Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
Browsing Category
ରାଜ୍ୟ
ପୁଣି ବିଧାନସଭା ମୁଲତବୀ
ଭୁବନେଶ୍ୱର,୪।୧୨(ବ୍ୟୁରୋ): ବିଧାନସଭା ଶୀତ ଅଧିବେଶର ଆଜି ଚତୁର୍ଥ ଦିନ। ଆଜି ବି ବିଧାନସଭା ଆରମ୍ଭରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ କାରଣରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।…
Read More...
Read More...
ମମିତା ମେହେର ହତ୍ୟା ଘଟଣାରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩।୧୨(ବ୍ୟୁରୋ): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ପାଖାପାଖି ଦୁଇ ମାସ ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହିଁ ଖୋଳିଛନ୍ତି। ମମିତା ହତ୍ୟା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏକ ବିବୃତି ଦେଇଛନ୍ତି।
ବିବୃତିରେ ମମିତା ହତ୍ୟା ଘଟଣାକୁ ନେଇ…
Read More...
Read More...
ଓମିକ୍ରନ୍ ଉପରେ ପ୍ରଭାବଶାଳୀ ହେବ କୋଭାକ୍ସିନ୍ -ଆଇସିଏମଆର
ନୂଆଦିଲ୍ଲୀ,୩।୧୨: ସାରା ବିଶ୍ୱରେ କରୋନା ଭାଇରସର ଏକ ନୂଆ ରୂପ ଓମିକ୍ରନର ପ୍ରଭାବ ବୃଦ୍ଧି ପାଉଛି। ଏହି ସମୟରେ, ଅନେକ ଟିକା କମ୍ପାନୀ ଏହି ଭାରିଆଣ୍ଟ ବିରୋଧରେ ସେମାନଙ୍କ ଟିକାକରଣର ଫଳପ୍ରଦତା ଉପରେ ସନ୍ଦେହ ସୃଷ୍ଟି କରିଛନ୍ତି । ତଥାପି, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ…
Read More...
Read More...
ଚାଷୀ ମୁଣ୍ଡରେ ଚଡକ
ଜଗତ୍ସିଂହପୁର , ୨।୧୨: ଜଗତ୍ସିଂହପୁର ଜିଲାର ଚାଷୀକୁଳ ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ପଡିଛନ୍ତି। ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି। ଗୁରୁବାର ମାଣବସା ଥିବାରୁ ବିଲରୁ ଧାନ ଉଠିବା ସମ୍ଭବ ନୁହେଁ। ଶୁକ୍ରବାରଠାରୁ ବର୍ଷା ଆରମ୍ଭ…
Read More...
Read More...
କରୋନା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨।୧୨(ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’କୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ସତର୍କ କରାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସତର୍କ କରାଇବା ସହିତ କୋଭିଡ୍…
Read More...
Read More...
କିଟ୍-କିସ ସହିତ ଏନଜିଏଏମର ବୁଝାମଣା ପତ୍ର ସ୍ବାକ୍ଷରିତ
ଭୁବନେଶ୍ୱର, ୩୦।୧୧(ଓଡ଼ିଆ ନ୍ୟୁଜ): କିଟ୍-କିସ୍ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ (ଏନ୍ଜିଏମ୍ଏ) ମଧ୍ୟରେ ନୂଆଦିଲ୍ଲୀଠାରେ ସୋମବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଯାଇଛି। ରାଜ୍ୟସଭା ସଦସ୍ୟ ତଥା ଶିକ୍ଷା, ମହିଳା, ଶିଶୁ…
Read More...
Read More...
ଶୀତକାଳୀନ ବିଧାନସଭାରେ ରହିବ ୨୬ ଟି କାର୍ଯ୍ୟ ଦିବସ
ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେଶନରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିବ। ଅଧିବେଶନର ପ୍ରଥମ ଦିନ ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଆଣିବେ। ବିଧାନସଭାର…
Read More...
Read More...
ସଡକ ଦୁର୍ଘଟଣା ରୋକିବା ଲାଗି ଉପଯୋଗ ହେବ ବୈଷୟିକ ଜ୍ଞାନ କୌଶଳ
ଭୁବନେଶ୍ବର : ସଡ଼କ ଦୁର୍ଘଟଣାକୁ ରୋକିବା ଲାଗି ଯାନବାହନର ଗତିକୁ ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାର ବୈଷୟିକ ଜ୍ଞାନର ଉପଯୋଗ ଉପରେ ଗୁରୁତ୍ବ ଦେବାକୁ ନିଷ୍ପତ୍ତି ନେଇଥିଲେ। ଭୁବନେଶ୍ବର ଭାରତୀୟ ବୈଷୟିକ ଅନୁଷ୍ଠାନ (ଆଇଆଇଟି)କୁ ଗାଡ଼ିର ଦ୍ରୁତ ଗତି ମାପକ ଯନ୍ତ୍ର ବା ରେଡ଼ାର ତିଆରି…
Read More...
Read More...
୧୫୮ ରୂପାନ୍ତରିତ ସ୍କଲକୁ ଲୋକାର୍ପିତ କଲେ ମୁ
ଭୁବନେଶ୍ୱର,୧୯ା୧୧(ବ୍ୟୁରୋ) : ରାଜ୍ୟରେ ସ୍କୁଲ ରୂପାନ୍ତର ପର୍ବ ଜାରି ରହିଛି। ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଜିଲାର ୧୫୮ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏଥିରେ ମାଲକାନଗିରିର ୬ ସ୍କୁଲ, ଝାରସୁଗୁଡାର…
Read More...
Read More...
କୃଷି ଆଇନ ପ୍ରତ୍ୟାହାର ସ୍ବାଗତଯୋଗ୍ୟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ୩ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଛନ୍ତି । ସେ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ ସ୍ବାଗତ୍ୟନ୍ଯୋଗ୍ୟ । ବିଜେଡି ସର୍ବଦା କୃଷକଙ୍କ ହିତରେ ରହିଛି ଓ ରହିଥିବ। ପୂର୍ବରୁ ବିଜେଡି ସରକାର କୃଷକଙ୍କ…
Read More...
Read More...