ମୁଖ୍ୟମନ୍ତ୍ରୀଙ୍କ ଦଲାଲ ହଟାଓ ଗରିବ ବଞ୍ଚାଓ ଅଭିଯାନ, ଧରାହେଲେ ୩୦
ଭୁବନେଶ୍ବର,୨୬/୯(ଓଡ଼ିଆ ନ୍ୟୁଜ):ହସ୍ପିଟାଲରକୁ ଆସୁଥିବା ରୋଗୀଙ୍କୁ ମିଛସତ ବାହାନା ଦେଖାଇ ନର୍ସିଂହୋମ୍ ହେଉ ,ପରୀକ୍ଷା ନିରୀକ୍ଷା କିମ୍ୱା ଔଷଧ ଆଳରେ ଲୁଟୁଥିଲେ ଦଲାଲ। ବିଚରା ଗରିବ ଲୋକମାନେ ସ୍ଵଳ୍ପ ଖର୍ଚ୍ଚରେ ଭଲହେବା ଛାଡି ସୁନା ଜମିବାଡି ବିକି ହେଉଥିଲେ ସର୍ବସାନ୍ତ। ଦଲାଲ ହେଉଥିଲେ…
Read More...
Read More...