banner
Breaking
Yearly Archives

2019

ଭାରତ ଜିତିଲା ଟି ୨୦ ମ୍ୟାଚ।

ହାଇଦରାବାଦ : ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚରେ କୋହଲି ଓ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ୬ୱିକେଟରେ ବିଜୟୀ ହୋଇଛି।
Read More...

ହାଇଦ୍ରାବାଦ ଗଣବଳତ୍କାର ୪ ଅଭିଯୁକ୍ତ ଏନକାଉଣ୍ଟରରେ ମୃତ୍ୟୁ।

ହାଇଦ୍ରାବାଦ,୬/୧୨: ଶେଷରେ ସମସ୍ତଙ୍କୁ ମିଳିଛି ନ୍ୟାୟ।ପିଡୀତଙ୍କ ଅମର ଆତ୍ମାକୁ ମିଳିଛି ଶାନ୍ତି। ଏନକାଉଣ୍ଟରରେ ସମସ୍ତ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳିଦେବା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ଚେତନାପାଲି ଓଭରବ୍ରିଜ୍‌…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ ମନ ବିଭ୍ରାନ୍ତ ହେବ। ଅବଶ୍ୟ ନିଜର ଉଦାରତା ଗୁଣରୁ ଅନୁନୟ ବିନୟର ସହ ସାହାଯ୍ୟ ମାଗୁଥିବା ଲୋକଟିକୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସାହିତ୍ୟ, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ବୃଷ:-ଚନ୍ଦ୍ର ପ୍ରଭାବରେ…
Read More...

ଓଡିଶାରେ ଅଧିକ କ୍ରିକେଟପ୍ରମୀ ଦୁଇ ଘଣ୍ଟାରେ ଶେଷହେଲା ଅନ୍ ଲାଇନ୍ ଟିକେଟ।

କଟକ,୫/୧୨: ଓଡିଶାରେ କ୍ରିକେଟର ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି। ଆସନ୍ତା ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ-ୱେଷ୍ଟଇଣ୍ଡିଜ ବିପକ୍ଷ ୩ୟ ଦିନିକିଆ ମ୍ୟାଚ୍ । ଆଜି ମ୍ୟାଚ୍ ପାଇଁ ଅନଲାଇନରେ ଟିକଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ଏକ ଘଣ୍ଟାରେ ସମସ୍ତ ଟିକଟ…
Read More...

ଆସନ୍ତା କାଲିଠାରୁ ଭାରତ ୱେଷ୍ଟେଣ୍ଡିଜ T 20 ସିରିଜ।

ହାଇଦ୍ରାବାଦ: ଆସନ୍ତାକାଲିଠୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ଆରମ୍ଭ କରିବ ଭାରତ। ଆସନ୍ତାକାଲି ସନ୍ଧ୍ୟା ୭ଟାରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତଜାର୍ତୀୟ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ବିଶ୍ବକପ୍ ପୂର୍ବରୁ ଭାରତ ରଣନୀତି ପ୍ରସ୍ତୁତ…
Read More...

ଦୁଇଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ।

ନୂଆଦିଲ୍ଲୀ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୭ ଡିସେମ୍ବର ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବେ। ଏହାପରେ ବିମାନବନ୍ଦରରୁ…
Read More...

ଓଡିଶାରେ ନିର୍ମିତ ହେବ ସିନଗ୍ୟାସ ପ୍ଲାଣ୍ଟ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୫/୧୨: ଏଫଆଇସିସିଆଇ ପକ୍ଷରୁ ନୂଆଦିଲ୍ଲୀ ଠାରେ ଆୟୋଜିତ ଭାରତ ଗ୍ୟାସ ଭିତିଭୂମି ସମ୍ମିଳନୀରେ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ଦେଶରେ ପ୍ରଥମ ଥର ପାଇଁ କୋଇଲାରୁ ସିନ୍‍ଗ୍ୟାସ୍‍ ବନାଯିବାର ଯୋଜନା ରହିଛି। ଦେଶର ଅଧିକ ପାଉଁଶ…
Read More...

ଖଣ୍ଡଗିରି ବଳତ୍କାର ଘଟଣାର ତଦାରଖ କଲେ ମହିଳା କମିଶନର।

ଭୁବନେଶ୍ଵର,୫।୧୨ (ବ୍ୟୁରୋ) ରାଜଧାନୀର ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯିବା ଘଟଣାରେ ମହିଳା କମିଶନଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଗୁରୁବାର ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଖଣ୍ଡଗିରି ଥାନାରେ ପହଞ୍ଚି ମାମଲା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସହିତ…
Read More...

ଆରଟିଓ ମଧ୍ୟସ୍ଥ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।

ଭୁବନେଶ୍ୱର,୫ ।୧୨(ଓଡ଼ିଆ ନ୍ୟୁଜ): ନୂଆ ମଟରଯାନ ଆଇନ ଲାଗୁ ହେବା ପରେ ଲୋକେ କାଗଜପତ୍ର କାମ ପାଇଁ ନାହିଁ ନଥିବା ହଇରାଣ ହୋଇଥିଲେ ଠିକ ଏତିକି ବେଳେ ରାଜ୍ୟ ସରକାର ଆରମ୍ଭ କରିଥିଲେ ଦଲାଲ ହଟାଓ ଅଭିଯାନ କାହାକୁ ବାନ୍ଧି ଥିଲେ ତ ଆଉ କାହାର ଘର ଭାଙ୍ଗି ଦେଇଥିଲେ। ଯାହାଙ୍କୁ ଦଲାଲ ବୋଲି…
Read More...

କାଳିଆ ସହିତ ମିଶିବ କିଷାନ ଯୋଜନା-ଅରୁଣ ସାହୁ।

ଭୁବନେଶ୍ୱର,୫ ।୧୨(ଓଡ଼ିଆ ନ୍ୟୁଜ): ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମିଶିବାକୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ଚାଲିଥିଲା । ଏହି ମିଶ୍ରଣକୁ ନେଇ ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ କିଷାନ ଓ…
Read More...