banner
Breaking
Monthly Archives

March 2020

ନିର୍ମାଣ ଶ୍ରମିକ ବୋର୍ଡ କର୍ମଶାଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ୱର ,୨/୩(ଓଡ଼ିଆ ନ୍ୟୁଜ) : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅଧୀନରେ ପରିଚାଳିତ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଦ୍ୱାରା ସାରା ରାଜ୍ୟରେ ମାର୍ଚ୍ଚ ୨ ରୁ ୮ ପର୍ଯ୍ୟନ୍ତ ‘ନିର୍ମାଣ ଶ୍ରମିକ ସେବା ସପ୍ତାହ- ୨୦୨୦’ ପାଳନ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଚନ୍ଦ୍ରଙ୍କ ପ୍ରଭାବରେ ସୁବିଧାରେ କାମ ହାସଲ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ଓ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି ପାଇବ ମାତ୍ର ବାଣିଜ୍ୟ,ବ୍ୟବସାୟ ଓ…
Read More...

ମୋ ସରକାରରେ ସାମିଲ ହେଲା ଆଉ ୫ଟି ବିଭାଗ।

ଭୁୁବନେଶ୍ୱର,(ଓଡ଼ିଆ ନ୍ୟୁଜ): ମୋ ସରକାରରେ ସାମିଲ ହେଲା ଆଉ ୫ଟି ବିଭାଗ । ଲୋକସେବା ଭବନରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଙ୍ଗଲ ଏବଂ ପରିବେଶ, ସୂଚନା ଏବଂ ଲୋକସମ୍ପର୍କ, କ୍ରୀଡ଼ା ଏବଂ ଯୁବ ବ୍ୟାପାର, ସଂସ୍କୃତି ଏବଂ ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା…
Read More...

ସମ୍ ଅଲଟିମେଟ ହସ୍ପିଟାଲ ଲୋକାର୍ପିତ।

ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ) : ଭୁବନେଶ୍ୱରଠାରେ ଏକ ଅତ୍ୟାଧୁନିକ ସୁପର ସ୍ପେଶିଆଲିଟି ହସ୍ପିଟାଲ୍‍ ସମ୍‍ ଅଲ୍‍ଟିମେଟ୍‍ ମେଡିକେୟାର୍‍ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‍ ଶାହା ଏବଂ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ତଥା…
Read More...

କଟକ ଭୁବନେଶ୍ୱର ନୂଆ ଟ୍ରେନ।

ଭୁବନେଶ୍ୱର : ଏଣିକି କଟକ-ଭୁବନେଶ୍ବର ଦୈତ୍ୟ ନଗରୀ ମଧ୍ୟରେ ଚାଲିବ ସ୍ବତନ୍ତ୍ର ଟ୍ରେନ୍। ବହୁ ଦିନର ଦାବି ପରେ ବ୍ୟବସାୟିକ ନଗରୀ କଟକ ଓ ପ୍ରଶାସନିକ ନଗରୀ ଭୁବନେଶ୍ବର ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ପୂର୍ବତଟ ରେଲବାଇ ପକ୍ଷରୁ ଘୋଷଣା କରାଯାଇଛି। ଯାତ୍ରୀ ଭିଡ଼ ସମସ୍ୟା ଦୂର…
Read More...

ସଞ୍ଜୟ ଦାଶବର୍ମାଙ୍କୁ ନୂଆ ଦାୟିତ୍ୱ।

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) : ଆଜି ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଦାୟିତ୍ୱ ଦେଇଛନ୍ତି। ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। ନୂଆ ଦାୟିତ୍ୱ ସହ ସଞ୍ଜୟଙ୍କୁ କ୍ୟାବିନେଟ୍‍…
Read More...

କଡାକଡି ହେଲା ମଟର ଯାନ ନିଯମ। ଉଲ୍ଲଙ୍ଘନ ପାଇଁ କେତେ ଫାଇନ୍ ଜାଣନ୍ତୁ।

ଭୁବନେଶ୍ବର, (ଓଡ଼ିଆ ନ୍ୟୁଜ) : ଛଅ ମାସର କୋହଳ ସମୟ ଶେଷ ହେବା ପରେ ଆଜି(ରବିବାର)ଠାରୁ ସଂଶୋଧିତ ମୋଟରଯାନ ଆଇନ ଅନୁସାରେ ଯାଞ୍ଚ କଡ଼ାକଡ଼ି ହୋଇଛି। ଆଉ କୋହଳ କରାଯିବ ନାହିଁ ବୋଲି ପରିବହନ ବିଭାଗ ସ୍ପଷ୍ଟ କରି ଦେଇଛି। ତେବେ ଏଥର ଡ୍ରାଇଭିଂ ଲାଇସେନ୍ସ ଆଉ ଗାଡ଼ିର କାଗଜପତ୍ର ଯାଞ୍ଚକୁ ଅଧିକ…
Read More...