banner
Breaking
Monthly Archives

August 2019

ଉତ୍ତରର ଉନ୍ନତି ପାଇଁ ପାଣି ଲାଗିକଲେ ବିଧାୟକ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉତ୍ତର ବାସୀଙ୍କ ଉନ୍ନତି ପାଇଁ ପାଣିଭାର ଉଠାଇଛନ୍ତି । ପବିତ୍ର ଶ୍ରାବଣ ଶେଷ ସୋମବାର ମାନସିକ ଅନୁସାରେ ଆଜି ବିଧାୟକ ମଞ୍ଚେଶ୍ବର ଘାଟରୁ ପାଣି ଉଠାଇ ଢାୱା ସୋମନାଥ ପୀଠରେ ଆସନ୍ତାକାଲି ପାଣି ଢାଳିବେ । ବିଧାୟକ ହେବା…
Read More...

ସବୁ ବ୍ୟାଙ୍କ ସକାଳ ୯ଟାରୁ ଖୋଲିବ।

ନୂଆଦିଲ୍ଲୀ,(ଓଡ଼ିଆ ନ୍ୟୁଜ) ଏଣିକି  ସମସ୍ତ ସରକାରୀ ବ୍ୟାଙ୍କ ୧୦ଟା ପରିବର୍ତ୍ତେ ସକାଳ ୯ଟାରେ ଖୋଲିବ । ସାଧାରଣତଃ ସରକାରୀ ବ୍ୟାଙ୍କଗୁଡିକ (PSU Banks)ର କାମକାର୍ଯ୍ୟ ସକାଳ ୧୦ଟା ପରେ ହିଁ ଆରମ୍ଭ ହୋଇଥାଏ । ଯାହାକୁ ନଜରରେ ରଖି ଅର୍ଥ ମନ୍ତ୍ରାଳୟର ବ୍ୟାଙ୍କିଂ ଡିଭିଜନ ପକ୍ଷରୁ ନିଷ୍ପତି…
Read More...

ଭାରତ ୫୯ ରନରେ ଜିତିଲା ଦ୍ବିତୀୟ ଦିନିକିଆ

ଭୁବନେଶ୍ୱର,(ଓଡ଼ିଆ ନ୍ୟୁଜ) କୋହଲିଙ୍କ ଦମ୍‌ଦାର ଶତକ ଓ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକଆ ଜିତିଲା ଟିମ୍‌ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଇଣ୍ଡିଜ୍‌ ଦଳକୁ ୫୯ ରନ୍‌ରେ ହରାଇ ମ୍ୟାଚ୍‌ ହାତେଇଛି ଭାରତ । ପ୍ରଥମେ ବ୍ୟାଟିଂ ଭାରତ…
Read More...

ଜାମୁ-କାଶ୍ମୀରରେ ହେବ ବିଧାନସଭା ନିର୍ବାଚନ। ଦେଖନ୍ତୁ କେବେ ହେବ

ନୂଆଦିଲ୍ଲୀ,୧୦/୮ (ଓଡ଼ିଆ ନ୍ୟୁଜ) ରାଜ୍ୟସଭା ଓ ଲୋକସଭା ରେ ୩୭୦ ଓ ୩୫/ଏ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭକରିବା ପରେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି।କିନ୍ତୁ କେତେକ କାରଣରୁ ଏହା ଆସନ୍ତା ବର୍ଷ ଏପ୍ରିଲ ପରେ ହେବବୋଲି ଜଣାପଡିଛି। ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର…
Read More...

ଶାଶୁ-ବୋହୁ ଘଟଣାର ପଡିଲା ପୂର୍ଣ୍ଣଛେଦ। ଝଗଡା ବନ୍ଦ

ଭୁବନେଶ୍ବର, ୧୦।୮(ଓଡ଼ିଆ ନ୍ୟୁଜ) – ଢେଙ୍କାନାଳ ପରଜଙ୍ଗ ଥାନା ଗେହ୍ଲେଇକାଟେଣୀ ଗ୍ରାମର ବୃଦ୍ଧା ପାରେଇ ନାୟକଙ୍କୁ ବୋହୂ ସବିତା ଗଁା ଦାଣ୍ଡରେ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଥିଲ। ଶୁକ୍ରବାର ଥାନାରେ ଆପୋସ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ ହୋଇଛି। ଏଣିକି ଶାଶୁ-ବୋହୂ ଏକାଠି…
Read More...

ଯୋଜନା କମିଟି ଅଧ୍ୟକ୍ଷ କିଏ କେଉଁଠି ହେଲେ

ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ପ୍ରତାପ ଜେନା : ମୟୂରଭଞ୍ଜ ଅନନ୍ତ ଦାସ : ବାଲେଶ୍ୱର ବ୍ୟୋମକେଶ ରାୟ : ଭଦ୍ରକ ସମୀର ରଞ୍ଜନ ଦାସ : ଯାଜପୁର ରଣେନ୍ଦ୍ର ପ୍ରତାପ ସ୍ୱାଇଁ : କେନ୍ଦ୍ରାପଡ଼ା ପ୍ରଶାନ୍ତ କୁମାର ମୁଦୁଲି : ଜଗତସିଂହପୁର ପ୍ରମୋଦ କୁମାର ମଲ୍ଲିକ : କଟକ…
Read More...

ବିଶ୍ବ ଜନଜାତି ଦିବସ ଅବସରରେ ‘ଆର୍ଟ ଅଫ୍ ଗିଭିଂ “

ଭୁବନେଶ୍ୱର (ବ୍ୟୁରୋ): ଆଜି ବିଶ୍ବ ଜନଜାତି ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ‘କଳିଙ୍ଗ ସିନେ ଆର୍ଟସ୍’ ପକ୍ଷରୁ ଚନ୍ଦକା ଭୋଳା ନିକଟ ଆଦିବାସି ବସ୍ତିରେ ‘ଆର୍ଟ ଅଫ୍ ଗିଭିଂ’ ଅନୁଷ୍ଠିତ ‌ହୋଇଯାଇଛି। ଏହି ଅବସରରେ ଆଦିବାସୀ ବସ୍ତିର ପିଲାମାନଙ୍କୁ ପୋଷାକ, ପାଠ୍ୟ ଉପକରଣ ଓ ଖାଦ୍ୟ ପୁଡ଼ିଆ…
Read More...

ଚାରିଟି ରାଜ୍ୟର ନିର୍ବାଚନ ପାଇଁ ବିଜେପିର ପ୍ରଭାରୀ ନିଯୁକ୍ତି

ନୂଆଦିଲ୍ଲୀ : ବିଧାନସଭା ନିର୍ବାଚନ ହେବାକୁ ଥିବା ମହାରାଷ୍ଟ୍ର, ଝାଡ଼ଖଣ୍ଡ, ହରିୟାଣା ଏବଂ ଦିଲ୍ଲୀ ପାଇଁ ବିଜେପି ପକ୍ଷରୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର ଉପରୋକ୍ତ ୪ ରାଜ୍ୟ ପାଇଁ ନିଯୁକ୍ତ ନିର୍ବାଚନ ପ୍ରଭାରୀଙ୍କ ନାମ ଘୋଷଣା…
Read More...

ରାଜଧାନୀରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବେ,ଅନ୍ୟ ସ୍ଥାନରେ କିଏ କରିବେ ଜାଣନ୍ତୁ

ଭୁବନେଶ୍ୱର,୯/୮ (ଓଡ଼ିଆ ନ୍ୟୁଜ) : ସ୍ୱାଧୀନତା ଦିବସ ଅବସରରେ  କେଉଁ ମନ୍ତ୍ରୀ କେଉଁଠାରେ ପତାକା ଉତ୍ତୋଳନ କରିବେ ତାହାର ତାଲିକା ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପ୍ରକାଶ ଦ୍ବାରା ପାଇଛି। ଏହି ତାଲିକା ଅନୁଯାୟୀ, କଟକରେ ସ୍ୱାଧୀନତା ଦିବସରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା…
Read More...

ତିନିଜଣଙ୍କୁ ଭାରତରତ୍ନ ସମ୍ମାନ

ନୂଆଦିଲ୍ଲୀ .- ଦେଶର ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଭାରତରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ତଥା ଭୁପେନ ହଜାରିକା ଓ ନାନାଜୀ…
Read More...