banner
Breaking
Yearly Archives

2019

ଚିଙ୍ଗୁଡ଼ି ପ୍ଲାଣ୍ଟରୁ ଗ୍ୟାସ ଲିକ୍ ବହୁ ଲୋକ ଅସୁସ୍ଥ।

ବାଲେଶ୍ୱର,୧୪।୧୧(ଓଡ଼ିଆ ନ୍ୟୁଜ)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍‌କନ କମ୍ପାନୀର ଚିଙ୍ଗୁଡ଼ିି ପ୍ରୋସେସିଂ ପ୍ଲାଣ୍ଟରେ ବୁଧବାର ରାତି ପ୍ରାୟ ୯ଟା ବେଳେ କ୍ଲୋରିନ ଗ୍ୟାସ୍‌ ଲିକ୍‌ ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକ ଅସୁସ୍ଥ ହୋଇପଡିଛନ୍ତି। ଗ୍ୟାସ୍‌ ଲିକ୍‌…
Read More...

ଆଜି ଖୋଲିବ ବିଡିଏ ନିକୋପାର୍କ।

ଭୁବନେଶ୍ବର,୧୪/୧୧:ସାମୁଦ୍ରିକ ଝଡ଼ ଫଣି ପ୍ରଭାବରେ ବିଡିଏ ନିକୋପାର୍କ ଛାରଖାର ହୋଇଯାଇଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପାର୍କକୁ ହାତକୁ ନେଇ ସଜାଡ଼ିଛି ବିଡିଏ। କାମ ସରିଥିବାରୁ ଗୁରୁବାର ଅପରାହ୍ଣ ସାଢ଼େ ୩ଟାରେ ପାର୍କ ସର୍ବସାଧାରଣଙ୍କ ପାଇଁ ଖୋଲିବ ବୋଲି ବିଡିଏ ପକ୍ଷରୁ ସୂଚନା…
Read More...

ମୋ ସ୍କୁଲ ଆପ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବର : ‘ମୋ ସ୍କୁଲ’। ବିଦ୍ୟାଳୟର ବିକାଶରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ୨୦୧୭ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ପଦକ୍ଷେପ ନେଇଥିଲେ। ଲକ୍ଷ୍ୟ ଥିଲା, ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସ୍କୁଲର ବିକାଶ ସହ ଯୋଡ଼ିବା। ଏଥିରେ ପୁରାତନ ଛାତ୍ରଛାତ୍ରୀ…
Read More...

ବ୍ଲଡ କ୍ୟାନସର ଲକ୍ଷଣ ଜାଣନ୍ତୁ। ସାବଧାନ ରୁହନ୍ତୁ ।

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟପେୟର ଅନିୟମିତତା ଶରୀରରେ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ । ଏହି ରୋଗମାନଙ୍କ ଭିତରେ ଲ୍ୟୁକେମିୟା ଅର୍ଥାତ୍ ବ୍ଲଡ୍ କ୍ୟାନ୍ସର ଅନ୍ୟତମ । ଦେଶର ଅଧିକାଂଶ ଲୋକ ବର୍ତ୍ତମାନ ଏହି ରୋଗରେ ପୀଡିତ । ଏହା ଯେକୌଣସି ବୟସରେ ହୋଇଥାଏ କିନ୍ତୁ ୩୦ ବର୍ଷରୁ ଉର୍ଦ୍ଧ୍ବ…
Read More...

କେବିସି ହଟ୍ ସିଟରେ ୧୫ ତାରିଖ ଶୁକ୍ରବାର ବସିବେ ଅଚ୍ୟୁତ ସାମନ୍ତ।

ଭୁବନେଶ୍ୱର, ୧୩ା୧୧- ସୋନି ଟିଭିରେ ପ୍ରସାରିତ ରିୟଲିଟି ଶୋ’ କୌନ ବନେଗା କରୋଡପତି (କେବିସି)ରେ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ଭାଗ ନେଇଛନ୍ତି। ଆସନ୍ତା ୧୫ ତାରିଖ ଶୁକ୍ରବାର ରାତି ୯ଟାରେ ଏହା ପ୍ରସାରିତ ହେବ। ଏକ ସ୍ପେଶାଲ ଏପିସୋଡ ‘କର୍ମବୀର’ରେ ଅଚ୍ୟୁତଙ୍କ ସହ ବଲିଉଡ ଅଭିନେତ୍ରୀ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଟିକିଏ ଟିକିଏ କଥାରେ ଅଯଥା ଭାବପ୍ରବଣ ହେଲେ ନିଜ ପାଇଁ ତାହା କ୍ଷତିର କାରଣ ହେବ । ଶିଳ୍ପ, ବ୍ୟବସାୟ ,ବାଣିଜ୍ୟରେ ମାଲପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ କିନ୍ତୁ ସମୟାନ୍ତରେ ସମାଧାନ ମଧ୍ୟ ହୋଇଯିବ । ବୃଷ:-ଗତକାଲି ଠାରୁ ଯାହା…
Read More...

ପୁରୁଣା ଭୁବନେଶ୍ୱରରେ ବୋଇତ ବନ୍ଦାଣ ଉତ୍ସବ।

ଭୁବନେଶ୍ୱର, ୧୩।୧୧(ଓଡ଼ିଆ ନ୍ୟୁଜ):ଓଡ଼ିଶାର ଗୌରବମୟ ନୌ-ବାଣିଜ୍ୟ ଇତିହାସକୁ ଉଜ୍ଜୀବିତ କରି ରଖିବା ପାଇଁ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ବିନ୍ଦୁସାଗରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ଥିଲା। ବିଜ୍ଞାନ ଓ କାରିଗରି, ସାଧାରଣ ଉଦ୍ୟୋଗ ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ…
Read More...

ନାସାରେ ଚହଳ ପକାଇଲେ ଓଡ଼ିଆ ଝିଅ ନାରାୟଣୀ।

ଭୁବନେଶ୍ୱର ୧୩/୧୧: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ବୈଜ୍ଞାନିକ ହେଲେ ଓଡ଼ିଆ ଝିଅ ଓଁ ନାରାୟଣୀ । ଘରେ ସ୍ନେହରେ ସମସ୍ତେ ଇସା ବୋଲି ଡାକୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଝିଅ ନିଜ ଜିଲ୍ଲା ପାଇଁ ଏବେ ଗୌରବ ଆଣି ପାରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକ୍‌…
Read More...

ହସରେ କମ୍ପିଲା ବିଧାନସଭା ପ୍ରଥମ ଅଧିବେଶନ।

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଆପଣମାନେ ଖୁସି ତ। ମୁଁ ବି ଖୁସି। ମୁଖ୍ୟମନ୍ତ୍ରୀଙ୍କ ଏହି ଉକ୍ତିକୁ ନେଇ ବୁଧବାର ବିଧାନସଭାରେ ଏକ ହସର ପସରା ଖୋଲିଥିଲା। ସବୁ ବିଧାୟକ ଏକାସାଙ୍ଗରେ ହସି ଉଠିଥିଲେ। ଷୋଡଶ ବିଧାନସଭା ଦ୍ୱିତୀୟ ଅଧିବେଶନ ବୁଧବାରଠାରୁ ଆରମ୍ଭ ହୋଇଛି।ପ୍ରଥମ ଦିବସ ଥିବାରୁ ଉଭୟ…
Read More...

ଭୁବନେଶ୍ୱର ବାଲିଯାତ୍ରା ଉଦଘାଟିତ।

ଭୁବନେଶ୍ୱର : ଜରିପାଟଣାସ୍ଥିତ କୁଆଖାଇ ନଦୀପଠାରେ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ଜନମାନସରେ ଉଜ୍ଜୀବିତ ରଖିବାରେ ଆୟୋଜକ ଅନୁଷ୍ଠାନର ଏପରି…
Read More...