banner
Breaking
Monthly Archives

June 2020

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆପଣ ଯେଉଁ କାମ ଆଜି ଆରମ୍ଭ କରିବେ ସେଥିରେ ନିଶ୍ଚିତ ସଫଳତା ପାଇବେ । ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ । ରାଜନୀତିରେ ଲୋକ ସମର୍ଥନ ଅବ୍ୟାହତ ରହିବା ଯୋଗୁ ଆଗେଇଯିବେ । ପିଲାମାନଙ୍କ ଉଚ୍ଚ ଶିକ୍ଷା ସକାଶେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି…
Read More...

ବଦଳିଲା ପାର୍କ ଖୋଲିବା ସମୟ। ୬୦ ରୁ ଉର୍ଦ୍ଧ୍ବଙ୍କୁ ପାର୍କ ମନା।

ଭୁବନେଶ୍ଵର : ଭୁବନେଶ୍ଵର ମହାନଗର ନିଗମ ଆଜି ରାଜଧାନୀରେ ଥିବା ସମସ୍ତ ପାର୍କର ସମୟରେ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ସରକାରଙ୍କ ୫.୦ ଲକ୍ ଡାଉନ ନିୟମ ଅଧିନରେ ବିଏମସି ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଣିକି ସକାଳ ୫ଟାରୁ ୧୦ଟା ଏବଂ ଅପରାହଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…
Read More...

ସାଇବର ଠକେଇର ଶୀକାର ହେଲେ ଇଞ୍ଜିନିୟର। ମଦ ପାଇଁ ଚାଲିଗଲା ୮୦ ହଜାର।

ଭୁବନେଶ୍ୱର,୩।୬(ବ୍ୟୁରୋ): ମାତିଛନ୍ତି ସାଇବର୍ ଠକ। ଲୋକଙ୍କୁ ବିଭିନ୍ନ ପ୍ରକାର ଆଳ ଦେଖାଇ ଲୁଟୁଛନ୍ତି ପୁଳାଏ ପୁଳାଏ ଟଙ୍କା। ପ୍ରଥମେ ଲଟେରୀ ଉଠିଛି କହି ଲୁଟୁଥିଲେ। ପରେ ବ୍ୟାଙ୍କ, ଆଧାର, ପାନ ଆଳ ଦେଖାଇ ଏବେ ମଦ ଡେଲିଭରି ଜରିଆରେ ଲୁଟୁଛନ୍ତି। ଆଜି ପୁଣି ଏକ ଘଟଣା ସାମ୍ନାକୁ ଆସିଛି।…
Read More...

ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲେ ” ମେଁ ଉଇ ହେଲ୍ପ ୟୁ ” ସଂଗଠନ

ଜଗତସିଂହପୁର,୩।୬(ଓଡ଼ିଆ ନ୍ୟୁଜ):କରୋନା ମୁକାବିଲା ପାଇଁ ସାରା ଦେଶରେ ଚାଲିଛି ଲକଡାଉନ | ଏହାର ପ୍ରଭାବରେ ବହୁତ ଗରିବ ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ | ଏହିପରି ଏକ କଠିନ ସମୟରେ କିଛି ଗରିବ ଅସହାୟ ପରିବାରକୁ ସହଯୋଗର ହାତ…
Read More...

ଜଗତସିଂହପୁରରେ ଜୋରଦାର ଚେକିଂ ଆରମ୍ଭ।

ଜଗତସିଂହପୁର,୨/୬(ଓଡ଼ିଆ ନ୍ୟୁଜ): ଓଡ଼ିଶା ପୋଲିସ ଡିଜିଙ୍କ ସୂଚନା ପରେ ଜଗତସିଂହପୁର ସହରରେ ଆରମ୍ଭ ହେଲା ଜୋରଦାର ମାସ୍କ୍ ଚେକିଂ । ସ୍ଥାନୀୟ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଜଗତସିଂହପୁର ଥାନାଧିକାରୀ ରଜନୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଆଜି ଚେକିଂ କରାଯାଇଛି ଓ ଯେଉଁ ମାନେ ମାସ୍କ୍…
Read More...

ରାଜ୍ୟରେ ପୁଣି ୧୪୩ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୨୩୮୮ କୁ ବୃଦ୍ଧି।

ଭୁବନେଶ୍ଵର,୩/୬(ଓଡ଼ିଆ ନ୍ୟୁଜ):ରାଜ୍ୟରେ ଆଜି ପୁଣି ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ୧୪୩ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮ କୁ ବୃଦ୍ଧି ପାଇଛି। । ଆଜି ଚିହ୍ନଟ ହୋଇଥିବା ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ବାରେଣ୍ଟାଇନ…
Read More...

ଲ୍ୟାଣ୍ଡଫଲ୍ କଲା ବାତ୍ୟା ନିସର୍ଗ।

ନୂଆଦିଲ୍ଲୀ, ୩ା୬: ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିସର୍ଗ ଲ୍ୟାଣ୍ଡଫଲ କରିଛି। ଏବେ ବାତ୍ୟା ନିସର୍ଗର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆଲିବାଗ ଅଞ୍ଚଳରେ ଜାରି ରହିଛି ଏହା ଆଗାମୀ ୨ଘଣ୍ଟା ପରେ ଶେଷ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ

ମେଷ:-ଆଜି ଆପଣ ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲାଭବାନ୍‌ ହେବେ। ବିବାଦ ପରିପ୍ରେକ୍ଷୀରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ନିର୍ମାଣ, ଗଣ…
Read More...

ଅନଲକ-୧ ନିୟମାବଳୀର ସ°ଶୋଧନ କଲେ ରାଜ୍ୟ ସରକାର।

ଭୁବନେଶ୍ୱର,୨।୬(ଓଡ଼ିଆ ନ୍ୟୁଜ): ମେ ୩୧ ରେ ଲକଡାଉନ ସରିବା ପରେ ଜୁନ ୧ରୁ ଅନଲକ-୧ ଆରମ୍ଭ କରିଥିଲେ କେନ୍ଦ୍ର ସରକାର। ଏଥିରେ ରାଜ୍ୟ ଗୁଡିକ ପରିସ୍ଥିତି ଅନୁଧ୍ୟାନ କରି ନିୟମ କାନୁନ ଜାରି କରିପାରିବେ ବୋଲି ନିର୍ଦ୍ଦେଶ ଥିଲା।ତେବେ ଓଡିଶାରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ…
Read More...

ଓଡିଆ ସରକାରଙ୍କ କେନ୍ଦ୍ର ଅବହେଳା ଯୁଗ ସରିଲା।

ଭୁବନେଶ୍ୱର : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଅମଳରେ ଯାହାସବୁ ଅନୁଦାନ ଓଡ଼ିଶା ପାଇଛି ତାହା ପୂର୍ବରୁ କେବେ ପାଇ ନଥିଲା। ଏହାସହିତ ଓଡ଼ିଶାର ବହୁ ଯଶସ୍ବୀଙ୍କୁ ଯେଭଳି ପଦ୍ମ ଓ ବିଭିନ୍ନ ସମ୍ମାନ ସହିତ ତିନିଜଣଙ୍କୁ ରାଜ୍ୟପାଳ ପଦ ମର୍ଯ୍ୟାଦା ଦିଆଯାଇଛି ତାହା ଅନ୍ୟ କୌଣସି ସରକାର…
Read More...