Breaking
ଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି
Browsing Category
ରାଜନୀତି
ବିଧାନସଭା ତୃତୀୟ ଦିବସରେ କଳାପଟି ବାନ୍ଧି ପ୍ରତିବାଦ କଲେ ବିଜେପି ବିଧାୟକ।
ଭୁବନେଶ୍ଵର,୧୫/୧୧(ଓଡ଼ିଆ ନ୍ୟୁଜ) ଆଜି ବିଧାନସଭାର ତୃତୀୟ ଦିବସ ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଜାରି ରହିଛି। ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଛି। ପ୍ରଶ୍ନକାଳ ଆରମ୍ଭରୁ ଯାଜପୁର ଜିଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ଵାଳ ମୃତ୍ୟୁ ମାମଲାରେ ବିଜେପି ସଦସ୍ୟମାନେ ମୁହଁରେ କଳାପଟି ବାନ୍ଧି…
Read More...
Read More...
ଆଜି କ୍ୟାବିନେଟ ବୈଠକ।
ଭୁବନେଶ୍ୱର,୧୫ା୧୧(ଓଡ଼ିଆ ନ୍ୟୁଜ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଦିନ ୧୨ଟା ୧୫ ମିନିଟ୍ରେ ଲୋକସେବା ଭବନରେ ଏହା ଅନୁଷ୍ଠିତ ହେବ। ବିଧାନସଭା ଶୀତ ଅଧିବେଶନ ଜାରି ରହିଛି। ଏହି ବୈଠକରେ ବହୁ ବିଲ ପାସ ହେବାର ସମ୍ଭାବନା…
Read More...
Read More...
ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼। ଏକାକୀ ସରକାର ଗଢିବାକୁ ମନାକଲା ବିଜେପି
ମୁମ୍ବାଇ,୧୦।୧୧: ମହାରାଷ୍ଟ୍ରରେ ରାଜନୀତିରେ ପୁଣି ନୂଆମୋଡ ଆସିଛି। ମେଣ୍ଟ ହୋଇ ନିର୍ବାଚନ ଲଢିବା ପରେ ଏବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଜପା ଏବଂ ଶିବସେନା ମଧ୍ୟରେ ମତପାର୍ଥକ୍ୟ ଦେଖାଯିବାରୁ ଭାରତୀୟ ଜନତା ପାର୍ଟି ମହାରାଷ୍ଟ୍ରରେ ସରକାର ଗଠନ ନ କରିବା ପାଇଁ ନିଷ୍ପତ୍ତି ନେଇଛି। ପୂର୍ବତନ…
Read More...
Read More...
ଦିଲ୍ଲୀରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ।
ନୂଆଦିଲ୍ଲୀ,୧୦/୧୧(ଓଡ଼ିଆ ନ୍ୟୁଜ) : ଦିଲ୍ଲୀରେ ଓଡ଼ିଶାକୁ ମିଳିବାକୁ ଥିବା କେନ୍ଦ୍ରୀୟ ଅନୁଦାନର ସ୍ଥିତି ବିଷୟରେ ଶନିବାର ଦିନ ସ୍ଥାନୀୟ ୩ ଏ ପି ଜେ ଅଦବୁଲ କାଲାମ ରୋଡ଼ସ୍ଥିତ ବାସଭବନରେ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟଳୟ ଅଧିକାରୀଙ୍କ ସହ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ…
Read More...
Read More...
ମୋ ବସରେ ବୁଲିଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ୱର : ଆଜି ‘ମୋ ବସ୍’ର ବାର୍ଷିକ ଉତ୍ସବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବସ୍ରେ ରାଜଧାନୀ ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜୟଦେବ ଭବନ ଅଭିମୁଖେ ଯାତ୍ରା କରିଛନ୍ତି। ବସ୍ ଭିତରେ ନବୀନ ଜଣେ ସାଧାରଣ ଯାତ୍ରୀଙ୍କ ଭଳି ଟିକଟ କାଟି…
Read More...
Read More...
ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିବ ଆବାସ ଘର-ପ୍ରତାପ ଜେନା
ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ପ୍ରାୟ ୫ ଲକ୍ଷ ଗୃହର ଆବଶ୍ୟକତା ରହିଛି। ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ)ରେ ମାତ୍ର ଏକ ଲକ୍ଷ ୨୭ ହଜାରଙ୍କୁ ଘର ମିଳିଛି । ତେଣୁ ଅବଶିଷ୍ଟ ଗୃହ ଆବଶ୍ୟକତା ପୂରଣ…
Read More...
Read More...
ପଟ୍ଟାମୁଣ୍ଡାଇରେ ଫନୀ ସହାୟତାରେ ପାତରଅନ୍ତର। ଆମରଣ ଅନସନରେ ବସିଲେ ଲୋକେ
ପଟ୍ଟାମୁଣ୍ଡାଇ ୫।୧୧(ଓଡ଼ିଆ ନ୍ୟୁଜ) ଘରଭଙ୍ଗା ସହାୟତାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଓ ଗରିବ ହିତାଧିକାରୀଙ୍କୁ ଚିହ୍ନଟକରି ସହାୟତା ପ୍ରଦାନ, ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ଓ ନୂତନ ଆବେଦନକୁ ଗ୍ରହଣ କରିବା ଦାବି ନେଇ ମଙ୍ଗଳବାର ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ଆଗରେ ଶତାଧିକ…
Read More...
Read More...
ପୁରୀରେ ଏପର୍ଯ୍ୟନ୍ତ ମିଳିନାହିଁ ଘରଭଙ୍ଗା । ଆନ୍ଦୋଳନକୁ ଓହ୍ଲାଇଲେ ଲୋକ ଓ ନେତା
ପୁରୀ ,୪।୧୧(ଓଡ଼ିଆ ନ୍ୟୁଜ): ମେ’ ୩ ରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ରେ ପୁରୀ ଜିଲା ବ୍ୟାପକ କ୍ଷତିଗ୍ରସ୍ଥ ହୋଇଥିଲା। ତେବେ ଏହା ଭିତରେ ବାତ୍ୟାକୁ ୬ ମାସ ବିତିଥିଲେ ସୁଦ୍ଧା ଅଧିକାଂଶ କ୍ଷତିଗ୍ରସ୍ତ ପରିବାର ସହାୟତାରୁ ବଞ୍ଚିତ ରହିଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ବେ ପ୍ରଶାସନର…
Read More...
Read More...
ଦୁର୍ନୀତି ଗ୍ରସ୍ତଙ୍କ ଉପରେ କଡା ଆଭିମୁଖ୍ୟ ଜାରି ରଖିଛନ୍ତି ନବୀନ। ୨ ମାସରେ ୪୪ ବିଦା
ଭୁବନେଶ୍ୱର, ୪।୧୧(ଓଡ଼ିଆ ନ୍ୟୁଜ): ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ଗତ ୨ ମାସରେ ୪୪ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଥିବା ବେଳେ ବେଳେ ୧୧ଜଣଙ୍କ ପେନ୍ସନ ସ୍ଥାୟୀ ଭାବରେ ବନ୍ଦ କରାଦେଇଛନ୍ତିି। ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।…
Read More...
Read More...
ବିଧାନସଭା ବନ୍ଦ କରିବ ବିଜେପି। ସ୍ମିତାରାଣୀ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି।
ଭୁବନେଶ୍ୱର,୨।୧୧(ଓଡ଼ିଆ ନ୍ୟୁଜ): ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିଶ କରନ୍ତୁ। ନଚେତ ବିଧାନସଭା ଅଚଳ କରିଦିଆଯିବ। ଏଭଳି ଚେତାବନୀ…
Read More...
Read More...