banner
Breaking
Yearly Archives

2019

ପୁଣି ପାକିସ୍ତାନୀ ହନି ଟ୍ରାପରେ ଭାରତୀୟ ଜବାନ।

ପାଟନା,୨୩।୧୦: ପୁଣି ପାକିସ୍ତାନୀ ହନି ଟ୍ରାପରେ ଭାରତୀୟ ଜବାନ। ସୁନ୍ଦରୀ ଯୁବତୀଙ୍କୁ ଅସ୍ତ୍ର କରି ଭାରତର ଗୁପ୍ତ ତଥ୍ୟ ନେଉଛି। ବିହାର ଦାନାପୁରରେ ଜଣେ ଯବାନଙ୍କଠାରୁ ଦେଶର ବହୁ ଗୁପ୍ତ ତଥ୍ୟ ଜଣେ ମହିଳା ସଂଗ୍ରହ କରିନେଇଛନ୍ତି। ଦାନାପୁରରେ ମୁତୟନ ଥିବା ଯବାନ୍‌ ସୁରଜିତ୍‌ ସିଂ ଝାଡ଼ଖଣ୍ଡର…
Read More...

ପାକିସ୍ତାନର ନିଦ ହଜାଇଦେଲେ ସେନା ମୁଖ୍ୟ। ଏଥର ଖାଲି ଗୁଳି ଫୁଟିବ

ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଆତଙ୍କବାଦ ବିରୋଧୀ ଅପରେଶନ୍‌ ସମ୍ପର୍କରେ ଡିଜିପି ଦିଲ୍‌ବାଗ ସିଂ ଚେତାବନୀ ଦେଇଛନ୍ତି। ସେ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ବନ୍ଧୁକ ଉଠାଇଲେ କେବଳ ମୃତ୍ୟୁ ହିଁ ମିଳିବ। ଜମ୍ମୁ-କଶ୍ମୀରରେ ଶାନ୍ତିର ପରିବେଶ ସୃଷ୍ଟି କରିବା…
Read More...

ବର୍ଷାକୁ ଖାତିର କଲେ ନାହିଁ ନେତା ଓ କର୍ମୀ । ଚନ୍ଦ୍ରଶେଖରପୁରରେ ବିଜେଡିର ଜନ ସଂପର୍କ ପଦଯାତ୍ରା

ଭୁବନେଶ୍ୱର, ୨୩/୧୦(ଓଡ଼ିଆ ନ୍ୟୁଜ) ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଓ ଉତ୍ତର ବିଧାୟକ ଏବଂ ୮ନଂ ୱାଡର କର୍ପୋରେଟର ମୋନାଲିସା ସାହୁଙ୍କ ସାଙ୍ଗଠନିକ ଦକ୍ଷତା ଆଗରେ ହାର ମାନିଲା ବର୍ଷା, ଯୋଗ ଦେଲେ ହଜାର ହଜାର ନେତା ଓ କର୍ମୀ । ଯେତେ ଯୋର ବର୍ଷା ସେତେ ଜୋର ଶୁଭୁଥିଲା ଜୟ ନବୀନ,…
Read More...

ନଦୀକୁ ଡେଇଁଥିବା ଯୁବକର ଶବ ଉଦ୍ଧାର।

ତ୍ରିଶୁଳିଆ, ୨୩।୧୦ (ଓଡ଼ିଆ ନ୍ୟୁଜ): ତ୍ରିଶୁଳିଆ ନିକଟରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ଉପରୁ କାଠଯୋଡ଼ି ନଦୀକୁ ଡେଇଁ ପଡିଥିବା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୀର୍ଘ ୧୮ ଘଣ୍ଟା ପରେ ତାଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ମୃତ ଯୁବକଙ୍କ ନାମ ଦେବବ୍ରତ…
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଲୋକଙ୍କ ସହିତ ରୁହ,ପିଲାଙ୍କ ସହିତ ଖାଅ। ମନ୍ତ୍ରୀ ମାନେ ରାଜକୀୟ ଖାଦ୍ୟ ଛାଡି ଖାଇବେ ଭାତ…

ଭୁବନେଶ୍ୱର, ୨୩/୧୦(ଓଡ଼ିଆ ନ୍ୟୁଜ): ମନ୍ତ୍ରୀମାନେ ଜିଲ୍ଲା ଗ୍ରସ୍ତ ସମୟରେ ଖାଇପାରିବେ ନାହିଁ ରାଜକୀୟ ଖାଦ୍ୟ।ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସମୟରେ ଅଲଗା ଅଲଗା କାର୍ଯ୍ୟରେ ମନ୍ତ୍ରୀମାନେ ଜିଲା ଗସ୍ତ କରିବା ସମୟରେ ବାହାରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ-ଆକସ୍ମିକ ସମସ୍ୟାଜନିତ ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି। ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ…
Read More...

ଚୁଲବୁଲି ନାୟିକା ପରିଣିତି ଚୋପ୍ରାଙ୍କର ଆଜି ଜନ୍ମଦିନ।

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ପରିଣିତି ଚୋପ୍ରା ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏବେକାର ପ୍ରାୟ ସବୁ ନାୟିକାଙ୍କ ମଧ୍ୟରେ ପରିଣିତିଙ୍କ ଶିକ୍ଷାଗତ ଯୋଗ୍ୟତା ସବୁଠାରୁ ଅଧିକ ବୋଲି କୁହାଯାଏ। କେବେବି ଅଭିନୟ କରିବା କଥା ଚିନ୍ତା କରି ନ ଥିବା ପରିଣିତି କିନ୍ତୁ ସମୟ ଚକ୍ରରେ ପଡି…
Read More...

୪ଟି ଜିଲ୍ଲା ପରିଷଦ ଆସନ ପାଇଁ ନଭେମ୍ବର୨୭ରେ ହେବ ଉପନିର୍ବାଚନ।

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟର ୪ ଜିଲା ପରିଷଦ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଛତ୍ରପୁର, ଦାନଗଦି, ପଟ୍ଟାଙ୍ଗୀ ଏବଂ ଦଶରଥପୁର ପାଇଁ ଏହି ଉପନିର୍ବାଚନ ହେବ। ସେହିପରି ୧୭ ସରପଞ୍ଚ, ୨୧ ସମିତିସଭ୍ୟ, ୩୦୩ ଓ୍ବାର୍ଡମେମ୍ବର ପାଇଁ ମଧ୍ୟ ଉପନିର୍ବାଚନ କରାଯିବ। ନଭେମ୍ବର ୨୭ରେ…
Read More...

୧୨ବଲରେ ୧ରନ୍ କରି ୨ଓ୍ବିକେଟ ହରାଇ ହାରିଲା ଦକ୍ଷିଣ ଆଫ୍ରିକା। ଭାରତର କ୍ଲିନ ସୁଇପ୍

ରାଞ୍ଚି,୨୨।୧୦: ଆଉ ଏକ ବୃହତ ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ। ଝାଡଖଣ୍ଡ କ୍ରିକେଟ ଆସୋସିଏସନ (ଜେଏସସିଏ) ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟର ଚତୁର୍ଥ ଦିବସରେ ଭାରତ ଭ୍ରମଣକାରୀ ଦଳକୁ ଇନିଂଶ ଏବଂ ୨୦୨ ରନ୍‌ ପରାସ୍ତ କରିଛି। ଫଳରେ ଦକ୍ଷିଣ ଆଫ୍ରିକା…
Read More...

ଦୀପାବଳି ଧୋଇଦେଇ ପାରେ ବର୍ଷା। ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା।

ଭୁବନେଶ୍ୱର,୨୨/୧୦ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛ। ଘୂର୍ଣ୍ଣିବଳୟ ପ୍ରଭାବରେ ହେବାକୁ ଥିବା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସ୍ଥିତିର ମୁକାବିଲା ପାଇଁ…
Read More...