banner
Breaking
Yearly Archives

2020

କ୍ୟାବିନେଟ ବୈଠକରେ ୨୧୪ଟି ଆଇନ ରଦ୍ଧ।

ଭୁବନେଶ୍ୱର,୧୩।୧୧(ଓଡ଼ିଆ ନ୍ୟୁଜ): ୧୯୫୦ ମସିହାରୁ ୨୦୧୧ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ୨୧୪ଟି ଆଇନକୁ ରଦ୍ଦ କରାଯାଇଛି। ଆଇନ ବିଭାଗ ଦେଇଥିବା ଏହି ପ୍ରସ୍ତାବକୁ ଅର୍ଥ ବିଭାଗ ଅନୁମୋଦନ କରିଛି। ଏ ନେଇ ଓଡ଼ିଶା ରାଜ୍ୟ ବିଧି ଆୟୋଗଙ୍କ ସୁପାରିସକୁ ଗ୍ରହଣ କରି ରାଜ୍ୟ ସରକାର ଓଡ଼ିଶା…
Read More...

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କଲେ ୨.୬୫ କୋଟିର ପ୍ୟାକେଜ।

ନୂଆଦିଲ୍ଲୀ,୧୩।୧୧(ବ୍ୟୁରୋ): କରୋନା ମହାମାରୀ ଦ୍ୱାରା କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ସରକାର ପ୍ରୟାସ ଜାରି କରିଛନ୍ତି। ପୂର୍ବରୁ ଆତ୍ମନିର୍ଭର ପ୍ୟାକେଜ ଭାବେ ୨୦ ଲକ୍ଷ କୋଟି ଏବଂ ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଭାବେ ପାର୍ବଣ ଉପଲକ୍ଷେ ସରକାରୀ କର୍ମଚାରୀଙ୍କ ଲାଗି ୭୩…
Read More...

ଆରମ୍ଭ ହେଲା ଭୋଟର ତାଲିକା ସ°ଶୋଧନ।

ଭୁବନେଶ୍ୱର,୧୩ା୧୧(ଓଡ଼ିଆ ନ୍ୟୁଜ): ଭାରତୀୟ ନିିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧିତ ଫଟୋ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ପୁରୀ ଜିଲାରେ ଆରମ୍ଭ ହୋଇଛି। ଆସନ୍ତା ଜାନୁୟାରୀ ପହିଲା ସୁଦ୍ଧା ୧୮ବର୍ଷ ପୂରଣ ହେଉଥିବା ନାଗରିକମାନେ ଭୋଟର ଭାବେ ନାମ…
Read More...

ଆମେ ହାରିନୁ ଆମେ ଜିତିଛୁ : ତେଜସ୍ଵୀ ଯାଦବ

ପାଟନା,୧୨ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ମହାମେଣ୍ଟର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ଏହାପରେ ସେ କହିଛନ୍ତି ବିହାର ଜନତା ମହାମେଣ୍ଟ ସହ ଥିଲେ । ତେଣୁ ଆମେ ପରାଜିତ ହୋଇନୁ । ସେ ପୋଷ୍ଟାଲ ବାଲାଟକୁ ପୁଣିଥରେ ଗଣିବାକୁ…
Read More...

କୋର୍ଟରେ ହାଜର ହେଲେ ଅନୁଭବ।

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ହୋଇଥିବା ପାରିବାରିବ ହିଂସା ମାମଲାକୁ ନେଇ କୋର୍ଟରେ ହାଜର ହେଲେ ସ୍ବାମୀ ଅନୁଭବ ମହାନ୍ତି। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇ ଅନୁଭବ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି। ତେବେ ଏହି ମାମଲାର…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ରରେ ପ୍ରତ୍ୟେକ ପରିସ୍ଥିତିର ଠିକ୍‌ ସମୀକ୍ଷା କରି ପଦକ୍ଷେପ ନେବା ଠିକ୍‌ ହେବ। କଳା, ସାହିତ୍ୟ, ସଙ୍ଗୀତ, ସତ୍‌ସଙ୍ଗ, ସଭାସମିତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ। କେତେକ…
Read More...

ସରପଞ୍ଚଙ୍କ ନାମରେ ମିଥ୍ୟା ଅଭିଯୋଗ ନେଇ ଡିସିପି ଅଫିସ ଘେରାଉ କଲେ ମହିଳା

ଭୁବନେଶ୍ୱର, (ବ୍ୟୁରୋ): ରଘୁନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପବିତ୍ର ପାତ୍ରଙ୍କ ନାମରେ ହୋଇଥିବା ମିଥ୍ୟା ଅଭିଯୋଗକୁ ବିରୋଧ କରି ଶତାଧିକ ମହିଳା ଡିସିପି ଅଫିସ ଘେରାଉ କରିଛନ୍ତି । ପଞ୍ଚାୟତର ସମିତିସଭ୍ୟା ଝୁନାରାଣୀ ରାଉତଙ୍କ ନେତୃତ୍ୱରେ ଆଜି ଦିନ ୧୨ଟା ସମୟରେ ଗ୍ରାମ ପଞ୍ଚାୟତର ୱାଡ…
Read More...

ବାଲେଶ୍ବର ଓ ତିର୍ତ୍ତୋଲରେ ବିଜେଡିର ବାଜିମାତ୍।

ଭୁବନେଶ୍ୱର,୧୦/୧୧(ଓଡ଼ିଆ ନ୍ୟୁଜ): ନବୀନଙ୍କ ଲୋକପ୍ରିୟତା ପୁଣି ପ୍ରମାଣ କରିଛି। ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡି ବାଜିମାତ କରିଛି। ବାଲେଶ୍ୱର ବିଜେଡି ପାର୍ଥି ସ୍ୱରୂପ ଦାସ ବିଜୟୀ ହୋଇଛନ୍ତି। ବାଲେଶ୍ବରରେ ୧୩ ହଜାରରୁ ଅଧିକ ଭୋଟରେ ସ୍ବରୂପ ଦାସ ବିଜୟୀ ହୋଇଛନ୍ତି। ସେହିପରି…
Read More...

ଆଜି ଆଇପିଏଲର ଶେଷ ମହାସମର। ଟସ୍ ଜିତି ବ୍ୟାଟିଂ କରିବ ଦିଲ୍ଲୀ।

ଦୁବାଇ,୧୦/୧୧(ବ୍ୟୁରୋ): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଇତିହାସରେ ସବୁଠାରୁ ରୋଚକ ଓ ପ୍ରତିଦ୍ବନ୍ଦ୍ବିତାମୂଳକ ଟୁର୍ଣ୍ଣାମେଣ୍ଟର ଯବନିକା ପଡ଼ିବାକୁ ଯାଉଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲର ଶେଷ ମ୍ୟାଚ୍‌ ଅର୍ଥାତ ଫାଇନାଲ ମ୍ୟାଚ ଖେଳାଯାଉଛି ।…
Read More...

ସରପଙ୍କ ନାମରେ ମିଥ୍ୟା ଅଭିଯୋଗ ନେଇ ଡିସିପି ଅଫିସ ଘେରାଉ କଲେ ମହିଳା

ଭୁବନେଶ୍ୱର ୯/୧୧, ରଘୁନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚା ପବିତ୍ର ପାତ୍ରଙ୍କ ନାମରେ ହୋଇଥିବା ମିଥ୍ୟା ଅଭିଯୋଗକୁ ବିରୋଧ କରି ଶତାଧିକ ମହିଳା ଡିସିପି ଅଫିସ ଘେରାଉ କରିଛନ୍ତି । ପଞ୍ଚାୟତର ସମିତିସଭ୍ୟା ଝୁନାରାଣୀ ରାଉତଙ୍କ ନେତୃତ୍ୱରେ ଆଜି ଦିନ ୧୨ଟା ସମୟରେ ଗ୍ରାମ ପଞ୍ଚାୟତର ୱାଡ…
Read More...