banner
Breaking
Yearly Archives

2019

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ପୂର୍ବରୁ ସ୍ଥିରୀକୃତ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ଜଣେ ପ୍ରିୟ ବନ୍ଧୁ ମାର୍ଗଦର୍ଶକ ସାଜିପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବାକୁ ଚେଷ୍ଟାକରିବେ। ପରିବହନ, ବ୍ୟବସାୟ,…
Read More...

ଧର୍ମୀୟ ନେତାଙ୍କ ଅଯୋଧ୍ୟା ମାମଲାରେ ବିବ୍ରତ ନହେବାକୁ ଅନୁରୋଧ।

ଲକ୍ଷ୍ନୌ,୨ା୧୧: ଅଯୋଧ୍ୟା ଜମି ବିବାଦ ମାମଲା ରାୟ ଖୁବ୍‌ଶୀଘ୍ର ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ଜନସାଧାରଣଙ୍କୁ ଶାନ୍ତ ରହିବା ପାଇଁ ବିଭିନ୍ନ ହିନ୍ଦୁ ଓ ମୁସଲମାନ ସଂଗଠନ ଏବଂ ଧର୍ମୀୟ ନେତାମାନେ ଆହ୍ବାନ ଦେଇଛନ୍ତି। ସାମ୍ପ୍ରଦାୟିକ ସଦ୍‌ଭାବନା ବଜାୟ ରଖିବା ଲାଗି ଶୁକ୍ରବାର ନମାଜ…
Read More...

କ୍ରାନ୍ତିବୀର ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କ୍ରମରେ ଶିଖରଚଣ୍ଡୀ ମନ୍ଦିର ସଫେଇ ।

ଭୁବନେଶ୍ୱର, ୨/୧୧ : କ୍ରାନ୍ତିବୀର ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କ୍ରମରେ ଆଜି ଶିଖରଚଣ୍ଡୀ ମନ୍ଦିର ଚତୁଃପାର୍ଶ୍ୱ ସଫା କରାଯାଇଛି । ଏଥିରେ ମନ୍ଦିର ଆଖପାଖ ପରିସରଗୁଡ଼ିକ ସଫାସୁତୁରା ରଖିବା ସହ ଆମର ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ମର୍ଯ୍ୟାଦା ରକ୍ଷା କରିବା ପାଇଁ ସ୍ଥାନୀୟ…
Read More...

ଟୋକିଓ ଅଲମ୍ପିକ ପାଇଁ ଭାରତୀୟ ହକି ଟିମର ଯୋଗ୍ୟତା ଅର୍ଜନ। ଶୁଭେଚ୍ଛା ଜଣାଇଲେ ନବୀନ

ନୂଆଦିଲ୍ଲୀ,୨ ।୧୧: ଟୋକିଓ ଅଲିମ୍ପିକରେ ସାମିଲ ହେବା ପାଇଁ ଯୋଗ୍ୟତା ଅର୍ଜନ କଲା ଭାରତୀୟ ମହିଳା ହକି ଦଳ । ଦ୍ୱିତୀୟ ମ୍ୟାଚରେ ପରାସ୍ତ ସତ୍ୱେ ଅଲିମ୍ପିକ ଖେଳିବ ଭାରତ । ଆମେରିକା ସହ ୨ଟି ମ୍ୟାଚରେ ଅଧିକ ଗୋଲ୍ ପାଇଁ ଭାରତ ବିଜୟୀ ହୋଇଛି । ୨ଟି ମ୍ୟାଚରେ ଭାରତର ୬ଟି ଗୋଲ୍ ହୋଇଥିବା ବେଳେ…
Read More...

ଖୋର୍ଦ୍ଧାରେ ବଗିରୁ ଅଲଗା ହେଲା ଇଞ୍ଜିନ ଯାତ୍ରୀ ସୁରକ୍ଷିତ।

ଖୋର୍ଦ୍ଧା,୨ ।୧୧(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱର-ଶିକନ୍ଦରାବାଦ-ବିଶାଖା ଏକ୍ସପ୍ରେସରେ ଘଟିଛି ଅଭାବନୀୟ ଘଟଣା ଇଞ୍ଜିନରୁ ଅଲଗା ହୋଇଛି ବଗି। ଟ୍ରେନରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ଶିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ…
Read More...

ସେବା ଆଳରେ ୪ ଲକ୍ଷରୁ ଉର୍ଦ୍ଧ୍ବ ଲୁଟି ଫାର୍ମାସିଷ୍ଟ ଗିରଫ।

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ବିଶ୍ୱାସରେ ବିଷ ଦେଇ ଜଣେ ବୃଦ୍ଧାଙ୍କ ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଚୋରି ଅଭିଯୋଗରେ ନୟାଗଡ ଜିଲାର ମାନସ ରଞ୍ଜନ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ…
Read More...

ଭବିଷ୍ୟତ ଅଲମ୍ପିଆନ କିସରେ ଅଛନ୍ତି-କେନ୍ଦ୍ରମନ୍ତ୍ରୀ ରିଜିଜୁ।

ଭୁବନେଶ୍ୱର,୨ା୧୧(ଓଡ଼ିଆ ନ୍ୟୁଜ): ଅଲିମ୍ପିକ୍ସରେ ଜନଜାତି ଛାତ୍ରୀଛାତ୍ରଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱ ବହନ କରିବ। ଭାରତରେ ପ୍ରତିଭାର ଅଭାବ ନାହିଁ। ଦେଶର ଗ୍ରାମାଞ୍ଚଳରେ ବହୁ କ୍ରୀଡା ପ୍ରତିଭା ଲୁକ୍କାୟିତ ଭାବେ ରହିଛନ୍ତି। ଏହି ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାକୁ ହେଲେ ଆମକୁ ଉପଯୁକ୍ତ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସମସ୍ୟା ଭିତରେ ଗତି କରିବେ। ଛୋଟ ଘଟଣାରେ ବନ୍ଧୁ ସମ୍ପର୍କ ଫିକା ପଡ଼ିଯିବ ଏବଂ ଯାନବାହନରେ ଅସୁବିଧାର ସମ୍ମୁଖୀନ ହେବେ। ଭଲ ସମ୍ପର୍କ ନ ଥିବା ହିତଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ । ପ୍ରଶାସନ,ପ୍ରକାଶନ, ଅଧ୍ୟୟନ, ଅଧ୍ୟାପନା ଓ ସାହିତ୍ୟ, ଗବେଷଣା କ୍ଷେତ୍ରରୁ ଶୁଭଫଳ ମିଳିବ ।…
Read More...

ବିରୋଧିଙ୍କୁ ଜନସେବାର ମାନେ ବୁଝାଇଦେଲେ ଜନପ୍ରିୟ ମୁଖ୍ୟମନ୍ତ୍ରୀ। ସ୍ବର୍ଗଦ୍ବାରରୁ ଉଠିବ ବିଜୁବାବୁଙ୍କ ସମାଧି।

ପୁରୀ,୧ ।୧୧(ଓଡ଼ିଆ ନ୍ୟୂଜ): ବିରୋଧୀଙ୍କୁ ଶିକ୍ଷା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବର୍ରଦ୍ଵାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧିକୁ ନେଇ ବାରମ୍ବାର ସମାଲୋଚନା କରୁଥିବା ନେତାଙ୍କୁ ଲାଗିଛି ଶକ୍ତ ଧକ୍କା।ନିଜ ପିତାଙ୍କ ସମାଧିକୁ ଉଠାଇ ଜନସେବାର ମାନେ ବୁଝାଇ ଦେଇଛନ୍ତି ଜନପ୍ରିୟ…
Read More...

ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେଉ-କ°ଗ୍ରେସ

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ କଂଗ୍ରେସ ଜୋର୍‌ଦାର ବର୍ଷିଛି। ଏହି ଘଟଣାକୁ ନେଇ ଭାଜପା ବାରମ୍ବାର ଆନ୍ଦୋଳନ କରୁଥିବା ବେଳେ…
Read More...