banner
Breaking
Yearly Archives

2020

ଦୈତନଗରୀ ଚିକିତ୍ସା ସୁବିଧା ସାରା ରାଜ୍ୟ ପାଇଁ ଉଦ୍ଦିଷ୍ଟ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୭ା୯(ଓଡ଼ିଆ ନ୍ୟୁଜ): କଟକ ଓ ଭୁବନେଶ୍ୱରରେ ଥିବା କୋଭିଡ୍‌ ହସ୍ପିଟାଲକୁ ରୋଗୀ ପଠାଇବା ନେଇ ସରକାର ବାରଣ କରିନାହାନ୍ତି। ସରକାର ଦ୍ୱୈତ ନଗରୀରେ ସୃଷ୍ଟି କରିଥିବା ଚିକିତ୍ସା ସୁବିଧା ସାରା ରାଜ୍ୟର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି।…
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ କଲେ ଡିଜିପି।

ଭୁବନେଶ୍ୱର,୧୭।୯(ଓଡ଼ିଆ ନ୍ୟୁଜ): ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଗିଦ ପରେ ଅମାନିଆଙ୍କୁ ସାବାଡ ପାଇଁ ଡିଜିପି ଅଭୟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର-କଟକରେ ସାବାଡ ହେବେ ଅମାନିଆ। ମାର୍କେଟ ଅଞ୍ଚଳରେ ଅମାନିଆଙ୍କୁ ପାନେ ଦେବ କୋଭିଡ ଏନଫୋର୍ସମେଣ୍ଟ ଟିମ। ଦ୍ୱୈତନଗରୀରେ…
Read More...

ଏମ୍ସରୁ ଘରକୁ ଆସିଲେ ଅମିତ ଶାହା।

ନୂଆଦିଲ୍ଲୀ,୧୭/୯(ବ୍ୟୁରୋ): ଘରକୁ ଆସିଲେ ଅମିତ ଶାହା। ୫ ଦିନ ଡ଼ାକ୍ତରଖାନାରେ ରହିବା ପରେ ଏମ୍ସରୁ ମୁକ୍ତ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ତାଙ୍କୁ ୧୨ ସେପ୍ଟେମ୍ବର ଦିନ ୧୧ଟାରେ ଚିକିତ୍ସା ନିମନ୍ତେ ଏମ୍ସରେ ଭର୍ତି କରାଯାଇଥିଲା । ଶ୍ଵାସକ୍ରିୟାରେ ସମସ୍ୟା ଯୋଗୁଁ ସେ…
Read More...

ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ମୁମ୍ବାଇ ଇଣ୍ଡିଆନସରେ।

ଦୁବାଇ,୧୭/୯: ଗତ କିଛିଦିନ ହେଲା ଏହି ଚର୍ଚ୍ଚା ଜୋରଧରିଛି ଯେ କ୍ରିକେଟ୍‍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ଆଇପିଏଲ୍‍ ଦଳ ମୁମ୍ବଇ ଇଣ୍ଡିଆନ୍‍ସରେ ଯୋଗ ଦେଇଛନ୍ତି। ଗତ କିଛିଦିନ ହେଲା ଅର୍ଜୁନ ୟୁଏଇରେ ଥିବା ୪ ଥରର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସ ଖେଳାଳିଙ୍କ ସହ…
Read More...

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି।

କଟକ,୧୭/୯(ବ୍ୟୁରୋ): ଭୁବନେଶ୍ବରରରେ ନାବାଳିକା ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ପାଇଁ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ଆବେଦନରେ ଦର୍ଶାଯାଇଛି ଯେ ଭୁବନେଶ୍ବର ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମ ଶିକାର ହେବା ନେଇ…
Read More...

ସେପ୍ଟେମ୍ବର ୩୦ରେ ବାବ୍ରୀ ମସଜିଦ ରାୟ ଶୁଣାଣି।

ଲକ୍ଷ୍ନୌ, ୧୭/୯: ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ମାମଲାର ରାୟ ଶୁଣାଇବାକୁ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ୱାଣୀ, ମୁରଲୀମନୋହର ଯୋଶୀ, କଲ୍ୟାଣ ସିଂହ ଓ ଉମା ଭାରତୀଙ୍କ ସମେତ ୩୨ଜଣ…
Read More...

ସାର୍ବଭୌମତ୍ବର ସୁରକ୍ଷା ଲାଗି ସତର୍କ ଭାରତ ସବୁବେଳେ ପ୍ରସ୍ତୁତ ଅଛି। ଚୀନକୁ ମୁହଁତୋଡ ଜବାବ ଦେଲା ଭାରତ।

ନୂଆଦିଲ୍ଲୀ : ଭାରତ ସବୁବେଳେ ଶାନ୍ତି ଚାହେଁ; ମାତ୍ର ଯଦି ପଡୋଶୀ ଯୁଦ୍ଧ ଆରମ୍ଭ କରେ ତେବେ ଏଥର ଭାରତୀୟ ସୌର୍ଯ୍ୟ ଓ ବୀରତ୍ବର ପରାକ୍ରମ ଦେଖିବ ଚୀନ୍‌। ଏହାର ପରିଣାମ ମଧ୍ୟ ଭୋଗିବ। ପୂର୍ବ ଲଦାଖର ଗଲୱାନ୍‌ ଘାଟିରୁ ଉତ୍ତେଜନା ଆରମ୍ଭ କରିଥିବା ଚୀନ୍‌କୁ ଏଭଳି ଆକ୍ରାମକ ଜବାବ ଦେଇଛି ଭାରତୀୟ…
Read More...

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ।

ନୂଆଦିଲ୍ଲୀ,୧୭/୯ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଆଜି ପ୍ରଧାନମନ୍ତ୍ରୀ ମୋଦୀ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ନରେନ୍ଦ୍ର ଦାମୋଦରଦାସ ମୋଦୀ ୧୭ ସେପ୍ଟେମ୍ବର ୧୯୫୦ରେ ମେହେସାଣା ଜିଲ୍ଲାର ବଡ଼ନଗରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲା। ଦାମୋଦରଦାସ…
Read More...

ରାଜଧାନୀରେ ପୁଣି ଲଜ୍ଜା, ଚଳନ୍ତା ଅଟୋରେ ଅସଦାଚରଣ

ଭୁବନେଶ୍ୱର,୧୭/୦୯: ରାଜଧାନୀରେ ପୁଣି ଏକ ଲଜ୍ଜା। ଚଳନ୍ତା ଅଟୋରେ ମହିଳାଙ୍କୁ ଅସଦାଚରଣ କରି ଯୁବତୀ ଓ ସ୍ଥାନୀୟ ଲୋକଙ୍କ ଠାରୁ ନିର୍ଧୁମ ଛେଚା ଖାଇଲେ ଯୁବକ। ଏମିତି ଘଟଣା ଦେଖିବାକୁ ମିଳିଛି ଏୟାରପୋର୍ଟ ଥାନା ଅଞ୍ଚଳରେ। ସ୍ଥାନୀୟ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ତାଙ୍କ ନାମ…
Read More...

ରାଜ୍ୟରେ ଆଜି ପୁଣି ୪୨୪୧ ପଜିଟିଭ ଚିହ୍ନଟ ଓ ୧୩ ମୃତ।

ଭୁବନେଶ୍ବର,୧୭/୮(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୨୪୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୦୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୭୩୯ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏଥି ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୭ ହଜାର ୧୬୧କୁ…
Read More...