banner
Breaking
Yearly Archives

2019

ଶ୍ରେଷ୍ଠ ପ୍ରଶାସକ ଭାବେ ସମ୍ମାନୀତ ହେଲେ ନିରଞ୍ଜନ ସେଠୀ।

ଭୁବନେଶ୍ୱର,୧୮।୧୨(ଓଡ଼ିଆ ନ୍ୟୁଜ): ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ଶ୍ରେଷ୍ଠ ପ୍ରଶାସକଭାବେ ସମ୍ମାନିତ କରାଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ନିଦ୍ଦେର୍ଶକଙ୍କ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ସକାଶେ ଅଶାନ୍ତି ଅନୁଭବ କରିପାରନ୍ତି। ଫଳରେ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବନାହିଁ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ବରାଦ ମୁତାବକ ଗୃହକୁ ସୌଖୀନ ପଦାର୍ଥ…
Read More...

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ।

ୟ୍ଯ,୧୭।୧୨(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ମହିଳା ବିରୋଧୀ ହିଂସା ବଢ଼ିବାରେ ଲାଗିଛି। ଅପରାଧୀଙ୍କର ପୋଲିସ ପ୍ରତି ଆଉ ଭୟ ନାହିଁ। ଏସବୁ ହିଂସାର ବିଚାର ପାଇଁ ଆନ୍ଧ୍ରପ୍ରଦେଶର ୭୨ଟି, ତାମିଲନାଡ଼ୁରେ ୬୯ଟି, ପଶ୍ଚିମବଙ୍ଗରେ ୮୮ଟି ଓ ମହାରାଷ୍ଟ୍ରରେ ୧୦୦ଟି ଫାଷ୍ଟଟ୍ରାକ୍‌ କୋର୍ଟ ରହିଛି।…
Read More...

ପାୟଲଙ୍କୁ ମିଳିଲା ଜାମିନ।

ଜୟପୁର,୧୭।୧୨: ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗିଙ୍କୁ ମଙ୍ଗଳବାର ଜାମିନ ମିଳିଯାଇଛି। ଦୁଇଟି ମାମଲା ପାଇଁ ୨୫- ୨୫ ହଜାର ଟଙ୍କା ଦାଖଲ କରିବା ପରେ ତାଙ୍କୁ ଜାମିନ ମିଳିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ନେଇ ବିବାଦୀୟ ଟିପ୍ପଣି…
Read More...

ଫେବୃଆରୀ ଦ୍ବିତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା।

କଟକ: ମାଟ୍ରିକ ପାରୀକ୍ଷା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ହୋଇଥାଏ । ମାଟ୍ରିକ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ବିଧିବଦ୍ଧ ଭାବେ ସୂଚନା ଦେବେ। ଗତଥର ଯେଉଁ ପରୀକ୍ଷା କେନ୍ଦ୍ରରେ ସମସ୍ୟା ଥିଲା, ସେସବୁର ଏଥର…
Read More...

ମୋ ସରକାରରେ ସାମିଲ ହେଲା ମିଶନ ଶକ୍ତି।

ଭୁବନେଶ୍ୱର,୧୭ ।୧୨(ଓଡ଼ିଆ ନ୍ୟୁଜ): ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେଲା ମିଶନ ଶକ୍ତି । ମହିଳା ଶିଶୁ କଲ୍ୟାଣ ବିଭାଗ ଅଧୀନରେ ଆସୁଛିି ମିଶନ ଶକ୍ତି । ଏନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହିଳା ଶିଶୁ…
Read More...

ନାଲକୋର ସିଏମଡି ହେଲେ ଶ୍ରୀଧର ପାତ୍ର

ଭୁବନେଶ୍ବର,୧୭/୧୨(ଓଡ଼ିଆ ନ୍ୟୁଜ): ନାଲ୍‌କୋର ଅର୍ଥ ନିର୍ଦ୍ଦେଶକ ଶ୍ରୀଧର ପାତ୍ର କମ୍ପାନିର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ପାତ୍ରଙ୍କ ନିଯୁକ୍ତିକୁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ମଞ୍ଜୁରି ପ୍ରଦାନ କରିଛି।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଶୁକ୍ର କର୍ମସ୍ଥାନସ୍ଥ ଯୋଗୁ ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା ସକାଶରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ବିବାଦୀୟ ଘଟଣାରେ କୈାଣସି ପକ୍ଷ ସମର୍ଥନ କରିବା ଠିକ୍‌ ହେବ ନାହିଁ। ଚଳଚ୍ଚିତ୍ର,…
Read More...

ନାଚ ଗିତରେ ଝୁମିଲେ ଜନସାଧାରଣ,ଚନ୍ଦ୍ରଶେଖରପୁର ଷ୍ଟ୍ରିଟମଜା ର ଚତୁର୍ଥ ଦିବସ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ଅଥଲେଟ ଆସୋସିଏସନ ତରଫରୁ ଆରମ୍ଭ ହୋଇଥିବା ଷ୍ଟ୍ରିଟ ମଜାର ଆଜିଥିଲା ଚତୁର୍ଥ ଦିବସ । ବିଶେଷ ଆକର୍ଷଣ ଭାବେ ଆଜି ଓଡିଶୀ ନାଚ ଓ ମର୍ଡନ ଡ୍ୟାନ୍ସ ସମସ୍ତଙ୍କ ମନମୁଗ୍ଧ କରିବା ସହିତ ପଥଚାରିଙ୍କୁ ବାନ୍ଧି ରଖିଥିଲା । ପେଟ୍ରୋଲ ପମ୍ପଠାରୁ ଡମଣା ଛକ…
Read More...

ମା କାଳୀ କୁ ହରାଇ ସହିଦନଗର ଚମ୍ପିୟାନ। ଅଜିତ ମେମୋରୀଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ।

ଭୁବନେଶ୍ୱର,୧୬/୧୨(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁରର ବିଡିଏ କଲୋନୀ ଠାରେ ଅନୁଷ୍ଠିତ ଅଜିତ ମେମୋରୀଆଲ ଦିବାରାତ୍ର ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ବରଗଡ ମା କାଳୀ କ୍ରିକେଟ ଟିମକୁ ହରାଇ ସହିଦନଗର ଚମ୍ପିୟାନ ହୋଇଛି। ବିଡିଏ ୟୁଥକ୍ଲବ ପକ୍ଷରୁ ଶନିବାର ଠାରୁ ଏହି…
Read More...