banner
Breaking
Yearly Archives

2020

ରାଜ୍ୟରେ ଆଜି ପୁଣି ୪୩୪୦ ପଜିଟିଭ ଚିହ୍ନଟ ଓ ୧୬ ମୃତ।

ଭୁବନେଶ୍ୱର,୨୪/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୩୪୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ହଜାର ୫୧୭ସଙ୍ଗରୋଧ କେନ୍ଦ୍ରରୁ ଓ ୧ହଜାର ୮୨୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସହ ୧,୯୬,୮୮୮ କୁ ବୃଦ୍ଧି ପାଇଛି।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲ କରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। ଦ୍ୱିଜା ନକ୍ଷତ୍ର ସନ୍ତାନଙ୍କ କୃତୀ ଓ କୃତିତ୍ୱରେ ଖୁସୀ ହୋଇପାରନ୍ତି। ଅଫିସ୍‌ରେ ସ୍ଥଗିତ କାମ ପାଇଁ ଅନ୍ୟକୁ କିମ୍ବା ନିଜର ଘର ଲୋକ ମାନଙ୍କୁ କୈଫିୟତ୍‌ ଦେବାକୁ…
Read More...

ରାଜ୍ୟ ବିଜୁ ଜନତାଦଳର ନବକଳେବର। ଯୁବ ନେତାଙ୍କୁ ଗୁରୁତ୍ୱ।

ଭୁବନେଶ୍ୱର,୨୪/୯(ଓଡ଼ିଆ ନ୍ୟୁଜ): ରାଜ୍ୟ ବିଜୁ ଜନତା ଦଳର ନବକଳେବର କରାଯାଇଛି। ପ୍ରଥମ ଥର ପାଇଁ ଯୁବ ସଙ୍ଗଠନରେ ବ୍ୟାପକ ଅଦଳବଦଳ କରାଯିବା ସହିତ ବହୁ ଯୁବ ନେତାଙ୍କୁ ରାଜ୍ୟ ତଥା ଜିଲା ଦାୟିତ୍ୱ ଅର୍ପଣ କରାଯାଇଛି। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଯୁବ…
Read More...

ରାଜ୍ୟରେ ଆଜି ପୁଣି ୪୨୩୭ ପଜିଟିଭ ଚିହ୍ନଟ ଓ ୧୫ ମୃତ।

ଭୁବନେଶ୍ବର,୨୩/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୪୨୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୮୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧,୭୫୨ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ,୯୨, ୫୪୮କୁ ବୃଦ୍ଧି ହୋଇଛି। ଏ ନେଇ…
Read More...

ଏଣିକି ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବନାହିଁ।

ଭୁବନେଶ୍ବର,୨୩/୯(ବ୍ୟୁରୋ):ଏଣିକି ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ହେବ ନାହିଁ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କୋଭିଡ ଡାକ୍ତରଖାନାମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୃତ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର ବେଳେ ପରିବାର ଲୋକେ ବହୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସଭାସମିତିରେ ଉନ୍ନତ ମାନର ଆଲୋଚନା,ପାରିବାରିକ ସଦ୍‌ଭାବ ଉତ୍ସାହିତ କରିବ। ବନ୍ଧୁମାନଙ୍କ ସହଯୋଗରେ ଅଟକି ରହିଯାଇଥିବା ଅଫିସ୍‌ର କାଯର୍‌ୟଗୁଡିକ ତ୍ୱରାନ୍ବିତ ହେବ। ବୃଷ:-ଆଜି ପରିବାରର ବାରଣ ନ ମାନି ପଡୋଶୀଙ୍କ ଘରୋଇ…
Read More...

ଉଠାଦୋକାନୀଙ୍କ ଥଇଥାନ ପାଇଁ ଋଣ ପ୍ରଦାନ। ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ।

ନୂଆଦିଲ୍ଲୀ,୨୨/୯(ବ୍ୟୁରୋ): ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନାରେ ବନ୍ଧକବିହୀନ ଋଣ ପାଇବା ପାଇଁ ରାଜ୍ୟର ସହରାଂଚଳର ୬୩ ହଜାର ୨୨୨ ଜଣ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୩ ହଜାର ୫୫୦ ଜଣ ଋଣ ପାଇବା ପାଇଁ ଆବେଦନ କରିଛନ୍ତି। ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
Read More...

କୃଷକଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ଵାର୍ଥକୁ ଗୁରୁତ୍ୱ ଦେଉଛନ୍ତି ବିରୋଧୀ।

ଭୁବନେଶ୍ୱର, ୨୨।୯(ବ୍ୟୁରୋ):  ବିରୋଧୀ ଦଳଗୁଡିକ କୃଷକଙ୍କ ଅପେକ୍ଷା ନିଜ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଯାହା ଦୁଃଖର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଦେଶରେ ବ୍ରିଟିଶ ଯୁଗର ଆଇନକୁ ହଟାଇବା ଏବଂ ଲାଇସେନ୍ସ…
Read More...

କୁଆଖାଇ ବ୍ରୀଜରେ ୬ ଦିନ ଯାତାୟତ ବନ୍ଦ।

ଭୁବନେଶ୍ବର,୨୨/୯(ଓଡ଼ିଆ ନ୍ୟୁଜ): ଜାତୀୟ ରାଜପଥ ନଂ-୧୬ର ‌ଦ୍ବୖେତନଗରୀରେ ଭୁବନେଶ୍ବରରୁ କଟକ ଯିବା ବେଳେ କୁଆଖାଇ, କାଠଯୋଡି ଓ ବିରୁପା ନଦୀର ବାମପଟ ବ୍ରିଜ୍‌ ଏବଂ ମହାନଦୀର ମଝି ବ୍ରିଜ୍‌ରେ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍ଏଚ୍‌ଏଆଇ) ପକ୍ଷରୁ ତଦାରଖ ଓ ଅନୁଧ୍ୟାନ କାର୍ୟ୍ୟ କରାଯିବାକୁ…
Read More...

ରାଜ୍ୟସଭାରେ ଅନୁମୋଦନ ଲାଭକଲା ଅତ୍ୟାବଶ୍ୟକ ସାମଗ୍ରୀ ବିଲ୍।

ନୂଆଦିଲ୍ଲୀ,୨୨/୯: ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ବିଲ୍‍-୨୦୨୦ ରାଜ୍ୟସଭାରେ ପାସ୍‍ ହେବା ସହ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ଯୁଦ୍ଧ ଓ ମରୁଡ଼ି ଭଳି ଅସାଧାରଣ ପରିସ୍ଥିତି ସମୟରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ପଦାର୍ଥର ଯୋଗାଣକୁ ନିୟନ୍ତ୍ରଣ କରିବା ପାଇଁ ଏହି ବିଲ୍‍ ସରକାରଙ୍କୁ କ୍ଷମତା…
Read More...