banner
Breaking
Browsing Category

ଖେଳ

ଭବିଷ୍ୟତ ଅଲମ୍ପିଆନ କିସରେ ଅଛନ୍ତି-କେନ୍ଦ୍ରମନ୍ତ୍ରୀ ରିଜିଜୁ।

ଭୁବନେଶ୍ୱର,୨ା୧୧(ଓଡ଼ିଆ ନ୍ୟୁଜ): ଅଲିମ୍ପିକ୍ସରେ ଜନଜାତି ଛାତ୍ରୀଛାତ୍ରଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱ ବହନ କରିବ। ଭାରତରେ ପ୍ରତିଭାର ଅଭାବ ନାହିଁ। ଦେଶର ଗ୍ରାମାଞ୍ଚଳରେ ବହୁ କ୍ରୀଡା ପ୍ରତିଭା ଲୁକ୍କାୟିତ ଭାବେ ରହିଛନ୍ତି। ଏହି ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାକୁ ହେଲେ ଆମକୁ ଉପଯୁକ୍ତ…
Read More...

୧୨ବଲରେ ୧ରନ୍ କରି ୨ଓ୍ବିକେଟ ହରାଇ ହାରିଲା ଦକ୍ଷିଣ ଆଫ୍ରିକା। ଭାରତର କ୍ଲିନ ସୁଇପ୍

ରାଞ୍ଚି,୨୨।୧୦: ଆଉ ଏକ ବୃହତ ବିଜୟ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ। ଝାଡଖଣ୍ଡ କ୍ରିକେଟ ଆସୋସିଏସନ (ଜେଏସସିଏ) ଷ୍ଟାଡିୟମରେ ଚାଲିଥିବା ତୃତୀୟ ଟେଷ୍ଟର ଚତୁର୍ଥ ଦିବସରେ ଭାରତ ଭ୍ରମଣକାରୀ ଦଳକୁ ଇନିଂଶ ଏବଂ ୨୦୨ ରନ୍‌ ପରାସ୍ତ କରିଛି। ଫଳରେ ଦକ୍ଷିଣ ଆଫ୍ରିକା…
Read More...

ତୃତୀୟ ଟେଷ୍ଟ ବିଜୟର ଦ୍ବାରରେ ଭାରତ। ଆଉ ୨ ଓ୍ବିକେଟ ବାକି।

ରାଞ୍ଚି,୨୧।୧୦ (ଵ୍ୟୁରୋ)- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଉପରେ ଭାରତ ଚଳିତ ସିରିଜରେ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରିବାରେ ସଫଳ ହୋଇଛି। କ୍ରମାଗତ ଦ୍ୱିତୀୟଥର ଇନିଂସ ବିଜୟର ଦ୍ୱାରରେ ଭାରତ ପହଞ୍ଚିଛି। ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ…
Read More...

ରୋହିତଙ୍କ ଶତକ ବର୍ଷରେ ଖେଳ ବାଧାପ୍ରାପ୍ତ ୍୍

ରାଞ୍ଚି,୧୯।୧୦(ଓଡ଼ିଆ ନ୍ୟୁଜ): ସ୍ଥାନୀୟ ଝାଡଖଣ୍ଡ ଷ୍ଟେଟ୍‌ କ୍ରିକେଟ ଆସୋସିଏଶନ ଷ୍ଟାଡିୟମ କମ୍ପେକ୍ସରେ ଶନିବାରଠାରୁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।…
Read More...

କ୍ବାଟର ଫାଇନାଲରେ ପଡୁଚେରୀ।

ଡେରାଡୁନ,୧୭।୧୦; ବିଜୟ ହଜାରେ ଟ୍ରଫିରେ ପୁଡୁଚେରୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ପୁଡୁଚେରୀ ୫ ଉଇକେଟରେ ଆସାମକୁ ପରାସ୍ତ କରି କ୍ୱାର୍ଟରକୁ ଉଠିଛି। ଟସ୍‌ ଜିତି ପୁଡୁଚେରୀ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଥିବା ଆସାମ ୩୬.୧ ଓଭରରେ…
Read More...

ଓଡିଶା ଏଫସି ନୂଆ କିଟ ଉନ୍ମୋଚିତ।

ଭୁବନେଶ୍ୱର ୧୬/୧୦(ଓଡ଼ିଆ ନ୍ୟୁଜ): ଚଳିତ ମାସ ୨୦ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍)ର ଷଷ୍ଠ ସଂସ୍କରଣ। ଏହା ପୂର୍ବରୁ ଆଇଏସଏଲର ଅନ୍ୟତମ ଫ୍ରାଞ୍ଚାଇଜି ଓଡ଼ିଶା ଏଫସି ବୁଧବାର ଭୁବନେଶ୍ୱରରେ ତା’ର ନୂଆ କିଟ୍ ଉନ୍ମୋଚିତ କରିଛି। ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ…
Read More...

ଖେଳରେ ବି ରାଜନୀତି, ବିସିସିଆଇର କର୍ମକର୍ତ୍ତା ଦୌଡରେ ସଵୁ ବିଜେପି ଲୋକ।

ନୂଆଦିଲ୍ଲୀ, ୧୪ା୧୦: ବିସିସିଆଇର ନୂଆ ସଭାପତି ସୌରଭ ଗାଙ୍ଗୁଲି ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଥିଲେ । ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କୁ ସମ୍ପାଦକ ପଦ ମିଳିପାରେ ବୋଲି ସୂଚନା ମିଳିଛି ।…
Read More...

ରେକଡ ସହ ଭାରତ ୨-୦ରେ ଜିତିଲା ଟେଷ୍ଟ ସିରିଜ୍।

ପୁଣେ,୧୩।୧୦- ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମ୍‌ରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏକ ଇନିଂସ ଓ ୧୩୭ ରନ୍‌ରେ ଜିତିନେଇଛି। ପ୍ରଥମ ଇନିଂସରେ ଭାରତୀୟ ଦଳ ୬୦୧ ରନ୍‌ କରି ପାଳି ଘୋଷଣା କରିଥିଲା।…
Read More...

ଆଶ୍ରିତାଙ୍କୁ ବିବାହ କରିବେ ମନୀଷ ପାଣ୍ଡେ।

ବେଙ୍ଗାଲୁରୁ,୧୦ା୧୦: ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ନିଜ ଜୀବନ ସାଥୀ ପାଇଯାଇଛନ୍ତି। ସେ ହେଉଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ଶେଟ୍ଟି।  ଆସନ୍ତା ଡିସେମ୍ବର ୨ରେ ଏଦୁହିଁଙ୍କର  ବିବାହ ମୁମ୍ବାଇଠାରେ ହେବ। କର୍ନାଟକ ଦଳର ଅଧିନାୟକ ପାଣ୍ଡେ ଏବେ ବିଜୟ ହଜାରେ…
Read More...

ଦ୍ବିତୀୟ ଟେଷ୍ଟରେ ମୟଙ୍କଙ୍କ ପୁଣି କମାଲ।

ପୁଣେ, ୧୦।୧୦(ଓଡ଼ିଆ ନ୍ୟୁଜ): ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଏବେ ଫୁଲ ଫର୍ମରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ୱିଶତକ ଲଗାଇଥିବା ମୟଙ୍କ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଶତକୀୟ ଇନିଂସ ଖେଳିଛନ୍ତି। ପ୍ରଥମ ଇନିଂସର ୫୬ତମ ଓଭରରେ ବର୍ନନ ଫିଲାଣ୍ଡରଙ୍କ ବଲକୁ ଚୌକା ଲଗାଇ…
Read More...