banner
Breaking
Browsing Category

ରାଜନୀତି

ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ପାରିତ।

ଭୁବନେଶ୍ୱର,୧ା୪(ବ୍ୟୁରୋ):ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଆଗତ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧.୭୫ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ବୁଧବାର ବିଧାନସଭାର ଅନୁମୋଦନ ଲାଭ କରିଛି। ଏହି ବିଲକୁ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଲେ ‘କରୋନା’ ଯୋଗୁଁ ଖର୍ଚ୍ଚର ଧାରା ପ୍ରଭାବିତ…
Read More...

ହାଇଡ୍ରାମାରେ ସରିଲା ନନ୍ଦୀଗ୍ରାମ ପ୍ରଚାର।

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପୁଛି। ତେଣୁ ନୂଆପଡ଼ାରୁ ପଡୋଶୀ ରାଜ୍ୟ ଛତିଶଗଡ଼କୁ ବନ୍ଦ ହୋଇପାରେ ବସ୍‌ ସେବା। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ରାଜ୍ୟରେ ପୁଣିଥରେ କରୋନା ନିଜର କାୟା ବିସ୍ତାରେ…
Read More...

ପିପିଲି ନିର୍ବାଚନ ପାଇଁ ଭାଜପାର ଷ୍ଟାର ପ୍ରଚାରକ ନାମ ଘୋଷଣା।

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ପୁରୀ ଜିଲା ପିପିଲି ଉପନିର୍ବାଚନ ପାଇଁ ଏବେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବାବେଳେ ପ୍ରମୁଖ ୩ ଦଳ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ ସରିଛି । ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ…
Read More...

ପ୍ରାର୍ଥୀପତ୍ର ଦାଖଲ କଲେ ରୁଦ୍ର।

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ପିପିଲି ଉପନିର୍ବଚନ ଲାଗି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସକାଳେ ସେ ପିପିଲି ବିଜେଡି କାର୍ୟ୍ୟାଳୟରୁ ନାମାଙ୍କନପତ୍ର ଦାଖଲ ପାଇଁ ପୁରୀ ଅଭିମୁଖେ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ। ସମର୍ଥକ ଓ ଦଳୀୟ…
Read More...

ଅଜିତ ମଙ୍ଗରାଜ ହେଲେ କ°ଗ୍ରେସ ପ୍ରାର୍ଥୀ।

ପୁରୀ ,୨୯।୩: ଭାଜପା ଓ ବିଜେଡି ପରେ ପିପିଲି ଉପନିର୍ବାଚନ ପାଇଁ ଶେଷରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ତେବେ ଦଳ ଏଥର ପୁଣି ବରିଷ୍ଠ ନେତା ଅଜିତ ମଙ୍ଗରାଜଙ୍କ ଉପରେ ଭରସା କରି ତାଙ୍କୁ ପ୍ରାର୍ଥୀ କରିଛି। ୨୦୧୯ ସାଧାରଣ ନିର୍ବାଚନରେ ଅଜିତ ପିପିଲିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ।…
Read More...

ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଘମାଘୋଟ ଲଢେଇ ହେବ।

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏପ୍ରିଲ୍‍ ପହିଲାରେ ହେବ। ଏହି ପର୍ଯ୍ୟାୟରେ ୩୦ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‍ ନିଆଯିବ। ସେଗୁଡ଼ିକ ମଧ୍ୟରେ ପୂର୍ବ ମେଦିନୀପୁର ଜିଲ୍ଲାର ୯ଟି ଆସନ ରହିଛି। ସେଗୁଡ଼ିକ ମଧ୍ୟରେ ନନ୍ଦୀଗ୍ରାମ ଆସନ ମଧ୍ୟ…
Read More...

ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ୫ଟି ବୁଝାମଣା ପତ୍ର ।

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତ ଅବସରରେ ଶନିବାର ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଲାଗି ୫ଟି ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ଏହା ପୂର୍ବରୁ ମୋଦି ଓ ତାଙ୍କ ବାଂଲାଦେଶ ପ୍ରତିପକ୍ଷ ଶେଖ୍‌ ହାସିନାଙ୍କ ମଧ୍ୟରେ…
Read More...

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରତିଭା ମହାରଥୀ।

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ପୁଅକୁ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିଥିବାରୁ ମୁଁ ବହୁତ ଖୁସି। ଗଣମାଧ୍ୟମକୁ ଶନିବାର ଏଭଳି ବିବୃତ୍ତି ଦେଇଛନ୍ତି ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା। ସେ କହିଛନ୍ତି, ଆମ ପରିବାରକୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ…
Read More...

ପଶ୍ଚିମବଙ୍ଗ ନିର୍ବାଚନରେ ଓଡିଶା ଭୋଟର।

ଭୋଗରାଇ,୨୭।୩(ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଶଙ୍ଖାମେଦୀ ଗ୍ରାମର ୩୦୦ରୁ ଊର୍ଦ୍ଧ୍ୱ ଲୋକ ପଶ୍ଚିମବଙ୍ଗରେ ଭୋଟ ଦେଇଛନ୍ତି। ଏଥିସହ ଜଳେଶ୍ୱର ଓ ଭୋଗରାଇ ବ୍ଲକ ସୀମାନ୍ତ ଗାଁଗୁଡ଼ିକ ଦୈତ୍ୟ…
Read More...

ସରିଲା ପ୍ରଚାର କାଲି ଅସଲି ଲଢେ଼ଇ।

କୋଲକାତା,୨୬ା୩:ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ହାଇଭୋଲ୍ଟେଜ ପ୍ରଚାର ଥମିଛି। ଏହି ପର୍ଯ୍ୟାୟରେ ଶନିବାର ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆସାମର ୪୭ ଓ ପଶ୍ଚିମବଙ୍ଗର ୩୦ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ…
Read More...