banner
Breaking
Monthly Archives

June 2020

ଜଗତସିଂହପୁରରେ ଆଜି ୧୪ ପଜିଟିଭ୍ ଚିହ୍ନଟ।

ଜଗତସିଂହପୁର,୧/୬(ଓଡ଼ିଆ ନ୍ୟୁଜ): ଆଜି ପୁଣି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକରେ ଚାରି ଜଣ ,କୁଜଙ୍ଗ ବ୍ଲକ ରୁ ଆଠ ଜଣ ନାଉଗାଁ ରୁ ଦୁଇ ଜଣ ସର୍ବମୋଟ ଚଉଦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ସମସ୍ତେ ବାହାର ରାଜ୍ୟ ଫେରନ୍ତା । ସମସ୍ତେ କ୍ଵାରେନ ଟାଇନ ରେ ଥିଲେ ଓ ତାଙ୍କୁ କିମିସ୍…
Read More...

ରାଜ୍ୟ ପାଇଁ ଖୁସି ଖବର। ପୁଣି ସୁସ୍ଥ ହେଲେ ୧୧୯

ଭୁବନେଶ୍ବର,୧/୬ : ରାଜ୍ୟରେ ପାଇଁ ଖୁସି ଖବର। ସୋମବାର ୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୧,୨୪୫କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିକ କରି ସୂଚନା ଦିଆଯାଇଛି ।ସୁସ୍ଥ ହୋଇଥିବା…
Read More...

ଅନଲକ-୧ ପାଇଁ ରାଜ୍ୟରେ ଜାରି ହେଲା ନିୟମାବଳୀ।

ଭୁବନେଶ୍ବର,୧/୬(ଓଡ଼ିଆ ନ୍ୟୁଜ) କେନ୍ଦ୍ର ସରକାର ପକ୍ଷରୁ ଆଜିଠାରୁ ଅନଲକ-୧ ଆରମ୍ଭ ହେବା ସହ କିଛି ମାର୍ଗଦର୍ଶକା ଜାରି କରାଯାଇଥିଲା। ଏଥିରେ ରାଜ୍ୟ ସରକାରଙ୍କୁ ପରିସ୍ଥିତି ଅନୁଧ୍ୟାନ କରି ପରିଵର୍ତନ ବା ନୀତି ନିର୍ଦ୍ଧାରଣ କରିପାରିବେ ବୋଲି ଉଲ୍ଲେଖ ଥିଲା। ଏହାକୁ ଦୃଷ୍ଟିରେ ରଖି ମାନ୍ୟବର…
Read More...

ସୌର ଚାଳିତ ହେବ ବିଧାନସଭା।

ଭୁବନେଶ୍ବର,୧/୬(ଓଡ଼ିଆ ନ୍ୟୁଜ) : ସୌରଶକ୍ତି ଚାଳିତ ହେବ ଓଡ଼ିଶା ବିଧାନସଭା। ବିଧାନସଭା ଛାତ ଉପରେ ଲାଗିବ ସୋଲାର ପ୍ଲାଣ୍ଟ। ଏ ନେଇ ସୋମବାର ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏଥିରେ OREDA ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେପ୍ଟେମ୍ବର ଶେଷ ସୁଦ୍ଧା ବିଧାନସଭାକୁ…
Read More...

ଦାନା ବାନ୍ଧୁଛି ବାତ୍ୟା ନିସର୍ଗ।

ନୂଆଦିଲ୍ଲୀ,୧।୬: ଅମ୍ଫନ ପରେ ଏବେ ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ସାମୁଦ୍ରିକ ଝଡ଼ ନିସର୍ଗ ଦାନା ବାନ୍ଧୁଛି। ଧୀରେଧୀରେ ଏହା ଘନିଭୂତ ହେବାରେ ଲାଗିଛି। ଜୁନ୍‌ ୩ ସନ୍ଧ୍ୟା ସୁଦ୍ଧା ଏହାର ପ୍ରଭାବରେ ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜରାଟ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ ହେବାର…
Read More...

କେନ୍ଦ୍ରାପଡାରେ ଆଜି ୫୦ ପଜିଟିଭ ଚିହ୍ନଟ।

କେନ୍ଦ୍ରାପଡ଼ା,୧ା୬: ଆଜି ଗୋଟିଏ ଦିନରେ କେନ୍ଦ୍ରାପଡ଼ା ଜିଲାରେ ୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏବେ କରୋନା ହଟ୍‌ସ୍ପଟ୍‌ ପାଲଟିଛି । ଏପ୍ରିଲ ୭ରେ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଇତିମଧ୍ୟରେ ଏହା ୧୦୦ ଟପିଛି। ସୋମବାର ଘୋଷଣା ହୋଇଥିବା ରାଜ୍ୟର ୧୫୬ ନୂତନ…
Read More...

ଓଡିଶାରେ ହୁହୁ ହୋଇ ବଢୁଛି କରୋନା। ଆଜି ପୁଣି ସର୍ବାଧିକ ୧୫୬ ପଜିଟିଭ୍ ଚିହ୍ନଟ।

ଭୁବନେଶ୍ୱର,୧/୬(ଓଡ଼ିଆ ନ୍ୟୁଜ): ଓଡିଶାରେ ହୁହୁ ହୋଇ ବଡ଼ିଲାଣି କରୋନା। ରାଜ୍ୟରେ ଆଜି ପୁଣି ୧୫୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ଦିନରେ ୧୫୬ ଆକ୍ରାନ୍ତ ଚିହ୍ନଟ ହେବା ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବାଧିକ ବୋଲି ଜଣାପଡିଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…
Read More...

ପାରାଦୀପ ନିର୍ବାଚନମଣ୍ଡଳୀର ବିଜୁ ଯୁବ ଜନତା ଦଳ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ପାରାଦୀପ,୩୧/୫(ଓଡ଼ିଆ ନ୍ୟୁଜ):ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ପାରାଦୀପର ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାୟଙ୍କ ପ୍ରେରଣାରେ ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଦଳର ସଭାପତି ତ୍ରିଲୋଚନ ତରାଇ ଙ୍କ ନେତୃତ୍ୱରେ ସାମାଜିକ ଦୂରତା ରକ୍ଷା କରି କୁଜଙ୍ଗ ଥାନା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଚନ୍ଦ୍ର ଓ ମଙ୍ଗଳ ଷଡାଷ୍ଟକ ସ୍ଥିତିରେ ରହିଥିବାରୁ ମନ ଅନୁଯାୟୀ କୌଣସି କାମ କରିପାରିବେ ନାହିଁ। ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ରହି ନ ପାରେ। ତଥାପି କୃତ୍ତିକାର ସମ୍ପତ୍‌ ତା’ର ହେତୁ ଜନ ସମାଜରେ ଆଦୃତି ଲାଭ ସଙ୍ଗକୁ ଯାନବାହନ, ପ୍ରଶାସନିକ କ୍ଷେତ୍ର…
Read More...