banner
Breaking
Yearly Archives

2020

ରାଜ୍ୟରେ ଆଜି ପୁଣି ୬୬୮ ପଜିଟିଭ ଚିହ୍ନଟ ଓ ୧୭ ମୃତ।

ଭୁବନେଶ୍ୱର,୨୩।୧୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୬୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୮୫ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୮୩ଜଣ ସ୍ଥାନୀୟ ଅଞ୍ଚଳର ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ବିଭିନ୍ନ ସମସ୍ୟାରେ ଜଡ଼ିତ ରହିଲେ ମଧ୍ୟ ଆନନ୍ଦର ଅନୁଭୂତି ଲାଭ କରିବେ । ବନ୍ଧୁଙ୍କ ସାହାଯ୍ୟରୁ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ଓ ପାରିବାରିକ ସମସ୍ୟା ସମାଧାନ ହେବ । ଅର୍ଥ, ପ୍ରଶାସନ, ଆଇନ, ସଭା ସମିତି, ଆନୁଷ୍ଠାନିକ କାମ ଓ ବନ୍ଧୁ ମିଳନ ହେତୁ ଖୁସି ରହିବେ । ମନ ପସନ୍ଦର ଜିନିଷ…
Read More...

ଡିପ୍ରେସନର ରୂପ ନେବ ଲଘୁଚାପ। ୨୫ ରୁ ପ୍ରବଳ ବର୍ଷା।

ଭୁବନେଶ୍ୱର,୨୨।୧୧(ଓଡ଼ିଆ ନ୍ୟୁଜ)-ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଡିପ୍ରେସନରେ ପରିଣତ ହୋଇପାରେ। ଏହାର ପରବର୍ତ୍ତୀ ୪୮ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ୨୫ ତାରିଖ ଅପରାହ୍ନ ବେଳକୁ ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଛୁଇଁବାର ସମ୍ଭାବନା…
Read More...

ଟାଟା ମୋଟର୍ସର ଭାରତରେ ଦ୍ୱିତୀୟ ଦୀପାବଳି ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ବୃହତମ ବାଣିଜ୍ୟକ ଯାନ ନିର୍ମାତା ଟାଟା ମୋଟର୍ସ ଏହାର ଗ୍ରାହକମାନଙ୍କ ପାଇଁ ଖୁସି ଓ ପାର୍ବଣ ଦିଗୁଣିତ କରିବା ସହିତ ଅଖଣ୍ଡ ସମାରୋହକୁ ସମ୍ପ୍ରସାରିତ କରି ‘ଭାରତର ଦ୍ୱିତୀୟ ଦୀପାବଳି’ ଅଭିଯାନର ଘୋଷଣା କରିଛନ୍ତି । ବିଗତ ବର୍ଷର ବଡ ସଫଳତାର ଖୁସି ପରେ ପାର୍ବଣ ଖୁସିକୁ…
Read More...

କିଟ୍ କୁ ଟାଇମସ ‘ଆୱାର୍ଡସ ଏସିଆ’ ୨୦୨୦ ପୁରସ୍କାର

ଭୁବନେଶ୍ୱର,୧୭/୧୧(ଓଡ଼ିଆ ନ୍ୟୁଜ): ବିଶ୍ୱସ୍ତରରେ କିଟ୍ ବିଶ୍ଵବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର। ମଙ୍ଗଳବାର ଟାଇମସ ହାଇଅର ଏଜୁକେସନ ପକ୍ଷରୁ ‘ଆୱାର୍ଡସ ଏସିଆ ୨୦୨୦ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସମଗ୍ର ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍ ବିଶ୍ୱବିଦ୍ୟାଳୟ ଏହି…
Read More...

ବିଧାନସଭା ପୂର୍ବରୁ ଆରମ୍ଭ ହେଲା କରୋନା ଟେଷ୍ଟ।

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶନ ଆସନ୍ତା ୨୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଏହା ପୂର୍ବରୁ ଗତଥର ମୌସୁମୀ ଅଧିବେଶନ ଭଳି ଏଥର ମଧ୍ୟ ବିଧାନସଭା ସଦସ୍ୟ ଏବଂ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କ କୋଭିଡ୍‌ ପରୀକ୍ଷା କରାଯିବ।…
Read More...

ରାଜ୍ୟରେ ଆଜି ୬୪୪ ପଜିଟିଭ ଚିହ୍ନଟ ଓ ୧୭ ମୃତ।

ଭୁବନେଶ୍ୱର,୧୭।୧୧(ଓଡ଼ିଆ ନ୍ୟୁଜ): ରାଜ୍ୟରେ କମୁଛି କରୋନା। ମଙ୍ଗଳବାର ୬୪୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭୧ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୭୩ ଜଣ ସ୍ଥାନୀୟ ଅଞ୍ଚଳର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌…
Read More...

ମଡ଼ର୍ଣା କରୋନା ଟୀକା ୯୪% ଫଳପ୍ରଦ ବୋଲି ଦାବିକଲା କମ୍ପାନୀ।

ଆମେରିକା : ଆମେରିକାର ଔଷଧ ନିର୍ମାତା ସଂସ୍ଥା ’ମଡ଼ର୍ଣା’ ଦ୍ବାରା ପ୍ରସ୍ତୁତ କୋଭିଡ଼ ଟୀକା ୯୪.୫% ପ୍ରଭାବଶାଳୀ ବୋଲି ଦାବି କରିଛି କମ୍ପାନୀ । କମ୍ପାନୀର ଏହି ଘୋଷଣା ଟୀକା ଆଶାକୁ ବଢ଼ାଇ ଦେଇଛି ଏବଂ ଖୁବ୍ ଶୀଘ୍ର ଏହି ଟୀକା ବଜାରକୁ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିବା ସମ୍ବାଦ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର କର୍ମ କ୍ଷେତ୍ରରେ, ପରିବାରରେ, ମିତ୍ରଙ୍କ ମଧ୍ୟରେ ଆନନ୍ଦମୟ ପରିବେଶ ସୃଷ୍ଟି ହେବ। ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ। ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ଭ୍ରମଣ ସୁଯୋଗ ମିଳିବ। ଆକସ୍ମିକ ଭାବରେ ଆତ୍ମୀୟଙ୍କ ନିକଟରୁ ସହଯୋଗ, ସୁଖ ସମ୍ମାନ ପାଇ ଖୁସି…
Read More...

ଲେଡିଜ ଫୋରମର ବସ୍ତି ପିଲାଙ୍କ ସହ ଶିଶୁ ଦିବସ ପାଳନ।

ଭୁବନେଶ୍ୱର : ସତ୍ୟନଗର ଲେଡିଜ୍ ଫୋରମ ପକ୍ଷରୁ ଦୁର୍ଗା ମଣ୍ଡପ ବସ୍ତି ପିଲାଙ୍କୁ ନେଇ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବସ୍ତି ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । କରୋନା ସଚେତନତା ଚିତ୍ରାଙ୍କନର ବିଷୟବସ୍ତୁକୁ ନେଇ ପିଲାମାନେ ସୁନ୍ଦର ସୁନ୍ଦର ଚିତ୍ର…
Read More...