banner
Breaking

ପାକିସ୍ତାନର ନିଦ ହଜାଇଦେଲେ ସେନା ମୁଖ୍ୟ। ଏଥର ଖାଲି ଗୁଳି ଫୁଟିବ

0

ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀରରେ ଜାରି ରହିଥିବା ଆତଙ୍କବାଦ ବିରୋଧୀ ଅପରେଶନ୍‌ ସମ୍ପର୍କରେ ଡିଜିପି ଦିଲ୍‌ବାଗ ସିଂ ଚେତାବନୀ ଦେଇଛନ୍ତି। ସେ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ବନ୍ଧୁକ ଉଠାଇଲେ କେବଳ ମୃତ୍ୟୁ ହିଁ ମିଳିବ। ଜମ୍ମୁ-କଶ୍ମୀରରେ ଶାନ୍ତିର ପରିବେଶ ସୃଷ୍ଟି କରିବା ସୁରକ୍ଷାକର୍ମୀଙ୍କ ମୁଖ୍ୟ ଲକ୍ଷ୍ୟ ଥିବାବେଳେ ଏହି କାର୍ଯ୍ୟରେ ବାଧାଦେଲେ ମୃତ୍ୟୁ ମିଳିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମିଳିତ ସୁରକ୍ଷାକର୍ମୀଙ୍କ ଯୋଜନାବଦ୍ଧ ଆତଙ୍କବାଦ ବିରୋଧୀ ରଣନୀତି ଦ୍ୱାରା ଇତିମଧ୍ୟରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସଂଖ୍ୟା ଧୀରେଧୀରେ କମିବାରେ ଲାଗିଛି। ଏହାକୁ ନେଇ ପାକିସ୍ତାନ ଆର୍ମି ସହିତ ଆଇଏସ୍‌ଆଇର ଚିନ୍ତା ବଢ଼ିବାରେ ଲାଗିଛି।

Khansweb Solution Bhubaneswar

Leave A Reply

Your email address will not be published.