ଭୁବନେଶ୍ୱରରେ ଆଜି ପୁଣି ୧୨୬ ପଜିଟିଭ ଚିହ୍ନଟ।
ଭୁବନେଶ୍ୱର,୨୩/୭(ଓଡ଼ିଆ ନ୍ୟୁଜ): ରାଜଧାନୀରେ ଆତଙ୍କ ଖେଳାଇଛି କରୋନା। ସମସ୍ତେ ଭୟରେ ଦିନ କାଟୁଛନ୍ତି। କାରଣ ପ୍ରତ୍ୟେକ ଦିନ ନୂଆ ନୂଆ ସ୍ଥାନରୁ ଚିହ୍ନଟ ହେଉଛନ୍ତି କରୋନା ଆକ୍ରାନ୍ତ। କେତେବେଳେ ପୋଷ୍ଟମ୍ୟାନ, ଡେଲିଭରି ବଏ,ପରିବା ଦୋକାନୀ,ମାଛ ବିକାଳୀ ତ ଆଉ କେତେବେଳେ କରୋନା ଯୋଦ୍ଧାଙ୍କୁ…
Read More...
Read More...