banner
Breaking
Monthly Archives

April 2020

କଳାବଜାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ-ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା : ଲକ୍‌ଡାଉନ୍‌ ସମୟରେ କେତେ ଜଣ କଳାବଜାରୀ ଖୁଚୁରା ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ କଳାବଜାର କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ଖବର ପରିବେଷଣ ପରେ ଖୋର୍ଦ୍ଧା ଜିଲା ପ୍ରଶାସନର ଚେତା ପଶିଛି। ଖୁଚୁରା ବଜାରରେ ଦର ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ବ୍ୟବସାୟୀ ସଂଘ ଆଲୋଚନା କରି…
Read More...

କଟକ ଜିଲ୍ଲାପାଳଙ୍କ ପିତା ଦାମୋଦର ଚଇନୀଙ୍କ ଦେହାନ୍ତ।

କଟକ ,:- ପୂର୍ବତନ ବରିଷ୍ଠ ପ୍ରଶାସକ ତଥା କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପିତା ଦାମୋଦର ଚୟନୀଙ୍କ ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। କଟକ ଜିଲାପାଳଙ୍କ ସରକାରୀ ବାସଭବନରେ ସେ ସକାଳ ୬ଟା ୫୫ ମିନିଟ ସମୟରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ…
Read More...

କରୋନାରେ ପ୍ରଭାବିତ ହେବେ ଭାରତର ୪୦ କୋଟି।

ଜେନେଭା : କରୋନା ଯୋଗୁଁ ଭାରତ ଗୁରୁତର ପ୍ରଭାବିତ ହେବ । ଚଳିତ କ୍ୟାଲେଣ୍ଡର ବର୍ଷର ଦ୍ବିତୀୟ ତ୍ରୟମାସିକରେ ଏହି ଦେଶର ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀମାନେ ଗୁରୁତର କ୍ଷତିଗ୍ରସ୍ତ ହେବେ । କେବଳ ଭାରତରେ ପ୍ରାୟ ୪୦ କୋଟି ଲୋକ ଏହାଦ୍ବାରା ପ୍ରଭାବିତ ହେବେ ବୋଲି…
Read More...

ହିନ୍ଦୁ ମହିଳାଙ୍କୁ ସଂସ୍କାର କଲେ ମୁସ୍‌ଲମାନ। ଭାଇଚାରାର ଜ୍ବଳନ୍ତ ନିଦର୍ଶନ।

ଇନ୍ଦୋର : ସାରା ଦେଶରେ କରୋନା ପ୍ରକୋପ ଜାରି ରହିଥିବାରୁ ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଯେଉଁଠାରେ ଲୋକମାନେ ବାହାରକୁ ବାହାରି ପାରୁ ନାହାନ୍ତି ସେଠାରେ ସାହାଯ୍ୟ ତ ଦୂରର କଥା। କିନ୍ତୁ ଏଭଳି ସ୍ଥିତିରେ ମଧ୍ୟପ୍ରଦେଶ ଇନ୍ଦୋରରେ ମାନବିକତାର ପରିଚୟ…
Read More...

କରୋନା ଆଇ ପି ଏଲ୍ ମ୍ୟାଚ ନୁହେଁ କି ଦିନିକିଆ କ୍ରିକେଟ ନୁହେଁ। ସମାଜର ପ୍ରତିଟି ମଣିଷର ବ୍ୟକ୍ତିଗତ ଓ ସାମୂହିକ ଯୁଦ୍ଧ।…

ଭୁବନେଶ୍ୱର,୧୦ା୪(ଓଡ଼ିଆ ନ୍ୟୁଜ): କରୋନା ସାରା ପୃଥବୀକୁ କବଳିତ କରି ସାରିଲାଣି।ଏଥିରୁ ବାଦପଡିନି ଓଡ଼ିଶା।ସାରା ଓଡିଶା ଲକଡାଉନ୍। ସମସ୍ତ ଓଡିଶାବାସୀ ରାଜ୍ୟ ସରକାରଙ୍କୁ ବିନମ୍ରତାର ସହିତ ସାହାଯ୍ୟ ଓ ସହଯୋଗ କରିଆସୁଛନ୍ତି।ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ…
Read More...

ଅପ୍ରେଲ ୩୦ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବଢିଲା। ମଣିଷ ଜୀବନ ମୁଲ୍ୟବାନ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯।୪(ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଓଡ଼ିଶାର ପ୍ରିୟ ଭାଇ ଓ ଭଉଣୀମାନେ ମୋର ନମସ୍କାର। ଆପଣମାନେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଯେଉଁଭଳି ଭାବେ ସହଯୋଗ ଏବଂ ସମର୍ଥନ ଯୋଗାଇଛନ୍ତି ସେଥିପାଇଁ…
Read More...

କରୋନା ମୁକାବିଲା ପାଇଁ ରାଜ୍ୟ ଆକସ୍ମିକ ପାଣ୍ଠି ୨୦୦୦ କୋଟିକୁ ବୃଦ୍ଧି-ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୯/୪(ଓଡ଼ିଆ ନ୍ୟୁଜ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଓଡ଼ିଶା ଆକସ୍ମିକ ପାଣ୍ଠି ରାଶିକୁ ୧୪୦୦ କୋଟି ଟଙ୍କାରୁ ୨ହଜାର କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏ…
Read More...

ଚୀନକୁ ଫେରିଲା କରୋନା, ଦିନକରେ ୬୩ ନୂଆ ଆକ୍ରାନ୍ତ

ବେଜିଂ: ଏପ୍ରିଲ ଶେଷ ଆଡକୁ ଚୀନକୁ ପୁଣି ଥରେ କରୋନା ଭୂତାଣୁ ଫେରିବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଥିଲେ। ଏହା ପରେ ପ୍ରଥମ କରି ଚୀନରେ ୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ସ୍ଥାନୀୟ ନାଗରିକ ହୋଇଥିବାବେଳେ ଅନ୍ୟ ୬୧ ଜଣ ବିଦେଶରୁ ଫେରିଥିବା ଚୀନ ନାଗରିକ…
Read More...

ଲକଡାଉନ୍ ସମୟରେ ଘରୋଇ ମନ୍ତ୍ର ଦେଲେ ବାଗଚୀ।

ଭୁବନେଶ୍ୱର,୯ା୪(ଓଡ଼ିଆ ନ୍ୟୁଜ) : ଓଡ଼ିଶାରେ ବୁଧବାର ସୁଦ୍ଧା ୪୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେଣୁ ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ରାଜ୍ୟର ମୋଟ ୮ ଜିଲାରେ ସଂକ୍ରମିତ ଥିବା କେତେକ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ…
Read More...

ଆଜି କ୍ୟାବିନେଟ ବୈଠକ। ହୋଇପାରେ ବଡ ଘୋଷଣା।

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ) : ଗୁରୁବାର ପୂର୍ବାହ୍ନ ୧୦.୪୫ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଆଉ କେତେକ ନିଷ୍ପତ୍ତି ଘୋଷଣା କରିବେ। ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ଅନୁଷ୍ଠିତ ହେବ।…
Read More...