banner
Breaking
Yearly Archives

2020

ଖୋର୍ଦ୍ଧାରେ ୭୧ ଆକ୍ରାନ୍ତ ୩ ମୃତ୍ୟୁ।

ଖୋର୍ଦ୍ଧା,୨୦/୫(ବ୍ୟୁରୋ) : ଖୋର୍ଦ୍ଧା ଜିଲ୍ଲାରେ ପୁଣି ୭ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ୭ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମୃତ। ସେ ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମର ୭୭ବର୍ଷର ବୃଦ୍ଧ। ଭୁବନେଶ୍ୱରରେ ଏମସରେ…
Read More...

ଓଡିଶାରେ ହଜାରେ ଟପିଲା ଆକ୍ରାନ୍ତଙ୍କ ସ°ଖ୍ୟା। ଆଜି ପୁଣି ୭୪ ପଜିଟିଭ୍ ଚିହ୍ନଟ ଏବଂ ଜଣେ ମୃତ।

ଭୁବନେଶ୍ୱର,୨୦/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୭୪ ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ବୌଦ୍ଧରୁ ସର୍ବାଧିକ ୨୮ଆକ୍ରାନ୍ତ…
Read More...

ରୋଗକୁ ଘୃଣା କର ରୋଗୀକୁ ନୁହେଁ। ଚନ୍ଦ୍ରଶେଖରପୁରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା ସମ୍ମାନ ।

ଭୁବନେଶ୍ୱର, ୧୯/୫(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ ସାମାଜିକ ଦୂରତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି…
Read More...

କରୋନା @ ଅମ୍ଫାନ। ସାମାଜିକ ଦୂରତା ବନାମ ଏକତାର ମହାସ°ଗ୍ରାମ।

ଭୁବନେଶ୍ୱର, ୧୯/୫(ଓଡ଼ିଆ ନ୍ୟୁଜ): କରୋନା @ ଅମ୍ଫାନ। ସାମାଜିକ ଦୂରତା ବନାମ ସାମାଜିକ ଏକତାର ମହା ସ°ଗ୍ରାମ ହେବାକୁ ଯାଉଛି। ଏଥିରେ କିଏ ଜିତିବ କିଏ ହାରିବ କହିହେବ ନାହିଁ। କେବଳ ଏତିକି କହିହେବ ବଳି ପଡିପାରେ ଜୀବନ। କରୋନା ମହାମାରୀ ତାର କରାଳ ବିଭିଷିକା ଜାରି ରଖିଛି। ଏହାକୁ ପ୍ରତିହତ…
Read More...

ରାଜ୍ୟରେ ପୁଣି ୩୦ ସୁସ୍ଥ।

ଭୁବନେଶ୍ଵର ,୧୯/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଉ ୩୦କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୦୭କୁ ବୃଦ୍ଧି ପାଇଛି । ୩୦ କରୋନା ଆକ୍ରାନ୍ତଙ୍କ ସୁସ୍ଥ ମଧ୍ୟରେ ଗଞ୍ଜାମରରୁ ୨୦, କେନ୍ଦ୍ରାପଡ଼ାରୁ ୫, ନୟାଗଡ଼ରୁ ଜଣେ, ବାଲେଶ୍ୱର ଓ ଭଦ୍ରକ…
Read More...

ଭାରତରେ ୧ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସ°ଖ୍ୟା।

ନୂଆଦିଲ୍ଲୀ,୧୮/୫(ବ୍ୟୁରୋ): ଭାରତରେ କରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ମଙ୍ଗଳବାର ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ସଂକ୍ରମଣ ବେଗ କମ୍‌ ଥିଲେ ହେଁ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଅନ୍ୟ ପାଶ୍ଚାତ୍ୟ…
Read More...

ଓଡିଶା ଛୁଇଁଲା ଅମ୍ଫାନ। ଆରମ୍ଭ ହେଲା ବର୍ଷା, ପବନ

ଭୁବନେଶ୍ଵର,୧୮/୫(ଓଡ଼ିଆ ନ୍ୟୁଜ) ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଓଡିଶା ଛୁଇଁଛି ଅମ୍ଫାନ। ମଙ୍ଗଳବାର ମଧ୍ୟାହ୍ନ ପରେ ଆମ୍ଫନର ଆଉଟର୍‌ ୱାଲ ବା ବହିଃର୍ଭାଗ ଓଡ଼ିଶା ଉପକୂଳକୁ ଛୁଇଁଛି। ଏହାର ପ୍ରଭାବରେ ଉପକୂଳ ଜିଲାଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହିତ ଝିପି…
Read More...

ରାଜ୍ୟରେ ପୁଣି ୧୦୨ ପଜିଟିଭ୍ ଏବଂ ଜଣେ ମୃତ୍ୟୁ

ଭୁବନେଶ୍ୱର,୧୯/୫(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଜି ପୁଣି ୧୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ଭିତରୁ ୫ଜଣଙ୍କୁ ଛାଡ଼ିଦେଲେ ଅନ୍ୟ…
Read More...

ଅମ୍ଫାନ ଝଡର ଶେଷ ନାମ। ପରବର୍ତ୍ତୀ ନାମ ସବୁ ଜାଣନ୍ତୁ।

ନୂଆଦିଲ୍ଲୀ : ମଣିଷ ଯେତେ ଜ୍ଞନକୌଶଳ ଯନ୍ତ୍ରପାତି ବାହାର କଲେ ମଧ୍ୟ ପ୍ରକୃତିର ତାଣ୍ଡବରେ ସବୁ ଫେଲ ମାରି ଯାଉଛି।ବିଭିନ୍ନ ସାଗର ଓ ମହାସାଗରରୁ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବିଶ୍ୱର ଅନେକ ଦେଶରେ ତାଣ୍ଡବ ଖେଳାଇ ଆସିଛି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ମଣିଷ ଯେତେ ଅଗ୍ରଗତି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କର ଉତ୍କୃଷ୍ଟ ବିଚାରଧାରା,ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ। ପରିବହନ, ନିର୍ମାଣ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ବେଶ୍‌ ଭଲରେ…
Read More...