banner
Breaking
Browsing Category

ରାଜନୀତି

ପଶ୍ଚିମବଙ୍ଗରେ ବିଜେପିକୁ ବଡ ସଫଳତା। ମିଶିବେ ୧୦୭ ବିଧାୟକ

ଭୁବନେଶ୍ବର,(ଓଡ଼ିଆ ନ୍ୟୁଜ୍) ମମତା ବାନାର୍ଜୀଙ୍କୁ ବଡ ଝଟକା ବିଜେପିରେ ମିଶିବେ ୧୦୭ ବିଧାୟକ। ପଶ୍ଚିମବଙ୍ଗର ବିଜେପି ନେତା ମୁକୁଳ ରାୟ ଦାବି କରିଛନ୍ତିି ଯେ ବିଜେପିରେ ମିଶିବେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ସିପିଏର ୧୦୭ ବିଧାୟକ । ଏମାନେ ସମସ୍ତେ ବିଜେପିର ଯୋଗାଯୋଗରେ ଅଛନ୍ତି ବୋଲି…
Read More...

ପାଟକୁରା ୪୦ ହଜାର ଭୋଟରେ ହାରିବ ବିଜେପି। ଫେସବୁକ ପୃଷ୍ଠାରୁ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀଧର ନାୟକ

ଚାଳିଶି ହଜାର ଭୋଟ୍ ରେ ହାରିବ ବିଜେପି, ଷ୍ଟାର ପ୍ରଚାରକ ମୁଣ୍ଡ ପିଛା ହଜାରେ । ପୁରୁଣା କଂଗ୍ରେସ କଥା କଥାକେ Emergency ଲଗୋଉଥିଲା, ଲୋକେ ତା ସତ୍ତା ହଜେଇଦେଲେ । ଏ ନୂଆ ବିଜେପି କଥା କଥାକେ ସିବିଆଇ ଲଗୋଉଛି, ଇସିଆଇ, ଆରବିଆଇ ..... ସମସ୍ତଙ୍କ ଇଜ୍ଜତ ମହତ ମାଟିରେ ମିଶେଇ…
Read More...

କଂଗ୍ରେସର ହାତ ଧରିଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ

ଭୁବନେଶ୍ବର: କଂଗ୍ରେସର ହାତ ଧରିଲେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ । ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ମିଶ୍ରର୍ଣ ପର୍ବରେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି ସତ୍ୟପ୍ରକାଶ ।ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଦିନ ୧୧ ଘଟିକା ସମୟରେ ଶତାଧିକ ସମର୍ଥକଙ୍କ ଗହଣରେ…
Read More...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି

ଭୁବନେଶ୍ୱର: ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ଏଥି ପାଇଁ ଏନ୍‌ଡିଏ ଓ ୟୁପିଏ ମଧ୍ୟରେ ଅଙ୍କ କଷା ଚାଲିଛି। ଏହାରି ମଧ୍ୟରେ ବୁଧବାର ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ତାଙ୍କର ଦଳ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ…
Read More...

ପରଲୋକରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ୍.କରୁଣାନିଧି, ତାମିଲନାଡୁରେ ଶୋକର ଛାୟା

ଚେନ୍ନାଇ: ଦକ୍ଷିଣ ଭାରତୀୟ ରାଜନୀତିର ଭୀଷ୍ମ ପିତାମହ ଯଥା ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କର ୯୪ ବର୍ଷ ବୟସରେ ମଙ୍ଗଳବାର ବିୟୋଗ ଘଟିଛି। ଚେନ୍ନାଇର କାବେରୀ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଦେଶର ଜଣେ ବର୍ଷିୟାନ୍‌ ରାଜନେତା ଏମ୍‌.କରୁଣାନିଧି ମାତ୍ର…
Read More...

କିଛି କହିବାର ଯଦି ଅଛି ମୋତେ କୁହନ୍ତୁ, ଦେଶର ସେନାକୁ ନୁହେଁ: ମୋଦି

ନୂଆଦିଲ୍ଲୀ: ଯଦି କିଛି କହିବାର ଅଛି ମୋତେ କୁହନ୍ତି, ଦେଶର ସେନାକୁ ନୁହେଁ। ସର୍ଜିକାଲ ଷ୍ଟ୍ରାଇକକୁ ମିଛ କହୁଥିବା ଲୋକଙ୍କୁ ଦେଶ ସହଜରେ ଛାଡ଼ିବ ନାହିଁ। ଲୋକସଭାରେ ଶୁକ୍ରବାର ବିରୋଧୀ ଦଳ ଓ ତେଲୁଗୁ ଦେଶମ୍‌ ପାର୍ଟି ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ମୋଦି ଏହି ଜବାବ…
Read More...