banner
Breaking
Monthly Archives

March 2020

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଚନ୍ଦ୍ର ନିଜ ରାଶିରେ ଅବସ୍ଥାନ କରିଥିବାରୁ ସୁନ୍ଦର ପାରିବାରିକ ଜୀବନ ଓ ସମସ୍ୟାମୁକ୍ତ କର୍ମକ୍ଷେତ୍ର ଯୋଗୁ ମନ ଖୁସୀ ରହିବ । ଶୁକ୍ରଙ୍କ ପ୍ରଭାବରେ ଆର୍ଥିକ ଉନ୍ନତି, ବନ୍ଧୁଗୃହକୁ ଯାତ୍ରା ସକାଶେ ମନ ବଳାଇପାରନ୍ତି । ବାଣିଜ୍ୟ,ବ୍ୟବସାୟ, ପ୍ରତିଯୋଗିତା କ୍ଷେତ୍ରରେ ଆଶାନୁଯାୟୀ…
Read More...

“ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୦

ଭୁବନେଶ୍ୱର, ୫/୩ (ଓଡ଼ିଆ ନ୍ୟୁଜ) : ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା କିଛି ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ଇଂରାଜୀ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ଉତ୍ସବ ୨୦୨୦ ସ୍ଥାନୀୟ ଏକ…
Read More...

ଶ୍ରଦ୍ଧାଙ୍କ ପାଖରେ ରୋମାନ୍ସ ପାଇଁ ସମୟ ନାହିଁ।

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା ଶକ୍ତି କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବାରୁ ବଲିଉଡ୍‌ରେ ଅଭିନୟ କରିବା ପାଇଁ ପିଲାଟି ଦିନରୁ ତାଙ୍କର ଇଛାଥିଲା। ତାଙ୍କ ଅଭିନୀତ ଆଶିକ୍‌-୨…
Read More...

ମହାମାରୀ ରୁପ ନେଲାଣି କରୋନା।

ଦିଲ୍ଲୀ : ବିଶ୍ୱର ୬୭ଟି ଦେଶରେ ୯୦ ହଜାରରୁ ଅଧିକ ଲୋକ କରୋନା ଭୁତାଣୁ ସଂକ୍ରମଣ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-ହୁ ସ୍ପଷ୍ଟ କରିଛି। ସେହିପରି ସାରା ବିଶ୍ୱରେ ଏହି ସଂକ୍ରମଣରେ ଏ ଯାବତ ୩ ହଜାର ୫୬ ଜଣଙ୍କ ମୃତ୍ୟୁ ହୋଇଥିବା ହୁ ରିପୋର୍ଟ ପ୍ରକାଶ କରିଛି। ଇତି ମଧ୍ୟରେ ଚୀନରେ ଗତ ୨୪…
Read More...

କରୋନାକୁ ଭୟ ନକରି ମୁକାବିଲା କରନ୍ତୁ।

ନୂଆଦିଲ୍ଲୀ, : ଭାରତରେ କରୋନା ସଂକ୍ରମଣ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାକୁ ଭୟ ନ କରି ବୁଝି ବିଚାରି ସତର୍କ ରହିଲେ କରୋନାଠାରୁ ଦୂରେଇ ରହିହେବ। କରୋନା ଭୂତାଣୁ, କାଶ, ଛିଙ୍କ, ନିଶ୍ୱାସ ପ୍ରଶ୍ୱାସ ଏବଂ ସଂକ୍ରମିତ ବ୍ୟକ୍ତିଙ୍କୁ ଛୁଇଁବା ଦ୍ୱାରା…
Read More...

ଆମେରିକାରେ ଭୟଙ୍କର ଝଡ । କାର ଉଡିଲା

ଆମେରିକା : ବିଶ୍ୱର ଶକ୍ତିଶାଳୀ ଦେଶ ଆମେରିକାରେ ଭୀଷଣ ଝଡ ହେବା ଫଳରେ ଅନେକ କିଛି ଧ୍ୱଂସ ହୋଇଯାଇଛି । ଏହି ଘୂର୍ଣ୍ଣବଳୟ ଫଳରେ ସେଠାରେ ୨୫ ଲୋକଙ୍କ ମୃତ୍ୟୁ ଘଟିଛି । ଆମେରିକାର ଟେନେସ ରାଜ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବହୁ ସଂଖ୍ୟାର ଲୋକ ମଧ୍ୟ ଆହତ ହୋଇଛନ୍ତି । ଝଡ ସମୟରେ…
Read More...

ବିଜୁ ଜୟନ୍ତୀରେ ମିନି ମାରାଥନ୍।

ଭୁବନେଶ୍ଵର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ। ଏହି ଅବସରରେ ଗୁରୁବାର ସକାଳେ ଭୁବନେଶ୍ଵରରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ପାର୍କଠାରୁ ଗଣଦୌଡ଼ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମଠାରେ…
Read More...

ଦାୟିତ୍ୱ ନେବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସଞ୍ଜୟ।

ଭୁବନେଶ୍ୱର,୩ା/୩ (ଓଡ଼ିଆ ନ୍ୟୁଜ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ସଞ୍ଜୟ ଦାସବର୍ମା ସୋମବାର ଲୋକ ସେବା ଭବନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ର ଅନୁମୋଦନକ୍ରମେ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ସଞ୍ଜୟଙ୍କ ନିଯୁକ୍ତି ସମ୍ପର୍କରେ ଏକ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଚତୁର୍ଥସ୍ଥାନକୁ ଶନିଦୃଷ୍ଟି ଯୋଗୁ ପାରିବାରିକ ସ୍ତରରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। ସତର୍କତା ଅଭାବରୁ ହାତ ମୁଠାରୁ ସୁଯୋଗ ଖସିଯିବାର ଆଶଙ୍କା ରହିଛ। କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବେ ଏବଂ…
Read More...

ଶତରୂପା ସାମ୍ବତ୍ସରିକ ସମାରୋହ ଓ ପ୍ରତିଭା ସମ୍ମାନ।

ଭୁବନେଶ୍ୱର ,୨/୩ (ଓଡ଼ିଆ ନ୍ୟୁଜ) : ଶତରୁପା ସଙ୍ଗୀତ ଓ ସାହିତ୍ୟ ପ୍ରକାଶିକା, ଭୁବନେଶ୍ୱର ‘ସାମ୍ବତ୍ସରିକ ଶତରୁପା ସମାରୋହ ୨୦୨୦’ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମୁଖ୍ୟ…
Read More...