banner
Breaking
Monthly Archives

May 2020

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ର ଓ ପାରିବାରିକ କ୍ଷେତ୍ର ଶୃଙ୍ଖଳିତ ରହିବା ସଙ୍ଗକୁ ଅର୍ଥଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କ କଥାଗୁଡିକ ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବ ନାହିଁ । ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ ।…
Read More...

ଜୁନ ସୁଦ୍ଧା ଓଡିଶାରେ ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇପାରନ୍ତି।

ଭୁବନେଶ୍ଵର,୨୨/୫(ବ୍ୟୁରୋ): ମାର୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏହାପରେ ଦ୍ରୁତଗତିରେ ମାଡ଼ି ଚାଲିଛି କରୋନା । ୨ ମାସରେ ରୋଗୀ ସଂଖ୍ୟା ୫୦୦ରେ ପହଞ୍ଚିଥିଲା। ମାତ୍ର ଏହାପରେ ଆଉ ୫୦୦ ସଂକ୍ରମିତ ଠାବ ହୋଇଥିଲେ ମାତ୍ର ୮ ଦିନରେ । ସଂକ୍ରମଣର ଏହି ଦୃତ ପ୍ରଗତି…
Read More...

ମମତାଙ୍କୁ ସହଯୋଗର ହାତ ବଢାଇଲେ ନବୀନ।

ଭୁବନେଶ୍ବର,୨୨/୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ୍‌ ଯୋଗେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ସହିତ ବାତ୍ୟା ଅମ୍ପନ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଅମ୍ପନ ବାତ୍ୟାଜନିତ କ୍ଷୟକ୍ଷତି ସଂପର୍କରେ ପଚାରି…
Read More...

ନବୀନଙ୍କୁ ପ୍ରଶ°ସା କରିବା ସହିତ ୫୦୦ କୋଟି ସହାୟତା ଘୋଷଣା କଲେ ମୋଦି।

ଭୁବନେଶ୍ୱର,୨୨।୫(ଓଡ଼ିଆ ନ୍ୟୁଜ)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ସାମୁଦ୍ରିକ ଝଡ ଅମ୍ଫନ କ୍ଷୟକ୍ଷତି ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୫୦୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ବାତ୍ୟାର ସଫଳ ମୁକାବିଲା ପାଇଁ…
Read More...

ପାକିସ୍ତାନରେ ବିମାନ ଦୁର୍ଘଟଣା ବହୁ ମୃତ୍ୟୁ ଆଶଙ୍କା।

କରାଚି : ପାକିସ୍ତାନର କରାଚି ବିମାନବନ୍ଦର ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୯୮ ଜଣ ଯାତ୍ରୀ ଥିଲେ। ଲାହୋରରୁ କରାଚି ଅଭିମୁଖେ ଯାଉଥିବା ପାକିସ୍ତାନ ଇଣ୍ଟର ନେସନାଲ ଏୟାରଲାଇନସର ପିକେ-୩୦୩ ବିମାନଟି କରାଚି ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।…
Read More...

ଭାରତରେ ୨୪ ଘଣ୍ଟାରେ ୬୦୮୮ ଆକ୍ରାନ୍ତ ୧୪୮ ମୃତ।

ନୂଆଦିଲ୍ଲୀ, ୨୨/୫(ବ୍ୟୁରୋ) :ଭାରତରେ କରୋନା ଭୂତାଣୁ ଦିନକୁ ଦିନ ଚିନ୍ତା ବଢ଼ାଉଛି। ପ୍ରତିଦିନ ୫ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ପ୍ରଥମ ଥର ପାଇଁ ସଂକ୍ରମିତଙ୍କ ଦିନକରେ ୬ ହଜାର ପାର୍‌ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୬୦୮୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪୮…
Read More...

କଟକ ଏସିବିରେ କରୋନା।

କଟକ,୨୨/୫(ଓଡ଼ିଆ ନ୍ୟୁଜ) କଟକ ବଡ଼ ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗୁରୁବାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ଆସିଥିବା ଜଣେ କରୋନା ଆକ୍ରାନ୍ତ ମହିଳା ପ୍ରସବ କରିବା ପରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଆତଙ୍କ ଖେଳିଯାଇଛି। ସମ୍ପୃକ୍ତ ମହିଳାଙ୍କ…
Read More...

ବାତ୍ୟା ସ୍ଥିତି ପରିଦର୍ଶନ ସହ ୧ ହଜାର କୋଟି ଆର୍ଥିକ ସହାୟତା ଘୋଷଣା କଲେ ମୋଦି।

କଲକାତା,୨୨/୫(ଓଡ଼ିଆ ନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅଗ୍ରିମ ୧ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।ସୂଚନା ଅନୁସାରେ, ବାତ୍ୟାର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ…
Read More...

ରାଜ୍ୟରେ ପୁଣି ୮୬ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୧୧୮୯ କୁ ବୃଦ୍ଧି।

ଭୁବନେଶ୍ୱର,୨୨/୫ (ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୮୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଏମାନଙ୍କ ଭିତରୁ ୮୦ଜଣ ସଂଗରୋଧରେ…
Read More...

ମାଟ୍ରିକ ଖାତାଦେଖା ୨୬ ରୁ, ଜୁଲାଇରେ ଫଳ ପ୍ରକାଶ-ମନ୍ତ୍ରୀ

ଭୁବନେଶ୍ବର ,୨୧/୫(ଓଡ଼ିଆ ନ୍ୟୁଜ): ମାଟ୍ରିକ ଖାତା ଦେଖାନେଇ ଗୁରୁବାର ରାଜ୍ୟସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଖାତାଦେଖା ପ୍ରକ୍ରିୟାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କରାଯିବ। ମେ ୨୬ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା…
Read More...