banner
Breaking
Yearly Archives

2020

ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୱାର୍ଡ ନଂ – ୩୯ ରେ ଶହେରୁ ଉର୍ଦ୍ଧ ଶିଶୁ ମାନଙ୍କୁ ଖାତା, କଲମ, ମାସ୍କ, ବିସ୍କୁଟ,…

ଭୁବନେଶ୍ୱର : ପବିତ୍ର ଦୀପାବଳୀ ଓ ଶିଶୁ ଦିବସ ଉପଲକ୍ଷେ ନୟାପଲ୍ଲୀ ୱାର୍ଡ ନମ୍ୱର୍ ୩୯ ଅଧୀନରେ ଥିବା ନୂଆସାହିର ଶ୍ରୀ ଶ୍ରୀ ମହାବୀରଙ୍କ ପୂଜା ମଣ୍ଡପ ଓ ଶାସ୍ତ୍ରୀନଗର କମୁନିଟି ହଲରେ ନିଃସ୍ୱାର୍ଥ ସେବା ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ମାର୍ଥା,…
Read More...

୧୮ରେ ସର୍ବଦଳୀୟ ବୈଠକ। ଶପଥ ନେବେ ୨ ବିଧାୟକ।

ଭୁବନେଶ୍ୱର,୧୫ା୧୧(ଓଡ଼ିଆ ନ୍ୟୁଜ): ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ବସିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ବିଧାନସଭା ଶୀତକାଳୀନ ଅଧିବେଶନ ପରିଚାଳନା କିପରି ହେବ ସେ ନେଇ ବୈଠକରେ ଆଲୋଚନା ହେବ। ମୁଖ୍ୟତଃ ଚଳିତ ଅଧିବେଶନରେ…
Read More...

ରାଜ୍ୟରେ କହୁଛି କରୋନା। ଆଜି ଆଉ ୭୫୩ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଓଡିଶାରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ରବିବାର ଆଉ ୭୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୩୪ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୧୯ ଜଣ ସ୍ଥାନୀୟ ଅଞ୍ଚଳରକ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ…
Read More...

ସୋମବାର ଠାରୁ ମହାରାଷ୍ଟରେ ଖୋଲିବ ଧାର୍ମିକ ସ୍ଥଳ।

ମୁମ୍ବାଇ,୧୫।୧୧: ସୋମବାର ଠାରୁ ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଖୋଲିବ। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଧାର୍ମିକସ୍ଥଳରେ ୬୫ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍‌ ବୟସ୍କ ଛୋଟ ପିଲା ଏବଂ କୌଣସି…
Read More...

ଚାଷ ଆମ ଅର୍ଥନୀତିର ମେରୁଦଣ୍ଡ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି କାର୍ଯ୍ୟକ୍ରମ ଅଧୀନରେ କୃଷକ, କୃଷି କର୍ମଚାରୀ ମାନଙ୍କ ପାଇଁ କୃଷକ ଡାଟାବେସ୍‌, କୃଷିସାମଗ୍ରୀ ବିକ୍ରେତାମାନଙ୍କ ପାଇଁ ଅନ୍‌ଲାଇନ ଲାଇସେନ୍‌ସ ପ୍ରଦାନ, ଦକ୍ଷ କର୍ମଚାରୀ ମାନଙ୍କ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଦି ବିଭିନ୍ନ ଅନ୍‌ଲାଇନ…
Read More...

ଆୟୁର୍ବେଦ ଆମ ପରମ୍ପରା : ମୋଦୀ

ନୂଆଦିଲ୍ଲୀ,୧୩ ।୧୧: ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ୨ଟି ଆୟୁର୍ବେଦ ସଂସ୍ଥାନକୁ ସମର୍ପିତ କରିଛନ୍ତିି । ଗୁଜରାଟ ଜାମନଗରର ଆୟୁର୍ବେଦ ଅଧ୍ୟାପନ ଏବଂ ଅନୁସନ୍ଧାନ ସଂସ୍ଥାନ ଓ ଜୟପୁରର ରାଷ୍ଟ୍ରୀୟ ଆୟୁର୍ବେଦ ସଂସ୍ଥାନର ଉଦ୍‌ଘାଟନ କରିଛନ୍ତି ମୋଦି । ଏହି…
Read More...

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ।

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ସାଢେ ଚାରି କୋଟି ଓଡ଼ିଆଙ୍କ ହୃଦୟର ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରୀଛାତ୍ରମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଏହି କାଳଜୟୀ କୃତି ପଢ଼ିବାର ସୁଯୋଗ…
Read More...

ମ୍ୟାଲେରିଆ ସ°କ୍ରମଣର ପୂର୍ବାନୁମାନ କରିବ ପାଣିପାଗ ବିଭାଗ।

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଏଣିକି ମ୍ୟାଲେରିଆ ସଂକ୍ରମଣର ପୂର୍ବାନୁମାନ କରିବ ପାଣିପାଗ ବିଭାଗ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଭାରତୀୟ ପାଣିପାଗ ବିଭାଗର ମିଳିତ ଉଦ୍ୟମରେ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଆସନ୍ତା ମୌସୁମୀରୁ ମ୍ୟାଲେରିଆଜନିତ ପୂର୍ବାନୁମାନ କରାଯିବ ବୋଲି ପାଣିପାଗ ବିଭାଗର…
Read More...

ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର,୧୩/୧୧(ଓଡ଼ିଆ ନ୍ୟୁଜ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ ଓ ପୂର୍ବତନ କର୍ପୋରେଟର ମୋନାଲିସା ସାହୁଙ୍କ ସହଯୋଗରେ " ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱର ଉତ୍ତର…
Read More...

ଦୀପାବଳିରେ ଫୁଟିବନି ବାଣ।

ଭୁବନେଶ୍ବର ୧୩।୧୧ : ଚଳିତ ବର୍ଷ ଦୀପାବଳିରେ ରାଜଧାନୀରେ ଫୁଟିବନି ବାଣ। କୋଭିଡ଼‌ କଟକଣାକୁ ଦେଖି କମିଶନରେଟ୍‌ ପୋଲିସର ଦୃଢ଼ ପଦକ୍ଷେପ। ନିୟମ ଉଲ୍ଲଂଘନ କରି ବାଣ ଫୁଟାଇଲେ ହେବ କାର୍ଯ୍ୟାନୁଷ୍ଠାନ। ଜଟଣୀରେ ଥିବା ୩ଟି ବାଣ ଗୋଦାମ୍‌ ସିଲ୍‌ କରାଯାଇଛି। ଲକ୍ଷାଧିକ ଟଙ୍କା ମୂଲ୍ୟର ବାଣ ଜବତ…
Read More...