banner
Breaking
Yearly Archives

2020

ଭୁବନେଶ୍ୱରରେ ଜିଗଲୋ(କଲ୍ ବୟ) ରାକେଟ ସକ୍ରିୟ।

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏବେ କେତେକ ଯୁବକ ଜିଗଲୋ(କଲ୍‌ ବୟ) ସାଜି ମହିଳାଙ୍କ ଯୌନ ଲାଳସା ମେଣ୍ଟାଉଛନ୍ତି। ଏହି ର଼୍ୟାକେଟ ପଛରେ ଥିବା ମାଷ୍ଟରମାଇଣ୍ଡ ଅନ୍‌ଲାଇନ୍‌ରେ କାରବାର କରୁଛନ୍ତି। ଏପରି କି ଏଭଳି କାରବାର ରାଜଧାନୀର ବଡ଼ ବଡ଼ ହୋଟେଲରେ ଚାଲୁଥିବା…
Read More...

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତିନୋଟି ଦଳରେ ଛକାପଞ୍ଝା ।

ଭୁବନେଶ୍ଵର,୨୭/୯(ବ୍ୟୁରୋ): ତିର୍ତୋଲ ଉପ ନିର୍ବାଚନ ପୂର୍ବରୁ ୩ ଦଳରେ ପ୍ରାର୍ଥିତ୍ଵକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା । କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନାହିଁ । ଫଳରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଓ ସମସ୍ତେ ନିଜ ନିଜ ବାଟରେ ଟିକେଟ ପାଇଁ ଉଦ୍ୟମ ଚଳାଇଛନ୍ତି …
Read More...

ଜେ ପି ନଡ୍ଡାଙ୍କ ନୂଆ ଟିମରେ ଓଡିଶାରୁ ଚାରିଜଣ।

ନୂଆଦିଲ୍ଲୀ,୨୭ା୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଜାତୀୟ ସାଙ୍ଗଠନିକ ସ୍ତରରେ ବଡ଼ଧରଣର ପରିବର୍ତ୍ତନ କରାଯାଇଛି। ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଶନିବାର ଏନେଇ ଘୋଷଣା କରିଥିବା ନୂଆ ଟିମ୍‌ରେ ରାମ ମାଧବ, ପି ମୁରଲୀଧର ରାଓ, ଅନୀଲ ଜୈନ, ସରୋଜ ପାଣ୍ଡେଙ୍କ ଭଳି ବରିଷ୍ଠ…
Read More...

ରାଜ୍ୟରେ ଆଜି ପୁଣି ୩୯୨୨ ପଜିଟିଭ ଚିହ୍ନଟ ଓ ୧୪ ମୃତ।

ଭୁବନେଶ୍ୱର,୨୭/୯(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୩୯୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୦୯ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧୬୧୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୦୯, ୩୭୪ ରେ ପହଞ୍ଚିଛି।…
Read More...

କମଳାକାନ୍ତ ସାମଲଙ୍କ ଅକାଳ ବିୟୋଗ। ଆବାସିକ ସଙ୍ଘ ପକ୍ଷରୁ ଶୋକସଭା।

ଭୁବନେଶ୍ୱର,୨୭/୯(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ଆବାସିକ ସଙ୍ଘର ପୂର୍ବତନ ସାଧାରଣ ସମ୍ପାଦକ କମଳାକାନ୍ତ ସାମଲଙ୍କ ହୃଦଘାତରେ ଆକାଳ ବିୟୋଗ ଘଟିଛି। ୫୮ ବର୍ଷ ବୟସରେ ସେ ପ୍ରିୟଜନଙ୍କୁ ଛାଡି ଇହଲୀଳା ସମ୍ବରଣ କରିଛନ୍ତି। ସେ ଜଣେ ମିଷ୍ଟଭାସୀ,ପରୋପକାରୀ, କର୍ମଠ ଓ ଦକ୍ଷ ସ°ଗଠକ ଥିଲେ।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସାମାଜିକ ସ୍ତରରେ ଅପ୍ରୀତିକର ପରିସ୍ଥିତିର ହଠାତ୍‌ ସାମନା କରିବାକୁ ପଡିପାରେ। ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣିବାକୁ ପାଇବେ। ସ୍ଥିତି ଦୁର୍ବଳ ହେତୁ ତାହା ହିଁ ଚିନ୍ତାର କାରଣ ହୋଇପାରେ। ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ…
Read More...

ସନରାଇଜର୍ସକୁ ୭ ଓ୍ବିକେଟରେ ପରାସ୍ତ କଲା କେକେଆର।

ଆବୁଧାବି : ଚଳିତ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ର ୧୩ଶ ସଂସ୍କରଣରେ ତା’ର ୨ୟ ମ୍ୟାଚରେ ପ୍ରଥମ ବିଜୟ ହାସଲ କରିଛି କଲକାତା ନାଇଟ୍‍ ରାଇଡର୍ସ (କେକେଆର୍‍)। ଶନିବାର ୮ମ ଦିନରେ ଖେଳାଯାଇଥିବା କମ୍‍ ସ୍କୋର୍‍ ବିଶିଷ୍ଟ ମୁକାବିଲାରେ ସନ୍‍ରାଇଜର୍ସ ହାଇଦରାବାଦକୁ ୭ ୱିକେଟରେ କେକେଆର୍‍ ପରାସ୍ତ…
Read More...

ସାରା ବିଶ୍ୱ ଆମ ପାଇଁ ଏକ ପରିବାର। ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ମିଳିତ ଜାତିସଂଘରେ ସଂସ୍କାର।

ଆଜି ସନ୍ଧ୍ୟାରେ ମିଳିତ ଜାତିସଂଘର ୭୫ତମ ସାଧାରଣ ସଭା ଅଧିବେଶନକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ସାରା ବିଶ୍ୱ ଆମ ପାଇଁ ଏକ ପରିବାର। ବର୍ତ୍ତମାନ ସମୟର ଆବଶ୍ୟକତା ହେଉଛି ମିଳିତ ଜାତିସଂଘରେ ସଂସ୍କାର। ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଶ୍ନ କରିଛନ୍ତି ଯେ ଜାତିସଂଘର ନିଷ୍ପତ୍ତି…
Read More...

ପରୀକ୍ଷା ପାଇଁ ଚାଲିବ ସ୍ବତନ୍ତ୍ର ଟ୍ରେନ।

ଭୁବନେଶ୍ୱର,୨୬ା୯(ଓଡ଼ିଆ ନ୍ୟୁଜ): ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ଆସନ୍ତା ୩ ତାରିଖରେ ରାଜ୍ୟରେ ପରୀକ୍ଷା ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ରେଳ…
Read More...

୨୮ରୁ ଆକାଶବାଣୀରେ ରେଡ଼ିଓ ପାଠଶାଳା କାର୍ଯ୍ୟକ୍ରମ।

ଭୁବନେଶ୍ୱର,୨୬।୯(ଓଡ଼ିଆ ନ୍ୟୁଜ): ମହାମାରୀ କରୋନା ଯୋଗୁ ଗତ ମାର୍ଚ୍ଚ ୧୭ ତାରିଖଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପଡ଼ି ରହିଛି। ପିଲାମାନେ କିପରି ଉଚିତ ଶିକ୍ଷା ପାଇପାରିବେ ସେଥିପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଭିନ୍ନ ପଦକ୍ଷେପ ନେଇଛି। ଏବେ ଆଉ ଏକ ଅଭିନବ ପ୍ରୟାସ…
Read More...