣି ୪୯୫ ପଜିଟିଭ ଚିହ୍ନଟ। ୫ ମୁଣ୍ଡ ନେଲା କରୋନା।

ଭୁବନେଶ୍ୱର,୪/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୯୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୬୦୧କୁ ବୃଦ୍ଧିପାଇଛି । ଆଜି ଚିହ୍ନଟ ହୋଇଥିବା ୪୯୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୫୫ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ହୋଇଥିବାବେଳେ ଅନ୍ୟ…
Read More...

ଭୁବନେଶ୍ୱରରେ ଆଜି ୨୪ ଜଣ କରୋନା ପଜିଟିଭ ଚିହ୍ନଟ।

ଭୁବନେଶ୍ୱର, ୩ା୭(ଓଡ଼ିଆ ନ୍ୟୁଜ): ଆଜି ରାଜଧାନୀ ଭୁବନେଶ୍ୱରର ୨୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୨୪ଜଣଙ୍କ ମଧ୍ୟରୁ ୨୦ ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୪ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ସ୍ତାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଚାରି ଜଣଙ୍କ ମଧ୍ୟରୁ ୩ଜଣ…
Read More...

ରାଜ୍ୟରେ ଆଜି ସର୍ବାଧିକ ୫୬୧ ପଜିଟିଭ ଚିହ୍ନଟ ଓ ପୁଣି ୨ ମୃତ।

ଭୁବନେଶ୍ୱର,୩/୭(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ସର୍ବାଧିକ ୫୬୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୧୦୬କୁ ବୃଦ୍ଧିପାଇଛି । ଆଜି ଚିହ୍ନଟ ହୋଇଥିବା ୫୬୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୫ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ହୋଇଥିବାବେଳେ ଅନ୍ୟ…
Read More...